ପୂଜା ଘରୁ ଆସି ଆମ୍ବଗଛରେ ବସି ଆମ୍ବ ଖାଉଛନ୍ତି ଭଗବାନ ଶ୍ରୀକୃଷ୍ଣ, ଦେଖିବାକୁ ଲାଗିଲା ଲୋକଙ୍କ ଭିଡ଼…. ଆପଣ ବି ଦେଖନ୍ତୁ ଏହି Video

ପୁଅ ନାହି ବୋଲି ଭଗବାନ କୃଷ୍ଣଙ୍କ ମୃତ୍ତିକୁ ଘରେ ରଖି ପୂଜା କରୁଥିଲେ । କିନ୍ତୁ ଦେଖିବାକୁ ପାଇଲେ ଭଗବାନ କୃଷ୍ଣ ଘରେ ନାହାନ୍ତି କୁଆଡେ ଗଲେ ବହୁତ ଖୋଜିଲେ । ଶେଷରେ ବାରି ପଛ ପଟେ ଦେଖିବାକୁ ପାଇଲେ ଆମ୍ବ ଗଛରେ ବାଡି ଆମ୍ବ ଖାଉଛନ୍ତି କୃଷ୍ଣ । ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଆଉ ଭିଡ ମଧ୍ୟ ଜମିଗଲା ଏହା କେମିତି ସମ୍ଭବ ହେଲା । ଆପଣ ମାନେ ମଧ୍ୟ ଏହି ଭିଡିଓରେ ଦେଖିପାରିବେ କିପରି କୃଷ୍ଣ ଗଛରେ ବସି ଆମ୍ବ ଖାଉଛନ୍ତି । ଏହି ଦୃଶ୍ୟ ହେଉଛି ବୌଦ ଜିଲ୍ଲା ବାଉଁଶୁଣି ପଞ୍ଚାୟତ ଅନ୍ତର୍ଗତ ବାଉଁଶୁଣି ବସ ଷ୍ଟାଣ୍ଡ ପାଖରେ ଥିବା ଲଲିତ ଅଗ୍ରୱାଲଙ୍କ ଘରେ ।

ଘଟଣା କିଛି ଏମିତି କି ଲଲିତ ନିଜର ନିତ୍ୟକର୍ମ ସାରି ନିଜର ବ୍ୟବସାୟକୁ ଯାଉଥିଲେ ଆଉ ତାଙ୍କ ସ୍ତ୍ରୀ ମଧ୍ୟ କୋଚିଙ୍ଗ ସାରିଥିଲେ । ସେ ଯେତେବେଳେ ଠାକୁର ଘରକୁ ଗଲେ ଦେଖିଲେ ଭଗବାନ ନାହାନ୍ତି ଆଉ ଖୋଜିବାକୁ ଲାଗିଲେ । କୁଆଡେ ଗଲେ ଶ୍ରୀକୃଷ୍ଣ ଭଗବାନ । ଲଲିତ ଦେଖିଲେ ଘର ମାନଙ୍କରେ ତୁଳସୀ ପତ୍ର ପଡିଛି । କିନ୍ତୁ ଅଚାନକ ଲଳିତାଙ୍କ ଝିଅଙ୍କ ନଜର ବାରି ପଛ ପଟେ ଥିବା ଆମ୍ବ ଗଛରେ ପଡିଲା ।

ଆଉ ଦେଖିଲା ବେଳକୁ ଗଛ ଉପରେ ବସିଛନ୍ତି ଶ୍ରୀ କୃଷ୍ଣ ଆଉ ହାତରେ ଅଛି ଆମ୍ବ । ତେବେ ଘଟଣା ଟି ପ୍ରଘଟିତ ହେବା ପରେ ଭଗବାନ କୃଷ୍ଣଙ୍କୁ ଦେଖିବା ପାଇଁ ଲାଗିଥିଲା ଅନେକ ଲୋକଙ୍କ ଭିଡ । ବର୍ତ୍ତମାନ ଆଧୁନିକ ଯୁଗରେ ହୁଏ ତ କେହି ବିଶ୍ଵାସ କରନ୍ତୁ ବା ନ କରନ୍ତୁ ଇନ୍ତୁ ପରିବାର ଲୋକଙ୍କ କହିବା ଅନୁଯାୟୀ ଲଳିତଙ୍କ ଦୁଇଟି ଝିଅ ଅଛନ୍ତି ।

ତାଙ୍କର ପୁଅ ନ ଥିବାରୁ ଠାକୁର ଘରେ ଭଗବାନ ଶ୍ରୀ କୃଷ୍ଣଙ୍କୁ ନିଜ ପୁଅ ଭଳି ମାନେ କରନ୍ତି ଯାହା ତାଙ୍କ ସ୍ତ୍ରୀ ସଂଗୀତା ମଧ୍ୟ କୁହନ୍ତି । ଏମିତି ପ୍ରଥମ ଥର ହୋଇ ନାହି ବରଂ ଆଗରୁ ମଧ୍ୟ କେତେ ଥର ରୋଷେଇ ଘର ତ ଆଉ କେତେକ ସ୍ଥାନରେ ଦେଖା ଦେଇଛନ୍ତି ଭଗବାନ କୃଷ୍ଣ ।

ଯାହାକି ସଂଗୀତା ଙ୍କ କହିବା ଅନୁଯାୟୀ ତାଙ୍କ ପୁଅ ଏଭଳି ଲୀଳା କରୁଛନ୍ତି ବୋଲି କହିଛନ୍ତି । ତେବେ କଥା ରେ ଅଛି ଯେମିତି ବିଶ୍ଵାସ ଥିଲେ ଭଗବାନ ଆପେ ଆପେ ସାମନାକୁ ଆସିଥାନ୍ତି ହୁଏ ତ ସମସ୍ତଙ୍କ ପାଇଁ ପ୍ରମାଣ ଯୋଗ୍ୟ ନ ହୋଇପାରେ । କିନ୍ତୁ ଲୋକଙ୍କର ସଦା ସର୍ବଦା ଏହି ବିଶ୍ଵାସ ରହିଛି ।

ତେବେ ସ୍ଥାନୀୟ ଲୋକ ମାନେ ମଧ୍ୟ ଭଗବାନ କୃଷ୍ଣ ଙ୍କ ଦର୍ଶନ ପାଇଁ ଏବେ ଆନନ୍ଦିତ ହୋଇଛନ୍ତି ବୋଲି କହିଛନ୍ତି । ତେବେ ସଂଗୀତା ଓ ଲଲିତ ଅଗ୍ରୱାଲ ଭଗବାନ କୃଷ୍ଣ ଙ୍କର ଏଭଳି ଲୀଳା ଦେଖିବା ପରେ ଆଶ୍ଚର୍ଯ୍ୟ ଚୈତ୍ୟ ହେବ ଅସହ ନିଜକୁ ଧନ୍ୟ ମନେ କରିଛନ୍ତି ।

ବନ୍ଧୁଗଣ ତେବେ ଆପଣଙ୍କ ବିଶ୍ଵାସ ରେ କଣ ଏମିତି କିଛି ଘଟଣା ଘଟିଛି କି ଆମକୁ କମେଣ୍ଟ ଜରିଆରେ ଜଣାନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *