GK question and Answer- କଳିଯୁଗର ଅନ୍ତ କେମିତି ହେବ ?

ବନ୍ଧୁଗଣ ୟୁପିଏସସି  ଏକ୍ସାମର ପ୍ରସ୍ତୁତି କରୁଛନ୍ତି, IAS ଇନ୍ଟରଭିଉ  ଶିବିଲ ସେବା ପରୀକ୍ଷାର ଅନ୍ତିମ ଚରଣ ହୋଇଥାଏ । ଏହି ପରୀକ୍ଷାରେ କ୍ୟାଣ୍ଡିଡେଟକୁ ବିଭିନ ପଦ ପାଇଁ ପସନ୍ଦ କରାଯାଏ । ଇନ୍ଟରଭିଉରେ କିଭଳି ପ୍ରଶ୍ନ ପଚାରିବେ ଭାବି ଭାବି କ୍ୟାଣ୍ଡିଡେଟ  ନର୍ଭସ ହୋଇଥାନ୍ତି । ସେଥିପାଇଁ ସେ ଶିବିଲ ସାର୍ଭିସ କ୍ରାକ କରି ପାରନ୍ତି ନାହିଁ । IAS ଏକ୍ସାମରେ କ୍ୟାଣ୍ଡିଡେଟକୁ ଏମିତି ପ୍ରଶ୍ନ ପଚାରି ଥାନ୍ତି ତାର ମୁଣ୍ଡ କାମ କରି ନଥାଏ । ସାଧାରଣତ ପ୍ରଶ୍ନ ବହୁତ ସହଜ ହୋଇଥାଏ କିନ୍ତୁ ସଙ୍ଗେ ସଙ୍ଗେ ସେ  ବୁଝି ପାରିନଥାଏ ।

୧. କଳିଯୁଗ ଅନ୍ତ କେମିତି ହବ ?

ଉତ୍ତର – ଶାସ୍ତ୍ର ଅନୁଯାଇ ସମୟ ଅବଧିକୁ ବହୁତ ବିସ୍ତାର ସହ କୁହା ଯାଇଛି, ଏହା ଅନୁଯାଇ ଆମ ପିତୃଙ୍କ ଗୋଟେ ଦିନ – ରାତି ମଣିଷ ଗୋଟେ ମାସ ସମାନ ହୋଇଥାଏ, ତେବେ ଦେବୀ ଦେବତାଙ୍କ ଗୋଟେ ଦିନ ରାତି ମଣିଷ ପାଇଁ ଗୋଟେ ବର୍ଷ ସମାନ ହୋଇଥାଏ । ତେବେ ଶାସ୍ତ୍ର ଅନୁଯାଇ କଳିଯୁଗ ୪,୩୨,୦୦୦ ବର୍ଷ ର ଅଛି ଯେଉଁଥିରୁ ବର୍ତମାନ ୪,୨୭,୦୦୦ ବର୍ଷ ବଞ୍ଚିଛି । ଏହା ପରେ କଳିଯୁଗ ସମାପ୍ତ ହବ ଓ ଆଉ ଥରେ ସତୀଯୁଗ ଆରମ୍ଭ ହବ । ବ୍ରହ୍ମପୁରାଣ ଅନୁଯାଇ କଳିଯୁଗ ଅବଧି ୪,୩୨,୦୦୦ ବର୍ଷ କୁହା ଯାଇଛି ।

ଏଥିରେ ମଣିଷ ବୟସ ୧୦୦ ବର୍ଷ ରହିବ ଓ ଯେମିତି ସମୟ କମିବାକୁ ଲାଗିବ ମଣିଷ ବୟସ କମି କମି ଯିବ ଓ କଳିଯୁଗ ଅନ୍ତ ସମୟରେ ମଣିଷ ବୟସ କେବଳ ୧୨ ବର୍ଷ ରହିଯିବ ବୋଲି ଶସ୍ତ୍ରରେ କୁହା ଯାଇଛି ।

Image Courtesy: Google

୨. ତାଜମହଲ ଅସଲ ନା କଣ ?

ଉତ୍ତର – ଭାରତୀୟ ଇତିହାସ ରେ ତାଜମହଲକୁ ସାହଯହାଁ ମୁମ୍ତାଜ ପାଇଁ ନିର୍ମାଣ କରେଇଥିଲେ, ସାହଯହାଁ ମୁମ୍ତାଜକୁ ବହୁତ ଭଲ ପ୍ପାଉଥିଲେ ଓ ତାଙ୍କ ମୃତ୍ୟୁ ପରେ ତାଙ୍କ ପ୍ରେମ ପ୍ରତୀକ ପାଇଁ ତାଜମହଲ ନିର୍ମାଣ କରେଇଥିଲେ । ଇତିହାସକର୍ତା ମାନଙ୍କ ଅନୁଯାଇ ତାଜମହଲକୁ ତେଜୋମହାଲ୍ୟ ଶିବମନ୍ଦିର ଅଟେ, ଏହା ପୁରୁଷୋତମ ନାଗେଶ ଓକ “ଦ ତାଜ ମହଲ ଇଜ ଏ ଟେମ୍ପଲ ପଲାସ” ରେ କୁହା ଯାଇଛି ।

Image Courtesy: Google

୩. ଝିଅ ମାନଙ୍କ ଦାଢି କଣ ପାଇଁ ଆସିନଥାଏ ?

ଉତ୍ତର – ସ୍ତ୍ରୀ ଓ ପୁରୁଷ ସମସ୍ତଙ୍କ ଶରୀର ଉପରେ ଚୁଟି ଆସିଥାଏ କିନ୍ତୁ ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଶରୀରରେ ଅଧିକ ଚୁଟି ଆସିଥାଏ । ଗୋଟେ ସାମାନ୍ଯ ପୁରୁଷ ଶରୀରରେ ଟେଷ୍ଟୋରୋନ ୧/୪ ଭାଗ ହୋଇଥାଏ ଯାହା କାରଣରୁ ଦାଢି ବାହାରିଥାଏ । ଯଦି ଏହାକୁ ରେଜର ରେ ସଫା ନକରା ଯାଏ ତେବେ ଏହା ବହୁତ ବଢିଥାଏ ଓ ଗହବା ହୋଇଥାଏ । ଦାଢି ଓ ଆବାଜ ଓଜନଦାର ହୋଇଥାଏ ଏହି କାରଣ ପାଇଁ ପୁରୁଷ ମହିଳା ବହୁତ ଅଲଗା ଦେଖା ଯାଇଥାନ୍ତି ।

 

Image Courtesy: Google

୪. କିନ୍ନର କିଏ ହୋଇଥାନ୍ତି ?

ଉତ୍ତର – ପ୍ରକୃତିରେ ପୁରୁଷ ଓ ସ୍ତ୍ରୀ ଅତିରିକ୍ତ ଗୋଟେ ଅନ୍ୟ ବର୍ଗ ମଧ୍ୟ ଅଛନ୍ତି ଯାହାକୁ ପୂର୍ଣରୂପରେ ନା ଆପଣ ନର କହି ପାରିବେ ଓ ନା ନାରୀ । ଏହି ଭଳି ଲୋକଙ୍କୁ କିନ୍ନର ବା ଟ୍ରାନ୍ସଜେଣ୍ଡର କୁହା ଯାଇଥାଏ । ଅଧିକାଂଶ କିନ୍ନର ପରୁଷ ଶାରୀରିକ ସଂରଞ୍ଚନା ର ହୋଇଥାନ୍ତି କିନ୍ତୁ ସେ ମହିଳାଙ୍କ ଭଳି ବ୍ୟବହାର କରିଥାନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *