୪ ଦିନ ପିଅନ୍ତୁ, ପୁରା ଜୀବନ ଆପଣଙ୍କୁ ସୁଗାର, କୋଲେଷ୍ଟ୍ରୋଲ, ପେଟ ରୋଗ ଏବଂ ହୃଦୟ ରୋଗ ହେବ ନାହିଁ

ଦୁନିଆରେ ଆଜିକା ସମୟରେ ବହୁତ ପ୍ରକାର ରୋଗ ମାଡି ଆସୁଛି ଆଜିକା ସମୟରେ ଲୋକଙ୍କ ପାଖରେ ସମୟ ନାହିଁ ଯେ ପୋଶତିକ ଖାଦ୍ଯ ତିଆରି କରି ଖାଇବେ ପ୍ରାୟତଃ ଲୋକ କାମ କରୁଥିବା ଅଟନ୍ତି ଓ ସେ ବାହାରେ ଖାଇବା ପିଇବା ଅଧିକ କରନ୍ତି ତେବେ ଏମିତିକ ପରିସ୍ଥିତି ରେ ସ୍ୱାସ୍ଥ୍ୟ ଖରାପ ହବା ସ୍ଵାଭାବିକ ଅଟେ କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଗୋଟେ ଏତେ ସହଜ ଏବଂ କମ ଟଙ୍କା ଉପାୟ ଆଣିଛୁ ଯାହା ଶୁଣି ଆପଣ ମଧ୍ୟ ଖୁସି ହୋଇଯିବେ, ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

Image Courtesy: Google

ତେବେ ଆପଣ ମାନଙ୍କ ମଧ୍ୟରୁ ବହୁତ ଲୋକ ବୋଇତଆଳୁ ଖାଇବା ପସନ୍ଦ କରନ୍ତି ଓ ବହୁତ ଲୋକ ଏହାକୁ ଖାଇବା ପସନ୍ଦ କରନ୍ତି ନାହିଁ, ତେବେ ଆଜି ଆମେ ଆପଣଙ୍କୁ ଏହା ଜଣାଇ ରଖୁଚୁ ଯେ ବୋଇତଆଲୁ ବହୁତ ପୋଶତିକ ପାରିବା ଅଟେ ଏହାର ସେବନ ଦ୍ଵାରା ଶରୀରରେ ବହୁତ ପ୍ରକାର ରୋଗ ହୋଇନଥାଏ ଏହା ଛଡା ଶରୀର ରୋଗ ପ୍ରତିରୋଧକ କ୍ଷମତା ବଢାଇଥାଏ । ବୋଇତାଆଳୁ ସେବନ ମଧ୍ୟ ବହୁତ ଲୋକ ଜାଣିଛନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ ବିଷୟରେ କହିବାକୁ ଯାଉଛୁ ତାହା ବୋଇତଆଲୁ ଦ୍ଵାରା ତିଆରି ହବ ନାହିଁ ବୋଇତଆଳୁ ମଞ୍ଜି ଦ୍ଵାରା ହବ, କଣ ଆପଣ ମାନେ କେବେ ବୋଇତଆଳୁ ମଞ୍ଜି ସେବନ କରିଛନ୍ତି ? ଯଦି କରି ନାହାନ୍ତି ତେବେ ଆଜି ଏହା ବିଷୟରେ ଭଲ ଭାବରେ ଜାଣି ରଖନ୍ତି ।

Image Courtesy: Google

ବୋଇତଆଳୁ ମଞ୍ଜି ଆମ ଶରୀର ପାଇଁ ରାମବାଣ ଉପାୟ ଅଟେ ତେବେ ଆସନ୍ତୁ ଏହାକୁ ତିଆରି କରିବା ଆପଣ ଯଦି କଷି ମଞ୍ଜି ଚୋବେଇ ଖାଇବା ପସନ୍ଦ କରନ୍ତି ତେବେ କଷି ମଞ୍ଜି ନିଅନ୍ତୁ ନଚେତ ସାମାନ୍ଯ ମଞ୍ଜି ନିଅନ୍ତୁ ଯାହାକୁ ପରେ ଆପଣ ଛଡେଇ ଏହାର ଭିତର ଅଂସ ଖାଇ ପାରିବେ । ଆଗ ମଞ୍ଜି ବାହାର କରି ଏହାକୁ ଧୋଇ ନିଅନ୍ତୁ ଏହା ପରେ ଗୋଟେ ଗ୍ଳାସ ପାଣି ଫୁଟେଇବା ପାଇଁ ରଖନ୍ତୁ ତେବେ ପାଣି ଗରମ ହେଲା ପରେ ଏଥିରେ ବୋଇତଆଲୁ ମଞ୍ଜି ପକାନ୍ତୁ ତେବେ ଫୁଟିଗଲା ପରେ ଏହାକୁ ବାହାର କରିବା ଆଗରୁ ଏହା ଦେଖନ୍ତୁ ଯେ ଗୋଟେ ଗ୍ଳାସ ପାଣି ଫୁଟିଯାଇ ଅଧ ଗ୍ଳାସ ହୋଇଛି ବା ନାହିଁ ।

Image Courtesy: Google

ଅଧ ଗ୍ଳାସ ପାଣି ହେଲା ପରେ ଏହାକୁ ଅଳପ ଉଷୁମରେ ପିଅନ୍ତୁ ଓ ଏହାର ମଞ୍ଜି ମଧ୍ୟ ସେବନ କରନ୍ତୁ, ଏହା ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢାଇଥାଏ ଓ ଆପଣଙ୍କୁ କୌଣସି ପ୍ରକାର ଅସୁବିଧା ହବାକୁ ଦିଏ ନାହିଁ । ଏହାର କେବଳ ଗୋଟେ ସପ୍ତାହ ସେବନ ପରେ ଆପଣଙ୍କୁ ନିଜକୁ ଶକ୍ତିଶାଳୀ ଅନୁଭବ ହବ ଏବଂ ଆପଣଙ୍କୁ କୌଣସି ପ୍ରକାର ଅସୁବିଧା ହବ ନାହିଁ ।

ବିଦ୍ର- ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *