9000 ବର୍ଷ ପୂର୍ବେ ଏମିତି ଦେଖା ଯାଉଥିଲେ ଝିଅମାନେ, ଏହି ଫୋଟ ଦେଖିଲେ ବିଶ୍ୱାସ ହେବନି

ତେବେ ଏହା କେହି ସ୍ପଷ୍ଟ ଭାବରେ କହି ପାରନ୍ତି ନାହିଁ ଯେ ଦୁନିଆ ସଠିକ କେବେ ଆରମ୍ଭ ହୋଇଥିଲା ଏବଂ ଆଗ ଦୁନିଆରେ କିଏ ଆସିଥିଲା କିନ୍ତୁ ଏହା ବହୁତ ଗ୍ରନ୍ଥ ଏବଂ ପୁରାଣରେ ମଧ୍ୟ କୁହା ଯାଇଛି ଯେ ବୋଧେ ଏତେ ବର୍ଷ ଆଗରୁ ଦୁନିଆ ଆରମ୍ଭ ହୋଇଥିଲା ଏବଂ ଦୁନିଆରେ ଜୀବିତ ଜିନିଷ ବାସ କରିବା ଆରମ୍ଭ ହୋଇଥିଲା । ତେବେ ଏହା ସମସ୍ତେ ଜାଣିଛନ୍ତି ଏବଂ ବୈଜ୍ଞାନିକ ମଧ୍ୟ କହିଛନ୍ତି ଯେ ମଣିଷ ମାଙ୍କଡ ପ୍ରଜାତି ର ଥିଲେ ଏହି ସମୟ ପରେ ମଣିଷ ଶରୀର ବଦଳିବାକୁ ଲାଗିଲା ଏହା ପରେ ମଣିଷ ଶାରୀରିକ ପରିବର୍ତନ ହେଲା ଏବଂ ମଣିଷ ମାଙ୍କଡରୁ ମଣିଷ ହେଲା ତେବେ ବୈଜ୍ଞାନିକମାନେ ନିଜ ବିଜ୍ଞାନ ଦ୍ଵାରା ଏହା ପାଇଛନ୍ତି ଯେ ୯୦୦୦ ବର୍ଷ ତଳେ ମହିଳାମାନେ କେମିତି ଦେଖା ଯାଉଥିଲେ ।

ଗୋଟେ ରିସର୍ଚ୍ଚରେ ବୈଜ୍ଞାନିକ 9000 ବର୍ଷ ପୂର୍ବର ସମୟର ଜଣେ ଟିନଏଜର ଝିଅର ଚେହେରା ତିଆରି କରିଛନ୍ତି । ଯାହା ଏହା କହୁଛିକି ମଧ୍ୟ ପାଷାଣ ଯୁଗରେ ଲୋକେ କେଉଁ ପ୍ରକାରର ଦେଖା ଯାଉଥିଲେ । ଏହି ଚେହେରାକୁ ଦେଖି ଜଣା ପଡୁଛିକି ଇଶାରୁ 7000 ବର୍ଷ ପୂର୍ବରୁ ମହିଳାଙ୍କ ଚେହେରାର ଗଢଣ ପୁରୁଷଙ୍କ ସହ ମିଶୁଥିଲା । ଏମିତି କୁହାଯାଉ ଥିଲାକି ସେଇ ଯୁଗରେ dawn ( ଗ୍ରୀକରେ avgi) ନାମର  ଜଣେ ଝିଅ 15-18 ବର୍ଷର ହୋଇଥିଲା ଯେବେ ତାହାର ମୃତ୍ୟୁ ହୋଇଥିଲା ।

ସିଡନର ପୁରା ତତ୍ତ୍ୱବେଦୀ ଓ ଶିଳ୍ପକାର ଓସ୍କାର ନିଲସନଙ୍କ ଅନୁଯାୟୀ, avgi ବହୁତ ଖାସ ଥିଲେ । ତାହାର ମାଦା ମୁଣ୍ଡ ଏବଂ ଗଢନ ବହୁତ ଅଲଗା ଥିଲା । ଓସ୍କର ଏହା ପୁର୍ବରୁ କେତେ ପ୍ରାଚୀନ ମାନବକୁ ନିଜର ଶିଳ୍ପକଳାରୁ ଜୀବନ ଦେଇ ସାରିଛନ୍ତି । ଯେଉଁଥିରେ ଏଥିଂସର 11 ବର୍ଷର ଝିଅ myrtis ବି ସାମିଲ ଅଛନ୍ତି । ଓସ୍କର ନିଲସନ କହୁଛନ୍ତି କି ପାସାଣ କାଳର ପୁରୁଷ ଓ ସ୍ତ୍ରୀମାନେଙ୍କ ଚେହେରାର ଗଢଣ ସମୟ ସହିତ ବଦଳିବାରେ ଲାଗିଲା ।

ଏବେ  ପୁରୁଷ ଓ ମହିଳାମାନେ କମ ମଷ୍କୁଲିନ (ପୁରୁଷ) ଭଳି ଲାଗୁଛନ୍ତି । avgi ର ଏହି ନୂଆ ଅଦଭୂତ ରୁପକୁ University of ethensh ରେ ରିସର୍ଚ୍ଚ ଟିମ ଅକ୍ରିପେଲିଶ ମିଉଜିଅମ ରେ ଲଗାଯାଇଛି । କିଛି ଲୋକଙ୍କୁ avgi କୁ ଦେଖି ଲାଗୁଛିକି ସେ ଚେହେରାକୁ ଦେଖି ବହୁତ ଖୁସି ନାହାନ୍ତି, ଏହା ଅନୁମାନ କରା ଯାଉଛି ଯେ ନିଜ ମୁହଁର ଏମିତିକା ଗଢନ ପାଇଁ ଏଭଳି ଦେଖା ଯାଉଛନ୍ତି ଏବଂ ଏହା ସ୍ଵାଭାବିକ ଅଟେ ।

Leave a Reply

Your email address will not be published. Required fields are marked *