ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଆପଣ ମଧ୍ୟ ପାଇବେ ୨.୭୫ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୨ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଘର ଦେବା ପାଇଁ ଆବାସ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଅନୁଯାୟୀ ସହର ଓ ଗାଁ ମାନଙ୍କରେ ଘର ତିଆରି କରିବା ପାଇଁ ବିତୀୟ ସହାୟତା ଦେଉଛନ୍ତି । ଏହି ସହାୟତା ଭିନ୍ନ ଭିନ୍ନ ଲୋକଙ୍କ ପାଇଁ ଅଲଗା ଅଲଗା ଅଟେ ।

ଏମିତି କରନ୍ତୁ ଆବାସ ଯୋଜନାର ଆବେଦନ :- ଅନଲାଇନ ଆବେଦନ କରିବା ପାଇଁ ବ୍ୟକ୍ତିଙ୍କୁ ଅଫିସିଆଲ ୱେବ୍ସ ସାଇଟ ଯାଇ ଆବେଦନ କରିବା ପାଇଁ ତାଙ୍କ ପାଖରେ ଆଧାର କାର୍ଡ ରହିବା ଦରକାର । ଅଫ ଲାଇନ :- ଲାଭାର୍ଥୀ କମନ ସାର୍ଭିସ ସେନ୍ଟରେ ଯାଇ ଫର୍ମ ଭାରି ଏହି ଯୋଜନା ପାଇଁ ଲାଭ ଉଠାଇ ପାରିବେ ।

ଆବେଦନ ପ୍ରକ୍ରିୟା :- ପ୍ରଧାନ ମନ୍ତ୍ରୀ ଗମିଣ ଯୋଜନାରେ କେବଳ ଗାଁ ଲୋକଙ୍କ ପାଇଁ ହିଁ ଏହି ସୁବିଧା ଉପଲବ୍ଧ । ଏହି ଯୋଜନା ଆବେଦନ କରିବା ପାଇଁ ସରକାର ମୋବାଇଲ ଫୋନ ଆଧାରିତ ଗୋଟେ ଆପ୍ପ ପ୍ରସ୍ତିତ କରିଛନ୍ତି ।

କେମିତି କରିବେ ଅନଲାଇନ ଆବେଦନ :- ଗୁଗୁଲ ପ୍ଲେ ସ୍ଟୋରରୁ ଏହି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ଆପକୁ ଡାଉନ  ଲୋଡ କରନ୍ତୁ । ଟାରେ ସେଥିରେ ନିଜ ମୋବୋଲେ ନମ୍ବର ଦ୍ଵାରା ତାକୁ ରେଜିଷ୍ଟ୍ରେସନ କରନ୍ତୁ । ଏହି ଆପ ଆପଣଙ୍କ ମୋବାଇଲକୁ ଗୋଟିଏ ୱାନ ଟାଇମ ପାସ ୱାର୍ଡ ପଠାଇବ । ଓ ଟି ପି ରୁ ଲଗିନ କରିବା ପରେ ଆବଶ୍ୟକ ସୂଚନା ଦିଅନ୍ତୁ ।


ଲାଭ କଣ ମିଳିବ :- ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଯୋଜନାରେ ଲୋକଙ୍କୁ  ଆର୍ଥିକ ସହାୟତା ଯୋଗାଇବେ । ପିଏମ ୱାଇଜିରେ ଆପଣ ଛଅ ଲକ୍ଷ ଟଙ୍କାର ରୁଣ ବାର୍ଷିକ ଛଅ ପ୍ରତିଶତ ସୁଧ ଦରରେ ନେଇପାରିବେ । ଯଦି ଘ୍ର ତିଆରି କରିବା ପାଇଁ ଆପଣଙ୍କୁ ଅଧିକ ତାଙ୍କର ଆବଶ୍ୟକ ପଡେ ତେବେ ସେହି ଅଧିକ ଟଙ୍କା ପାଇଁ ସାଧାରଣ ସୁଧ ଦର ହିସାବରେ ରୁଣ ନେବାକୁ ପଡିବ ।

ପ୍ରଧାନ ମନ୍ତ୍ରୀ ଆବାସ ଯୋଜାନା ପାଇଁ କିଏ ଅଟନ୍ତି ଯୋଗ୍ୟ :


ଆର୍ଥିକ ରୂପରେ ଦୁର୍ବଳ ବର୍ଗ – ୩ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ କରୁଥିବା ପରିବାର ।

ନିମ୍ନ ଆୟ ବର୍ଗୀୟ ଲୋକ :- ୩ ଲକ୍ଷରୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆଯ କରୁଥିବା ପରିବାର

ମାଧ୍ୟମ ବର୍ଗ – ୬ ଲକ୍ଷରୁ ୧୨ ଲକ୍ଷ ଟଙ୍କା ବାର୍ଷିକ ଆୟ କରୁଥିବା ପରିବାର

ମହିଳା ମାନେ ଯିଏ ଇଡବଲ୍ୟୁ ଏସ  ଓ ଏଲଆଇଜି ବର୍ଗ ସମ୍ବନ୍ଧୀୟ ।

ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି  ଓ ପଛୁଆ ବର୍ଗ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *