ସମୁଦ୍ର ଭିତରୁ ମିଳିଲା 2ଟି ସୁନା ଜାହାଜ! ଦେଖନ୍ତୁ କଣ ରହିଛି ଏହା ପଛର ରହସ୍ୟ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ସମୁଦ୍ର ରୁ ମାଛ ଧରା ହୁଏ ବା କୌଣସି ବାଣିଜ୍ୟ କାରୋବାର ହୋଇଥାଏ ସମୁଦ୍ର ଜରିଆରେ । ତାହା ମଧ୍ୟ ଜାହାଜ ସାହାଯ୍ୟରେ । କିନ୍ତୁ କଣ ଆପଣ ମାନେ କେବେ ଶୁଣିଛନ୍ତି ବା ଦେଖିଛନ୍ତି କି ସମୁଦ୍ର ରୁ କେବେ ସୁନା ବାହାରିବା । ତେବେ ଏହି କଥା ଟି ଶୁଣିବାକୁ ଆଶ୍ଚର୍ଯ୍ୟ ବା ଅଜବ ଲାଗିଥିଲେ ମଧ୍ୟ ସତ ଘଟଣା ଅଟେ । ସୂଚନା ଅନୁଯାୟୀ ଦୁଇ ଟି ସୁନା ବୋଝେଇ ଜାହାଜ ଠାବ ହୋଇଛି ସମୁଦ୍ର ମାଝି ରୁ । ଦୁଇ ଟି ଜାହାଜରେ ୧ ଲକ୍ଷ ୨୭ ହଜାର ୫୦୦ କୋଟି ଟଙ୍କାର ସୁନା ରହିଛି ବୋଲି ଆକଳନ କରାଯାଇଛି ।

ତେବେ ଏହି ସୁନା ଜାହାଜ ଠାବ କରିଛନ୍ତି ସ୍ପେନ ସରକାର । ଏହାର ଭିଡିଓ ମଧ୍ୟ ସ୍ପେନ ସରକାର ସୋସିଆଲ ମିଡିଆରେ ଜାରି କରିଚନ୍ତି । ତେବେ ସମୁଦ୍ର ଗର୍ଭବ ରୁ ଏମିତି ସୁନା ନେଉଥିବା ଜାହାଜ ର ଭିଡିଓ କୁ ନେଇ ଏବେ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି । ୧୭୦୮ ମସିହାରେ ବ୍ରିଟିଶ ସେନାର ସାଞ୍ଜୋସ ଯୁଦ୍ଧ ସମୟରେ ଜାହାଜ କୁ ସମୁଦ୍ର ରେ ବୁଡାଇ ଦେଇଥିଲା ।

ଏହାକୁ ୨୦୧୫ ମସିହାରେ ଖୋଜି ବାହାର କରିଥିଲା ସ୍ପେନ ସରକାର । ଏବେ ଏହି ଯୁଦ୍ଧ ହୋଇଥିବା ଅଂଚଳ ରେ ଆଉ ଦୁଇ ଟି ଜାହାଜ ଠାବ ହୋଇଛି । ପ୍ରାୟ ୩୦୦୦ ହଜାର ୧ ଫୁଟ ତଳେ ଏହି ଜାହାଜ ଦୁଇ ଟି ଠାବ ହୋଇଛି ଯାହା ସୂତ୍ର ରୁ ଅଜଣା ପଡିଛି । ଯେଉଁଥିରେ ୧ ଲକ୍ଷ ୨୭ ହଜାର ୫୦୦ କୋଟି ର ସୁନା ରହିଛି ।

ଜାହାଜ ଦୁଇ ଟି ପ୍ରାୟ ୨୦୦ ବର୍ଷ ପୁରୁଣା ବୋଲି ଜାଣ ପଡିଛି । ଏବେ ଏହି ଜାହାଜ ସହ ଜଡିତ ତଥ୍ୟ ସହ ସୁନାକୁ ବାହାର କରିବାକୁ ଅଣ୍ଟା ଭିଡିଛନ୍ତି ସ୍ପେନ ସରକାର । ଏହି ଦୁଇ ଜାହାଜରେ ସୁନା ଏତେ ପରିମାଣରେ ରହିଛି ଯାହାକୁ ବାହାର କରିବା ପାଇଁ ସ୍ପେନ ସରକାର ନିଜର ପୁରା ଉଦ୍ୟମ ଜାରି କରିଛନ୍ତି । ତେବେ ଏହି ସୁନା ସେହି ସମୟରେ ଯେବେ ବ୍ରିଟିଶ ଶାସନ ଚାଲିଥିଲା ଯାହା ସୂତ୍ର ରୁ ଜଣା ପଡିଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟାଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *