ଅଭିନେତ୍ରୀ ମା ହେବାକୁ ଯାଉଛନ୍ତି । ଜାଣିଛନ୍ତି କେଉଁ ହିରୋ ହେଉଛନ୍ତି ତାଙ୍କ ସ୍ୱାମୀ ??

ଅଭିନେତ୍ରୀ ମା ହେବାକୁ ଯାଉଛନ୍ତି

ଓଡ଼ିଶାର ଦର୍ଶକଙ୍କ ମଧ୍ୟରେ କିଏ ତାଙ୍କୁ ନଜାଣେ ଏ ଆଉ କେହି ନୁହଁନ୍ତୁ ସେ ହେଉଛନ୍ତି ପ୍ରିୟା । ତାଙ୍କର ପୁରା ନାମ ପ୍ରିୟା ଚୌଧୁରୀ । ସେ ଭୁବନେଶ୍ୱରର ଜନ୍ମ ଗ୍ରହଣ କରି ଥିଲେ  ତାଙ୍କର ପାଠ ପଢା ଉତ୍କଳ ବିଶ୍ଵ ବିଦ୍ୟାଳୟରେ ହୋଇ ଥିଲା । ସେ ଓଲିଉଡ ଜଗତରେ ଡ୍ରମ girl ରୂପରେ ବେସ ପରିଚିତ । ତାଙ୍କର ପ୍ରଥମ ଫିଲ୍ମ ଥିଲା dream girl ଯାହାକି   ବେଶ ସଫଳତା ଲାଭ କରି ଥିଲା ।  ସେ  ହାଇଦ୍ରାବାଦ ସ୍ଥିତ ଏକ  ସଫ୍ଟଓୟାର ଇଂଜିନିୟ କୁ ଗତ କିଛି ବର୍ଷ ତଳେ ବିଭାହ କରିଥିଲେ ।

ଏବେ ଖବର ଆସୁଛି ଅଭିନେତ୍ରୀ ପ୍ରିୟା ମା ହେବାକୁ ଯାଉଛନ୍ତି  । ଏ ନେଇ ସେ ତାଙ୍କ Instagram ପୃଷ୍ଠାରେ ଏକ ଫୋଟୋ ଦେଇଛନ୍ତି ଯେଉଁଥିରେ ସେ ମା ହେବାକୁ ଯାଉଛନ୍ତି ବୋଲି ଉଲେଖ କରିଛନ୍ତି ।

ବହୁ ଓଡ଼ିଆ ଫିଲ୍ମରେ ଅଭିନୟ କରି ସେ ଦର୍ଶକଙ୍କ ମନ କିଣି ନେଇ ପାରିଇଛନ୍ତି । ଏବେ କିଛି ଦିନ ହେବ ସେ କୌଣସି ଫିଲ୍ମ କରୁ ନାହାନ୍ତି ଓ ନିଜ ଯିବାବର ବହୁତ ବ୍ୟସ୍ତ ରହୁ ଛନ୍ତି।  ପ୍ରିୟଙ୍କର ପ୍ରକୃତ ନାମ ହେଉଛି ପ୍ରିୟଦର୍ଶିନୀ ଚୌଧୁରୀ  ତାଙ୍କର ଜନ୍ମ 25 ଜୁଲାଇ ୧୯୮୯ ରେ ଭୁବନେଶ୍ବରରେ ହୋଇଥିଲା ।

ଓଲିଉଡ ଜଗତର ଏହି ବାପା ମାନଙ୍କର ଝିଅ କେଉଁଥିରେ କମ ନୁହନ୍ତି ।

ବହୁତ ଓଡ଼ିଆ ଫିଲ୍ମ ରେ ଅଭିନୟ କରିଥିଲେ ସେଠି ମଧ୍ୟରୁ କିଛି ହିଟ ସିନେମା ଗୁଡିକ ହେଉଛି ମିତ ବସିଛି ମୁ ଭୂତ ସାଥିରେ , ରୁମକୁ ଝୁମାନ , ପାରିବେନି କେହି ଅଲଗା କରି, ଗୁଡ଼ boy , ଦୋସ୍ତି , ଅଭିମନ୍ୟୁ , ଡ୍ରିମ girl । ସେ ବର୍ତ୍ତମାନ ତାଙ୍କ ସ୍ୱାମୀ ସ୍ୱାଧୀନର ସହ Hyderabad ରେ ରହୁଛନ୍ତି । ଆମ ଓଡ଼ିଶା ବାସୀଙ୍କ ତରଫରୁ ପ୍ରିୟଙ୍କୁ ହାର୍ଦ୍ଧିକ ଶୁଭ କାମନା ।

Leave a Reply

Your email address will not be published. Required fields are marked *