ପ୍ରତି ଦିନ ସକାଳେ କେଉଁ 3ଟି ପତ୍ର ଖାଇଲେ ସୁଗାର ଓ ବ୍ଲଡ଼ ପ୍ରେସର କଣ୍ଟ୍ରୋଲ ରେ ରହିବ ? 15+GK With Answers

ବନ୍ଧୁଗଣ ଆଜି କାଲିର ବ୍ୟକ୍ତିଙ୍କର ଜୀବନ ବହୁତ ବ୍ୟସ୍ତ ବହୁଳ ହୋଇ ପଡିଲାଣି । ହେଲେ ସେହି ମଧ୍ୟରେ ବି ବ୍ୟକ୍ତି ନିଜ ମନକୁ ଖୁସି କରି ନିଜ ଜୀବନର ଚଲା ପଥରେ ଆଗେଇ ଚାଲିଛି । ତେବେ ଆଜି ଆମେ ଆପଣଙ୍କୁ କିଛି ନୂଆ ନୂଆ ତଥା ମଜାଳିଆ ଜ୍ଞାନ ବିଷୟରେ କହିବା ପାଇଁ ଯାଉଛୁ । ଯାହାକୁ ପଢିଲା ମାତ୍ରେ ହିଁ ଆପଣଙ୍କ ମୁହଁରେ ଏକ ସୁନ୍ଦର ହସ ଚାଲି ଆସିବ ।

ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ସାଧାରଣ ଜ୍ଞାନ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କର ଦୈନନ୍ଦିନ ଜୀବନରେ ନିହାତି କାମରେ ଆସିବ । ଏହାକୁ ନିଜର ଦୈନିକ ଜୀବନରେ କାମରେ ଲଗାଇଲେ ଆପଣ ବେଶ ଉପକୃତ ହେବେ । ଓ କିଛି ନୂଆ ଶିକ୍ଷଣୀୟ ଜିନିଷ ମଧ୍ୟ ଶିଖିବାକୁ ପାଇବେ । ତେବେ ଆଉ ସମୟକୁ ବିଳମ୍ବ ନ କରି ଚାଲନ୍ତୁ ସେହି ମଜାଳିଆ କଥା ଆଲୋଚନା କରି ନେବା ।

1- କେଉଁ ଜୀବ 100 ଟି ଶବ୍ଦ କରିପାରେ ?

ଉତ୍ତର- ବିଲେଇ ।

2- ଗୋଲାପ ଫୁଲ ର ଦେଶ କାହାକୁ କୁହା ଯାଇଥାଏ ?

ଉତ୍ତର- ବୁଲଗେରିଆ ।

3- ମଣିଷର ଆଖି କେତେ ଦୂରତା ପର୍ଯ୍ୟନ୍ତ ଦେଖି ପାରିଥାଏ ?

ଉତ୍ତର- 20 କିମି ।

4- କେଉଁ ଦେଶ ସର୍ବାଧିକ କଫି ଉତ୍ପାଦନ କରିଥାଏ ?

ଉତ୍ତର- ବ୍ରାଜିଲ ।

5- ପ୍ରତିଦିନ ତରଭୁଜ ଖାଇବା ଦ୍ଵାରା କେଉଁ ମାରାତ୍ମକ ରୋଗ ଠିକ ହୋଇଥାଏ ?

ଉତ୍ତର- ହାଇ ବ୍ଲଡ଼ ପ୍ରେସର ।

6- କେଉଁ ଜୀବ ଠିଆ ହୋଇ ସୋଇ ପଡେ ?

ଉତ୍ତର- ଘୋଡା ।

7- ବିଶ୍ଵ ରେ କେଉଁ ଦେଶରେ ବିଧବା ସ୍ତ୍ରୀ ଲୋକଙ୍କୁ ବିବାହ କରିଲେ ସରକାରୀ ଚାକିରି ମିଳେ ?

ଉତ୍ତର- ଆଇସଲ୍ୟାଣ୍ଡ ।

8- କେଉଁ ଗ୍ଯାସ କାରଣରୁ ରୁଟି ଫୁଲିଥାଏ ?

ଉତ୍ତର- କାର୍ବନ ଡାଇଅକ୍ସାଇଡ ।

9- କେଉଁ ନଦୀ ଭାରତ, ଚୀନ ଓ ପାକିସ୍ତାନ ମଧ୍ୟ ପ୍ରବାହିତ ହେଉଛି ?

ଉତ୍ତର- ସିନ୍ଧୁ ।

10- ଏମିତି କେଉଁ ପକ୍ଷୀ ଅଛି ଯିଏ ନିଜର ରଙ୍ଗ ବଦଳାଇଥାଏ ?

ଉତ୍ତର- କୋମଲିଆ ।

11- ବିଶ୍ଵ ର କେଉଁ ଦେଶରେ ସର୍ବ ପ୍ରଥମେ ପରୀକ୍ଷାର ଆରମ୍ଭ ହୋଇଥିଲା ?

ଉତ୍ତର- ଚୀନ ।

12- କେଉଁ ଗଛ ଛୋଟ ଛୋଟ ପୋକ କୁ ଖାଇ ଦିଏ ?

ଉତ୍ତର- ପିଚର ପ୍ଳାଣ୍ଟ ।

13- ବିଟ ଖାଇଲେ ଶରୀରରେ କଣ ଜଲ୍ଦି ବଢେ ?

ଉତ୍ତର- ରକ୍ତ ।

14- କେଉଁ ଜୀବ ନିଜର ଜିଭରେ ନିଜ କାନ ସଫା କରିଥାଏ ?

ଉତ୍ତର- ଜିରା ।

15- ପ୍ରତି ଦିନ ସକାଳେ କେଉଁ 3ଟି ପତ୍ର ଖାଇଲେ କଣ୍ଟ୍ରୋଲ ରେ ରହିବ ସୁଗାର ଓ ବ୍ଲଡ଼ ପ୍ରେସର ?

ଉତ୍ତର- ତୁଳସୀ ପତ୍ର, ତରକାରୀ ପତ୍ର ଓ ନିମ୍ବ ପତ୍ର ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *