ପ୍ରେମ କରିଛି ରାତି କାଟିଛି, କିନ୍ତୁ Dipika ମୁଁ ତୁମକୁ ବାହା ହୋଇପାଵିନି ନାହିଁ, ଯେତେ ଦିନ ମୋ ଘର ଆଗରେ ବସିଲେ ବି…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ମୋତେ ଭଲ ଲାଗୁଥିଲା ତା ଆଖି, କଥା, ହାବଭାବ । ତା ନାକ ଆଗରେ ରାଗ ଆସିଲେ ମୁଁ ତାକୁ ସାଙ୍ଗେ ସାଙ୍ଗେ ବୁଝାଇଦିଏ ଆଉ ସେ ଯିବାକୁ କହିଲେ ମୁଁ ତା ହାତ ଟାଣି ପାଖକୁ ନେଇ ଆସେ । ଏମିତିକି ପ୍ରେମ ଏତେ ଗଭୀର ହୋଇଗଲା କି ଶାରୀରିକ ସମ୍ପର୍କ ରଖିଲା । ଆଉ ଛୁଆ ଜନ୍ମ ପରେ ସେ ମୋତେ ଘୃଣା କରି ବସିବ ମୋତେ ପରିଚୟ ମାଗିବ ଆଉ ଜିଦ କରିବ ମୁଁ କେବେ ଭାବି ନ ଥିଲି ଏଭଳି ଏବେ ଅନୁତାପ କରୁଛନ୍ତି ବ୍ରହ୍ମପୁର ସହରର ଦୀପିକା । ହଁ ମୁଁ ସମ୍ପର୍କ ରଖିଥିଲି କିନ୍ତୁ ବାହା ହୋଇପାରିବି ନାହି ଏଭଳି ବୋଧ ହୁଏ ଚିନ୍ତାଧାରା ରହିଛି ଦୀପିକାଙ୍କ ସ୍ଵାମୀ ଦିନେଶଙ୍କର ।

ଦୀପିକା ଅଭିଯୋଗ କରିଛନ୍ତି ଦିନେଶଙ୍କ ପରିବାର ହାଇ ଷ୍ଟାଟସ ଓ ବହୁତ ବଡ ଘରର ଲୋକ ଏଥିପାଇଁ ସେ ତାଙ୍କୁ ଗ୍ରହଣ କରିବାକୁ ସଫା ସଫା ମନା କରିଦେଇଛି । ଆଉ ପ୍ରେମ ଏମିତି କରୁଥିଲେ ଯେ ପ୍ରେମ କରୁଥିବା ସମୟରେ ଦୀପିକା ଟିକେ ବି ସନ୍ଦେହ କରିପାରିଲେ ନାହି କି ଏ ସମ୍ପର୍କରୁ ଗୋଟେ ଛୁଆ ଜନ୍ମ ନେବ ଆଉ ଦିନସେହ ଛୁଆକୁ ଗ୍ରହଣ କରିବା ନାହି କି ମଥାରେ ସିନ୍ଦୁର ଦେବ ନାହି ଦିନେଶ । ଏଭଳି କିଛି ଭାବି ନ ଥିଲେ ଦୀପିକା ଯାହା ଆଜି ତାଙ୍କ ସହ ଘଟୁଛି ।

ଦୀପିକା କହୁଥିଲେ ଦିନେଶ ମୋର, ସେ ମୋ ଜୀବନ, ତାଙ୍କ ସହ ମୁଁ ସାରା ଜୀବନ ବିତାଇ ଦେବି ତାଙ୍କ ହାତରେ ଧରି ସାରା ଜୀବନ ଚାଲିବି । କିନ୍ତୁ କଣ ଭାବିଥିଲେ ଆଉ କଣ ହୋଇଗଲା ଏବେ ଯାହା ଦୀପିକା ଅନୁଭବ କରୁଛନ୍ତି । ଦିନେଶ ଆଗକୁ ଆଜି ଏମିତି ବଦଳି ଯିବେ ଯାହା ଆଜି ସତ ହୋଇଛି ଯାହା ଦୀପିକା କେବେ ଅନୁମାନ ବି କରି ନ ଥିଲେ । ଆଜି ଦୀପିକା ଦିନେଶଙ୍କ ଘର ଆଗରେ ଧାରଣା ଦେଇ ବସିଛି ଆଉ ଦାବି କରୁଛନ୍ତି ଦିନେଶ ମୋତେ ଓ ଛୁଆକୁ ଗ୍ରହଣ କରନ୍ତୁ ।

ଏମିତିକି ଦୀପିକା ଶେଷରେ ଡ଼ିଏନଏ ଟେଷ୍ଟ ମଧ୍ୟ କରିଲେ ଯାହା ପାଇଁ ହୁଏ ତ ଦିନେଶ ତାଙ୍କୁ ବିଶ୍ଵାସ କରିବ ଆଉ ଗ୍ରହଣ କରିବ । ଦିନେଶ ବିନା ଯେମିତି ଦୀପିକା ଅଧୁରା ଅଛନ୍ତି କହିଲେ କିଛି ଭୁଲ ହେବ ନାହି । ତେବେ ଦୀପିକାଙ୍କ ଦୁଖ ଦେଖି ପ୍ରମିଳା ମାଉସୀ ତାଙ୍କୁ ସାହାଜ୍ଯ କରିବା ଲାଗି ତାଙ୍କ ପାଖରେ ପହଞ୍ଚିଛନ୍ତି ଆଉ କହିଛନ୍ତି ଝିଅ ତୁ ଆଗକୁ ଏମିତି ସଂଘର୍ଷ ଜାରି ରଖ ନିଶ୍ଚୟ ତୋ ସ୍ଵାମୀ ତୋତେ ଗ୍ରହଣ କରିବ । ଦୀପିକା ଏହି ଆଶା ନେଇ ବସିଛନ୍ତି କି ଦିନେଶ ଆସିବେ ଆଉ ତାଙ୍କୁ ଗ୍ରହଣ କରିବେ ।

କିନ୍ତୁ ସମୟ ଗଡି ଗଡି ଯାଉଛି ହେବେ ଦିନେଶଙ୍କର ଦେଖା ନାହି କି ତାଙ୍କ ଘର ଲୋକଙ୍କର ଦେଖା ଦର୍ଶନ ନାହି । କଣ ସତରେ ଦିନେଶ ସମ୍ପର୍କ ରଖି ସବୁ କିଛି ଭୁଲି ଯାଇଛନ୍ତି ନା ଆଗକୁ ଦିନେଶ ଦୀପିକାଙ୍କୁ ଗ୍ରହଣ କରିବେ ତାହା ଦେଖିବା ବାକି ରହିଲା । ବନ୍ଧୁଗଣ ଆପଣଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *