ପ୍ରତ୍ୟକ ମାସରେ ୫୦୦୦ ଟଙ୍କା ଚାହୁଁଥିଲେ ଏହି ଯୋଜନାରେ କରନ୍ତୁ ନିବେଶ, ଅନଲାଇନ ମଧ୍ୟ କରି ପାରିବେ ଆବେଦନ

ସବୁ ଲୋକଙ୍କ ଦରମା ଲକ୍ଷ ଲକ୍ଷ ଟଙ୍କା ହୋଇନଥାଏ, କିନ୍ତୁ ରିଟାୟରମେଣ୍ଟ ପରେ ମଧ୍ୟ ସମସ୍ତଙ୍କୁ ୨ ଲୋକଙ୍କ ଖର୍ଚ ପାଇଁ ଅତି କମରୁ ୧୦୦୦୦ ଟଙ୍କା ଦରକାର । ଆମେ ସେହି ଲୋକଙ୍କ ବିଷୟରେ କଥା କହୁଛୁ ଯେଉଁ ମାନଙ୍କର କମ ଆୟ ଏବଂ ଅନଅରଗାନାଇଜ୍ଦ ସେକ୍ଟର ରେ କାମ କରୁଥିବା ଲୋକଙ୍କ ବିଷୟରେ । ଏମିତିକା ଲୋକଙ୍କ ପାଇଁ ସରକାର ଅଟଲ ପେନସନ ଯୋଜନା ବାହାର କରିଥିଲେ । ତେବେ ଆପଣ ଏବଂ ସମସ୍ତଙ୍କ ପାଇଁ ଏହା ବଡ କଥାଯେ ଏହି ଯୋଜନାରେ କେତେ ନିବେଶ କରିବା ଉଚିତ ଏବଂ ଏହି ଯୋଜନା ଅନ୍ୟ ସବୁ ନିୟମ ଜାଣିବା ପାଇଁ ଆପଣଙ୍କୁ ଏହି ଆର୍ଟିକଲ ପଢିବାକୁ ହବ ।

Image Courtesy: Google

ଉଲ୍ଲେଖଥାଉ କି, ଅଟଳ ପେନ୍ସନ୍ ଯୋଜନା (APY) ଅଧୀନରେ ଯେକୌଣସି ବ୍ୟକ୍ତି ମାସିକ ସର୍ବାଧିକ 5000 ଟଙ୍କା ଅର୍ଥାତ୍ ବାର୍ଷିକ 60 ହଜାର ଟଙ୍କା ପାଇପାରିବେ | ବର୍ତ୍ତମାନ ପ୍ରଶ୍ନ ଉଙ୍କି ମାରୁଛି ଯେ ଏହି ଯୋଜନା ଅଧୀନରେ କେତେ ପୁଞ୍ଜି ବିନିଯୋଗ କରିବାକୁ ପଡିବ ଏବଂ ଏହା ସହ ଜଡିତ ଅନ୍ୟାନ୍ୟ ନିୟମ କ’ଣ ।

ଅଟଲ ପେନସନ ଯୋଜନା ନିୟମ :

# ଏହି ଯୋଜନା ଅନୁଯାଇ ୧୮ – ୩୯ ବର୍ଷର କୌଣସି ବ୍ୟକ୍ତି କରି ପାରିବେ, ଯଦି ଆପଣଙ୍କ ବୟସ ଏହା ଅନୁଯାଇ ହୋଇଥାଏ ତେବେ ଆପଣଙ୍କୁ ଏହାର ଲାଭ ପ୍ରାପ୍ତ ହୋଇ ପାରିବ ।

Image Courtesy: Google

# ଏହାର ସବୁଠାରୁ ବଡ ଲାଭ ଏହା ହୋଇଥାଏ ଯେ ସ୍କିମ ହୋଲ୍ଡର ହଟାତ ମୃତ୍ୟୁ ହେଲା ପରେ ପରିବାର ଲୋକଙ୍କୁ ଲାଭ ହୋଇଥାଏ, ଏହି ବିଶେଷ ପେନସନ ଯୋଜନାରେ ୧୦୦୦ ଟଙ୍କା, ୨୦୦୦ ଟଙ୍କା, ୩୦୦୦ ଟଙ୍କା, ୪୦୦୦ ଟଙ୍କା ଏବଂ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଗ୍ୟାରେଣ୍ଟି ପ୍ରବଧାନ ଅଟେ ।

Image Courtesy: Google

# ହଜାର ଟଙ୍କା ଠାରୁ ୫୦୦୦ ପର୍ଯ୍ୟନ୍ତ ପ୍ରତି ମାସ ଦରାମା ପାଇଁ ସବ୍ସକ୍ରାଇବରକୁ ୪୨ଟଙ୍କା ଠାରୁ ୨୧୦ଟଙ୍କା ପ୍ରତିମାସ ଭୁଗତାନ କରିବାକୁ ହୋଇଥାଏ, କିନ୍ତୁ ଏହା ପାଇଁ ଆପଣଙ୍କ ବୟସ ୧୮ ବର୍ଷ ହାବା ଆବଶ୍ୟକ ଅଟେ, ବୟସ ବଢିବା ସହ ପ୍ରିମିୟମ ବଢିବାକୁ ଲାଗିଥାଏ ।

Image Courtesy: Google

# ଏହି ସ୍କିମ ଅନୁଯାଇ ଆପଣଙ୍କୁ ତିନି ମାସ, ଛ ମାସ ବା ବର୍ଷ ଅଂସନ୍ଦନ ଦେଇପାରନ୍ତି, ୫ ହଜାର ପେନ୍ସଅନ ପାଇଁ ମାସିକ ୩୭୬ ଟଙ୍କା ଦବାକୁ ଯଦି ଆପଙ୍କ ୨ ଲୋକ ଏହି ସ୍କିମ ଦ୍ଵାରା ତେବେ ଆପଙ୍କୁ ସବୁ ମାସ ୭୫୨ ଟଙ୍କା । ଏହି ଭଳି ଆପଣଙ୍କ ପୁରା ବର୍ଷରେ ୯୦୨୪ ଟଙ୍କା ନିବେଶ କରନ୍ତି, ଏହି ବଦଳରେ ଆପଣଙ୍କ ରିଟାୟମେଣ୍ଟ ଏଯରେ ୧୦ ହଜାର ମାସିକ ପେନସନ ମିଳିବ । ଆଗକୁ ଆମ ସହ ରହିବା ଏପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *