ପୁରା ଦୁନିଆ ଜାଣିଛି ରାବଣ ମହିଳାଙ୍କ ବିଷୟରେ କହିଛନ୍ତି ଏହି 3 ଟି କଥା ଯାହା କାଟୁ କିନ୍ତୁ ସତ୍ୟ

ରାବଣ ମୃତ୍ୟୁ କରିବା ସମୟରେ ଏହି ତିନୋଟି କଥା ମହିଳା ମାନଙ୍କ ବିଷୟରେ  କହିଥିଲେ । ଯାହା ସତ ଅଟେ, ରାବଣ ସେହି  କଥା କହିଥିଲେ ସ୍ତ୍ରୀ ଲୋକଙ୍କ ବିଷୟରେ । ଧାର୍ମିକ ଶାସ୍ତ୍ର ଅନୁସାରେ  ରବଣ ଜଣେ ଏମିତି ବ୍ୟକ୍ତି ଥିଲା, ଯିଏ ସିତା ମାତାଙ୍କ ହରଣ କରି ଖାଲି ଭୁଲ କରିନଥିଲେ ସେ ମଧ୍ୟ ରାମଙ୍କ ସହିତ ଶତ୍ରୁତା କରିଥିଲେ ।  ପୁରା ଦୁନିଆ ରାବଣକୁ ଗୋଟେ ଖରାପ ଲୋକ ବୋଲି କହିଥାଏ ଓ ଗୋଟିଏ ଖରାପ ଲୋକ ଭାବି ମାନେ ପକାଇ ଥାଏ ।

କିନ୍ତୁ କଣ ଆପଣ ଜାଣିଛନ୍ତି  ଭଗବାନ ରାମଙ୍କ ଠାରୁବି ରାବଣ  ବହୁତ ଜ୍ଞାନୀ ଥିଲେ ।  ରାବଣ ସିତା ମାତାଙ୍କୁ ହରଣ କରି ନିଜ ମୃତ୍ୟୁର ନିମତ୍ରଣ କରିଥିଲେ । ରାବଣର ସହନ ଶକ୍ତି କାରଣରୁ ସୀତା ମାଙ୍କର ମରିଆଦା ବଞ୍ଚି ଥିଲା ।

ଯେବେ ରାବଣ ମାତା ସିତାଙ୍କ ହରଣ କରିଥିଲେ, ରାବଣ କେବେବି ସୀତା ମାନକ ସହ ଖରାପ ବ୍ୟବହାର କରିନଥିଲେ । ଏଠିଆମେ ଗୋଟିଏ କଥା କହିବାକୁ ଚାହୁଞ୍ଚୁକି ମଣିଷର ଗୋଟେ ଭୁଲ ଜୀବନ ନଷ୍ଟ କରିଦେଇଥାଏ । ରାବଣର ଛୋଟ ଭୁଲ ଲାଗି ତାଙ୍କୁ ମୃତ୍ୟୁ ବରଣ କରିବାକୁ ପଡିଥିଲା । ରାବଣ ମରିବା ପୂର୍ବରୁ ମହିଳାଙ୍କ ବିସୟରେ କିଛି କଥା କହିଥିଲେ । ଯାହା ଆଜି ସତ୍ୟ ପ୍ରମାଣିତ ହୋଇଛି ।

ରବଣ ଏହା କହିଥିଲେକି ସ୍ତ୍ରୀ ମାନେ ସବୁବେଳେ ଜଣେ ଆଉ ଜଣଙ୍କର ଖରାପ କରିଥାନ୍ତି । ଯଦି ସତରେ ମାନଙ୍କୁ କିଛି ଗୋପନୀୟ କଥା ଜନିଗଲେ ସେ ନିଜ ପାଖରେ ରଖନ୍ତି ନହିଁ, ସେ ପ୍ରଘଟ କରିଥାନ୍ତି । ସେଥି ଲାଗି ସ୍ତ୍ରୀକୁ କେବେ ଗୋପନୀୟ କଥା କହିବା ଉଚିତ ନୁହେଁ ।

ଯଦି ଏମିତି କରିବେ ସ୍ତ୍ରୀ ବିନାଶର କାରଣ ହୋଇପାରନ୍ତି ।  ରବଣ ଏହା ମଧ୍ୟ କହିଛନ୍ତି ମହିଳା ମାନେ ବହୁତ ସ୍ଵାର୍ଥୀ ହୋଇଥାନ୍ତି । ଏମାନେ ତାଙ୍କ ସ୍ଵାର୍ଥ ପୂରଣ କରିବା ପାଇଁ ସବୁ ଲିମିଟ କ୍ରଶ କରିଥାନ୍ତି । ଯଦି କାହାକୁ ଧୋକା ଦେବାକୁ ପଡେବି ସେ ପଛ ଘୁଞ୍ଚା ଦେଇନଥାନ୍ତି । ରାବଣ ଏହା ମଧ୍ୟ କହିଛନ୍ତି ମହିଳା ମାନେ କିଛିବି କଥାରୁ ପଲଟି ଜାଆନ୍ତି ମଧ୍ୟ ଓ ସେ କେବେ ସତ୍ୟ କୁହନ୍ତି ନାହିଁ ।

ସେଥିଲାଗି ସ୍ତ୍ରୀ ମାନଙ୍କ ଉପରେ ଭାବି ଚିନ୍ତି ବିଚାର କରି ଭରସା କରିବା ଉଚିତ । ମହିଳାମାନେ ବହୁତ କଥା ଏପଟ ସେପଟ କରିଥାନ୍ତି । ସେଥିପାଇଁ ମହିଳା ମାନେ ଲୋକଙ୍କ ମଧ୍ୟରେ ବାଦ ବିବାଦ ମଧ୍ୟ କରିଦେଇଥାନ୍ତି । ଯେଉଁ ଥିରେ କୋର୍ଟ କଚେରୀ ମଧ୍ୟ ହୋଇପାରେ । ଆପଣ ଆପଣଙ୍କ ଦୈନଦିନ ଜୀବନରେ ନିଜେ ଅନୁମାନ ଲଗାଇ ପାରିବେ, ରାବାନଙ୍କ ଦ୍ଵାରା କହିଥିବା ଏହି କଥା  ସତ୍ୟ ଅଟେ କି ଅସତ୍ୟ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *