ଦୀର୍ଘ ୧୦୦ ବର୍ଷ ପରେ ମା ସନ୍ତୋଶୀଙ୍କ ଆଶୀର୍ବାଦରୁ ଏହି ୫ଟି ରାଶିର ବଦଳିବା ଭାଗ୍ୟ, ଜୀବନରେ ଭରିଯିବ ଖୁସି

ମଣିଷ ଜୀବନ ପରିସ୍ଥିତି ଓ ସମୟ ହିସାବରେ ସବୁବେଳେ ବଦଳୁଥାଏ । କେବେ ମଣିଷ ଜୀବନରେ ବହୁତ ଅଧିକ ଖୁସି ମିଳେ ତ କେବେ ହଠାତ ଦୁଃଖର ସାମ୍ନା କରିବାକୁପଡେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସବୁବେଳେ ଗ୍ରହ ସ୍ଥିତିରେ ପରିବର୍ତନ ହେବା କାରଣରୁ 12ଟି ରାଶି ଉପରେ ଭଲ ଓ ଖରାପ ପ୍ରଭାବ ପଡିଥାଏ । ଯଦି ଗ୍ରହର ସ୍ଥିତି କୌଣସି ରାଶି ଉପରେ ଭଲ ଅଛି ଏହି କାରଣରୁ ସେହି ରାଶି ବ୍ୟକ୍ତିର ଜୀବନରେ ଶୁଭ ପରିଣାମ ଦେଖିବାକୁ ମିଳେ । କିନ୍ତୁ ଏହାର ସ୍ଥିତି ଭଲ ନରହିଲେ ଜୀବନରେ ବହୁତ ଦୁଃଖର ସାମ୍ନା କରିବାକୁ ପଡେ । ପରିବର୍ତନ ପ୍ରକୃତିର ନିୟମ ଅଟେ ଓ ଏହା ସମୟ ସହିତ ନିରନ୍ତର ବଦଳିଥାଏ । ଯାହା ଫଳରେ ସବୁ ମନୁଷ୍ୟଙ୍କ ଜୀବନକୁ ପ୍ରଭାବିତ କରିଥାଏ ।

ଆସନ୍ତୁ ଜାଣିବା ମା ସନ୍ତୋଶୀ ଙ୍କ କୃପାରୁ କୋଉ ରାଶି ମାନଙ୍କୁ ମିଳିବ ଲାଭ :-

ଜ୍ୟୋତିଷଙ୍କ ଗଣନା ଅନୁସାରେ କିଛି ରାଶିଙ୍କ ଜୀବନରେ ଆଜିଠାରୁ ବହୁତସାରା ପରିବର୍ତନ ଆସିପାରେ । ମା ସନ୍ତୋଷୀଙ୍କ କୃପାରୁ ଏହି ରାଶିର ବ୍ୟକ୍ତିଙ୍କ କିଛି କ୍ଷେତ୍ରରେ ଲାଭପ୍ରାପ୍ତିର ଯୋଗ ରହିଛି । ଏମାନଙ୍କ କଷ୍ଟର ସମୟ ଦୂର ହେବ ।

ମେଷ ରାଶି

ଏହି ବ୍ୟକ୍ତିଙ୍କ ସମୟ ବହୁତ ଭଲ ଚାଲିବ ,ଏହି ରାଶିଲୋକଙ୍କ ଆୟ ଭଲ ବଢିବାର ସଂଭାବନା ରହିଛି,ଯାହା ଫଳରେ ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବା । କାମ କାର୍ଯ୍ୟରେ ସଫଳ ହେବେ । ଆପଣ ନିଜ ଯୋଜନାକୁ ନିଜ ମେହନତରେ ପୁରା କରି ପାରିବେ । ସାମାଜିକ କ୍ଷେତ୍ରରେ ଆପଣଙ୍କ ସ୍ତର ମଜଭୁତ ରହିବା । ସମଯରେ ମାନ ସନମାନ ପ୍ରାପ୍ତ କରିବେ ।

ସିଂହ ରାଶିର

ଏହି ଲୋକମାନେ ଙ୍କ ଉପରେ ମା ସନ୍ତୋଷୀଙ୍କ କୃପା ସବୁବେଳେ ରହିବା । ଯେଉଁ ଲୋକ ବେପରରେ ଯୋଡି ଅଛନ୍ତି ସେମାନଙ୍କୁ ଭଲ ଲାଭ ମିଳିବ । ବେପାର ବାଣିଜ୍ୟରେ ଆପଣଙ୍କୁ ପ୍ରଗତିର ମାର୍ଗ  ଦେଖାଯିବା ,ସମ୍ପତି କ୍ରୟ କରିବାର ଯୋଗ ହୋଇପାରେ । ଜୀବନ ସାଥିର ପୁରା ସହାୟତା ପ୍ରାପ୍ତ ହେବ,ଘରର ବାତାବରଣ ଭଲ ରହିବା ।

ତୁଳା ରାଶି

ଏହି ଲୋକଙ୍କ ସମୟ ବହୁତ ଭଲ ରହିବା । ମା ସନ୍ତୋଷୀଙ୍କ କୃପାରୁ ବିଦ୍ୟାର୍ଥୀଙ୍କୁ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ ,ଆପଣଙ୍କ ମନ ପଦ୍ଧରେ ଲାଗିବା ,ଆପଣ ନୂଆ ନୂଆ କଥା ଶିଖିବାରେ ରୁଚି ରଖିବେ । ବିବାହିତା ଜୀବନରେ ଖୁସି ମିଳିବ, ଆପଣଙ୍କ ଭଲ ସ୍ଵଭାବ ଦ୍ଵାରା ଲୋକଙ୍କ ହୃଦୟ ଜିତିବେ, ପରିବାରରେ ପୁରା ସହାୟତା ମିଳିବ । ଆପଣଙ୍କ ଶରୀର ଠିକ ରହିବା ,ଖାଇବା ପିଈବା ରେ  ଅଧିକ ରୁଚି ବଢିବ ।

ମକର ରାଶି

ଏମାନଙ୍କ ଉପରେ ମା ସନ୍ତୋଷୀଙ୍କ ବିଶେଷ କୃପା ଦ୍ରୁଷ୍ଟି ରହିବା । ଧାନ ପ୍ରାପ୍ତି ର ଯୋଜନାକୁ ସଫଳ କରି ପାରିବେ,ଆପଣଙ୍କ ଜୀବନ ପ୍ରେମରେ ଭରି ଉଠିବ,ଏହି ରାଶିର ଲୋକଙ୍କ ସମ୍ପର୍କରେ ସୁଖ ଭରପୁର ରହିବା, ଜୀବନସଠି ସହିତ ରହିଥିବା ମତଭେଦ ଦୂର ହେବ । କମ କାର୍ଯ୍ୟରେ ଆସୁଥିବା ଅସୁବିଧା ଦୂର ହେବ,ପ୍ରଭାବ ଶାଳି ଲୋକଙ୍କ ମାର୍ଗଦର୍ଶନ ପ୍ରାପ୍ତି ହୋଇପାରେ । ଆପଣଙ୍କ ଭବିଷ୍ୟତ କୁ ଆଗକୁ ବଢେଇବା ପାଇଁ ବହୁତ ଭଲ ରାସ୍ତା ମିଳିବ ।

କୁମ୍ଭ ରାଶିର

ଏହି ଲୋକ ମାନଙ୍କ ଜୀବନରେ ପରିସ୍ଥିତି ରେ ସୁଧାର ଆସିବାର ସମ୍ଭାବନା ରହିଛି । ମା ସନ୍ତୋଷୀଙ୍କ କୃପାରୁ ଆପଣ ଆତ୍ମବିଶ୍ଵାସରେ ଭରପୁର ରହିବେ । ଅବିବାହିତଙ୍କ ବିବାହ ପ୍ରସ୍ତାବ ଆସିପାରେ,ଆପଣଙ୍କୁ ଆପଣଙ୍କର ଭାଗ୍ୟ ସାଥ ଦେବା । ସାମାଜିକ କ୍ଷେତ୍ରରେ ଲୋକପ୍ରିୟତ ମିଳିପାରେ । ଆପଣ ସବୁ କାର୍ଯ୍ୟ ସୂଚରୁ ରୂପେ ସାମପରନା କରି ପାରିବେ ।

ଆସନ୍ତୁ ଜାଣିବା ବାକି ରାଶିମାନେ କେମିତି ରହିବା :-

ବୃଷ ରାଶି

ଏହି ଲୋକମାନଙ୍କ ସମୟ ମିଳିମିଶି ରହିପାରେ ,ଆପଣ ମହତ କାର୍ଯ୍ୟରେ ବ୍ୟସ୍ତ ରହିବେ,ଯାହା ଫଳରେ ଘରେ ସମୟ ଦେବା ଟିକେ କଠିନ ହେବ,କମ ସହିତ ଶରୀର ପ୍ରତି ଦ୍ରୁଷ୍ଟି ଦେବା ଜରୁରୀ ହବ ,ଯେଉଁ ଲୋକ ବାଣିଜ୍ୟ ସହିତ ଜଡିତ ଅଛନ୍ତି ସେ ଲାଭ ପ୍ରାପ୍ତି କରିବେ । ଆପଣଙ୍କୁ କାର୍ଯ୍ୟ କ୍ଷେତରେ ନୂଆ ଦଇତ୍ଵ ମିଳିପାରେ,ଉଚ ସ୍ତରର ଲୋକ ଆପଣଙ୍କୁ ପୁରା ସପୋଟ କରିବେ । ନିଜ ଜୀବନରେ ଖୁସି ଅନୁଭବ କରିବେ,ଓ ଆପଣଙ୍କ ଭାବନକୁ କାବୁରେ ରଖିବାର ଆବଶ୍ୟକତା ରହିଛି ।

କର୍କଟ ରାଶି

ଏହି ଲୋକମାନଙ୍କ ସମୟ ମିଳାମିଶା ରହିବା,ଏହି ରାଶିର ଲୋକମାନଙ୍କୁ ବେକାର ଚିନ୍ତା ରୁ ବଞ୍ଚିକି ରହିବାକୁ ପଡିବ, ଘରଲୋକଙ୍କ ପାଇଁ ଆବଶ୍ୟକ ପଡିଲେ ଅଧିକ ଟଙ୍କାଖରଚ ହେବାର ସମ୍ଭାବନା ରହିବା । କମ କାର୍ଯ୍ୟରେ ସମୟ ଟିକେ ଭଲ ରହିବା ନହିଁ,ଏହିରାଶିର ଲୋକମାନଙ୍କ ପ୍ରେମ ଜୀବନରେ ଭଲ ମିଳିପାରେ ,ଆପଣ ଆପଣଙ୍କ ପ୍ରିୟବ୍ୟକ୍ତିଙ୍କ ସହିତ ଫୋନ ରେ କଥା ହେଇପାରନ୍ତି ।

କନ୍ୟା ରାଶି

ଏହି ଲୋକଙ୍କୁ ଟିକେ ସମ୍ଭାଳିକି ରହିବାର ଆବଶ୍ୟକ ରହିଛି,ଏହି ରାଶିର ଲୋକଙ୍କୁ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଯିବାକୁ ପଡିପାରେ ,ମାନସିକ ଆସନ୍ତି ଲାଗି କାମରେ ମନ ଲାଗିବା ନହିଁ,ଘର ଖରଚ ଅଧିକ ବଢିପାରେ, ଆପଣଙ୍କ ଆମଦାନୀ ଭଲ ରହିବା,ଆପଣ କାର୍ଯ୍ୟ କ୍ଷେତ୍ରରେ କିଛି ଯୋଜନା ବନେଇ ପାରିବେ,ପ୍ରେମ ଜୀବନରେ ଆପଣଙ୍କୁ ମିଳାମିଶା ଭଲ ଆସିପାରେ ।

ଧନୁ ରାଶି

ଏହି ଲୋକଙ୍କ ର ସମୟ ସାମାନ୍ୟା ବ୍ୟସ୍ତ ରହିବା ,ଆପଣ ଆପଣଙ୍କ ଜରୁରୀ କାମ କରିବାକୁ ଚେଷ୍ଟା କରିବେ । କାର୍ଯଖେତ୍ରରେ କାମ  କରୁଥିବା ସହଯୋଗୀ ମାନେ ସହାୟତା କରିବେ,ଆପଣ କିଛି ବିଶେଷ କାମରେ ରଚନାତ୍ମକ ଗତିବିଧି ଲଗାଇ ପାରିବେ । ଏହି ରାଶିର ଲୋକମାନେ ନିଜ ବିରୋଧୀ ମାନଙ୍କଠାରୁ ସମ୍ଭାଳିକି ରୁହନ୍ତି । ଏମାନେ ଆପଣଙ୍କର ଖରାପ କରିବାକୁ ଚେଷ୍ଟା କରିବେ ।

ମିନ ରାଶି

ଏହି ଲୋକଙ୍କ ସମୟ ମାଧ୍ୟମ ଧରଣର ରହିବା ,ଆବଶ୍ୟକରୁ ଅଧିକ ଖରଚ ହେବାରୁ ଚିନ୍ତା ଜଣକ ପରିସ୍ଥିତି ଉପୁଜିପାରେ,ମାନସିକ ଦୁଶ୍ଚିନ୍ତା ରେ ରହିବେ ,କାର୍ଯ୍ୟ ସ୍ତଳରେ ବଡ ଅଧିକାରୀଙ୍କ ସହିତ ଖୁସିରେ ରହିବେ,ଘର ସମସ୍ୟା ସାମାନ୍ୟ ରୂପରେ ବ୍ୟସ୍ତ ରହିବା ,କିଛି ନୂଆ ଲୋକଙ୍କ ସହିତ ବନ୍ଧୁତା ବଢିପାରେ ,ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଠିକ ଠାକ ରହିବା,ଆପଣଙ୍କୁ ପ୍ରତିଯୋଗୀ ପରୀକ୍ଷା ପାଇଁ କଠିନ ପରିଶ୍ରମ କରିବାକୁ ପଡିପାରେ ।

Leave a Reply

Your email address will not be published. Required fields are marked *