ପୁଅ ଝିଅ ବେଶ ଧରି ଲୁଚି ରହିଥିଲା ଝିଅଙ୍କ ମଧ୍ୟରେ, ଆଉ ତା ପରେ ଯାହା ହେଲା… ଦେଖନ୍ତୁ ଭାଇରାଲ Video

ବର୍ତମାନ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଯେଉଁଥିରେ ଗୋଟିଏ ପୁଅ ଝିଅଙ୍କ ଗହଣରେ ଝିଅ ବେଶ ହୋଇ ଘାଗରା ଚୋଲି ପିନ୍ଧି ରହିଥିଲା । ଏହାପରେ ଲୋକମାନେ ସେହି ପୁଅକୁ ଚିହ୍ନି ନେଲେ ତାପରେ ଯାହା ହେଲା କୈାଣସି ଫିଲ୍ମ କାହାଣୀଠୁ କମ୍ ନୁହେଁ । ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ବିଷୟ କଣ ଥିଲା ଏହି ଭିଡ଼ିଓରେ ।

ସେହି ଭିଡିଓ ବିଷୟରେ ଆମେ କିଛି କହିବା ପୂର୍ବରୁ ସେହି ଭିଡିଓ ଉପରେ ଟିକିଏ ନଜର ପକାନ୍ତୁ । ଆପଣ ମାନେ ସେହି ଭିଡିଓରୁ ସ୍ପଷ୍ଟ ଭାବରେ ଜାଣି ପାରୁଥିବେ ସେହି ପୁଅଟି ଝିଅ ବେଶ ହୋଇ କିପରି ଭାବେ ଝିଅଙ୍କ ଗହଣରେ ଥିଲା । ଲୋକ ମାନେ ତାକୁ ଚିହ୍ନିଲା ପରେ କିଭଳି ଭାବେ ତାକୁ ପଚରା ଉଚରା କରୁଛନ୍ତି ।

ଏବଂ ଶେଷରେ ସେ କିପରି ଭାବେ ଫିଲ୍ମ କାହାଣୀ ପରି ବାଇକ୍ ରେ ବସି ଫେରାର ହୋଇଗଲା । ତେବେ ଏହି ଘଟଣାକୁ ନେଇ ସମ୍ପୂର୍ଣ୍ଣ ତଥ୍ୟ ପରବର୍ତ୍ତୀ ମୁହୁର୍ତ୍ତରେ ଜଣା ପଡିଥିଲା ଯେ ସେହି ପୁଅ ଜଣକ ନିଜ ଲଭର ସହ ମିଶିବାକୁ ଆସିଥିଲା । ସେ ପୁଅର ଲଭରର ବିବାହ ହେଉଥିଲା ସେହି ଘରେ ଯେଉଁଥିପାଇଁ ସେ ଏଭଳି ଝିଅଙ୍କ ବେଶ ହୋଇ ଝିଅଙ୍କ ଗହଣରେ ଲୁଚି ହୋଇ ରହିଥିଲା ।

ଯେତେବେଳେ ସେ ଧରାପଡିଗଲା ସେତେବେଳେ ସେ ସାଙ୍ଗେସାଙ୍ଗେ ନିଜର ସାଙ୍ଗକୁ ଫୋନ୍ କରି ସବୁକଥା କହିଲା ଏବଂ କିଛି ସମୟ ପରେ ତାର ସାଙ୍ଗ ଏକ ବାଇକ୍ ନେଇ ଆସିଲା ଯେଉଁଥିରେ ଦୁହେଁ ବଶି ଫେରାର ହୋଇଗଲେ । ତେବେ ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ।

ସେହିପରି ଆଉ ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଠି ପୁଅ ଏବଂ ତା’ର ସାଙ୍ଗ ମାନଙ୍କୁ ନେଇ ଝିଅ ବେସରେ ପୁଅର ପ୍ରେମିକା ବିବାହରେ ପହଞ୍ଚି ଥିଲେ । ଝିଅ ଘରର ଭୋଜିଭାତ ଚାଲିଥିବା ସେମାନେ ମଧ୍ୟ ଭୋଜିଭାତରେ ସାମିଲ୍ ହୋଇ ଖାଉଥିଲେ । ସେମାନଙ୍କ ପ୍ଲାନ୍ ଥିଲା ଭୋଜି ପରେ ଫାଙ୍କା ସମୟରେ ପ୍ରେମିକାକୁ ପୁଅ ଏବଂ ତା’ର ସାଙ୍ଗମାନେ ମିଶି ଉଠାଇ ନେବେ‌, ହେଲେ କୈାଣସି ସତ୍ୱେ ଲୋକମାନେ ଏହା ଜାଣି ପାରିଲେ ।

ଏହାପରେ ତାର ପୁଅ ଏବଂ ତାର ସାଙ୍ଗମାନଙ୍କୁ ଖୁବ୍ ମାଡ଼ ଖାଇଥିଲେ । ଯେତେବେଳେ ପୁଅକୁ ପଚରାଗଲା ଏହି ବିଷୟରେ ଏମିତି କରିବାର କାରଣ ସେତେବେଳେ ପୁଅଟି ଉତ୍ତରରେ କହିଲା, ଆଜି ମୁଁ ମୋ ପ୍ରେମିକାକୁ ନେବା ପାଇଁ ଆସିଛି ଆଉ ତାକୁ ସାଙ୍ଗରେ ଯେମିତି ହେଲେବି ନେଇକି ଯିବି ।

ଏତିକିରେ କଥା ଥମି ନଥିଲା, ଝିଅ ଘରର ପରିବାର ଲୋକେ ଏବଂ ଲୋକମାନେ ଝିଅ ବେଶରେ ଆସିଥିବା ପୁଅକୁ ଏବଂ ତା’ର ସାଙ୍ଗମାନଙ୍କୁ ବହୁତ ମାଡ ମାରିଥିଲେ ଯାହାଫଳରେ ସ୍ଥାନୀୟ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ ।

Leave a Reply

Your email address will not be published. Required fields are marked *