ଦର୍ଶକ ବନ୍ଧୁ ଆଜିର ସମୟରେ ଛୋଟ ପିଲା ମାନେ ଏମିତି ପ୍ରତିଭା ଦେଖାଉଛନ୍ତି ଯାହାକୁ ନେଇ ଅନେକ ଚର୍ଚ୍ଚା ହେଉଛି । ଯାହାର ଭିଜୁଆଲ ଆପଣ ମାନେ ନୀତିଦିନ ସୋସିଆଲ ମିଡିଆରେ ନିଶ୍ଚୟ ଦେଖୁଥିଲେ ଆଉ ଶୁଣୁ ଥିବେ ମଧ୍ୟ । କିନ୍ତୁ ଏମିତି କିଛି ଦୃଶ୍ୟ ସାମ୍ନା କୁ ଆସୁଛି ଯାହାକୁ ଦେଖିଲେ ଛାତି ଥରି ଉଠିବ । ଗତ କିଛି ସମୟ ହେବ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ପ୍ରସାର ହୋଇଛି । ଯାହାକୁ ନେଇ ଏବେ ହାରି ଆଡେ ଖେଳି ଯାଇଛି ଶୋକର ଛାୟା ।
ହଁ ଦର୍ଶକ ବନ୍ଧୁ ଯେଉଁ ବୟସରେ ମା ର ପଣତ କନି ଧରି ପିଲା ବଡ ହେବା କଥା ଆଜି ସେହି ବୟସରେ ମା ର ଆଖି ଆଗରେ ଜଳୁଛି ଚିତା । ଯେଉଁ ବୟସରେ ଖେଳକୁଦ କରିବା କଥା ଆଜି ସେହି ବୟସରେ ଜୁଇ ଜଳୁଛି । ଛୁଆର ଚିତା କୁ ଦେଖି ରାହା ଧରି କାନ୍ଦୁଛି ମା । ସେଦିନ ସବୁ କିଛି ଠିକ ଠାକ ଥିଲା ହେଲେ ଆଜି ସବୁ କିଛି ବଦଳି ଯାଇଛି । ସମସ୍ତଙ୍କ ମନରେ ସେଦିନ ଯେଉଁ ଖୁସି ଥିଲା ଆଜି ଆଉ ତାହା ନାହି ।
ସଦା ଚଳ ଚଞ୍ଚଳ ଥିବା ଚପଳ କଳାକାର ଏଠାରେ ଯିଏ ପ୍ରଥମ ଥର ପାଇଁ ବଳରାମ ଭୂମିକାରେ ମଞ୍ଚ କୁ ଓଲହାଇ ଥାନ୍ତେ ଆଜି ସେ ଆଉ ଦୁନିଆରେ ନାହାନ୍ତି । ସେଦିନ ମା ଠାରୁ ମେଲାଣି ମାଗୁଥିବା ବଳାରାମ ଅର୍ଥାତ ଶ୍ରେୟସ ଗୁଜାରି ଏ ଦୁନିଆରୁ ସବୁ ଦିନ ପାଇଁ ବିଦାୟ ନେଇଛି । ଶ୍ରେୟସ ଙ୍କ ଆକସ୍ମିକ ବିୟୋଗ ରେ ଅମ୍ବା ପଲ୍ଲି ତଥା ସମଗ୍ର ଗୋପପୁର ରେ ଆଜି ଶୋକର ଛାୟା ଖେଳି ଯାଇଛି । ଆଉ ପୁଅର ଚିତା କୁ ଦେଖି କାନ୍ଦୁଛି ମା । ଟିକେ ଭଲ କରି ଦେଖନ୍ତୁ ଆପଣ ମାନେ ଏହି ଭିଜୁଆଲ କେମିତି କୁନି କଳାକାର ଖୁସି ରେ ଅଛି ।
ରିହଲ ସେଲ ବି କରୁଚି ସାଙ୍ଗ ସାଥିଙ୍କ ସହ ବି ମିଶୁଚି । ଏହି ହସ ହସ ମୁହଁ ଟି ଆଜି ଯେ ନିରବି ଯିବ ତାହା ସହଜରେ ବିଶ୍ଵାସ କରି ହେଉ ନାହି । ଅଜଯ ସମସ୍ତେ ଶ୍ରେୟସ ଙ୍କୁ ଝୁରୁଛନ୍ତି । ଗାଁ ଠାରୁ ପରିବାର, ସାହି ପଡିସା ଙ୍କ ଆଜି ସମସ୍ତଙ୍କ ଆଖି ରେ ଲୁହ ଝରୁଛି । ସତେ ଯେମିତି ଦୁଖରେ ଭାଙ୍ଗି ପଡିଛନ୍ତି । 12 ବର୍ଷ ବୟସର ବାଳକ ଶ୍ରେୟସ ଏଥର ପ୍ରଥମ ପାଇଁ ବଳରାମ ଭୂମିକାରେ ଅଭିନୟ କରିଥାନ୍ତେ । ହେଲେ ଦୁର୍ଭାଗ୍ୟ ତାଙ୍କର ଆକସ୍ମିକ ଦେହାନ୍ତ ଘଟିଛି ।
ତାଙ୍କ ଅକାଳ ମୃ-ତ୍ୟୁ ରେ ସମସ୍ତେ ମର୍ମାହତ ହୋଇ ପଡିଛନ୍ତି । ଏତେ କମ ବୟସରେ ଦଇବ ଯେ ଏମିତି ଡାକି ନେବ ତାହା କେହି ଭାବି ନ ଥିଲେ । ଆଜି ବଳରାମ ଙ୍କୁ ଝୁରୁଛି ବରଗଡ। କାନ୍ଦୁଛି ସମଗ୍ର ଗୋପପୁର । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।