ପୁରୁଷ ଓ ମହିଳାମାନେ ବାଥରୁମରେ ଉଲଗ୍ନ ହୋଇ ଗାଧେଇଲେ କଣ ସଂକେତ ମିଳିଥାଏ? Ajira Anuchinta

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କିଛି ସରସ  ସୁନ୍ଦର ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ । ଯାହା ଆମର ପ୍ରତିଦିନ ଜୀବନରେ କୌଣସି ନା କୌଣସି କାରଣରୁ ଘଟିଥାଏ । ୧- ମନ୍ଦିର ଦେବତା ପୂର୍ବମୁଖା ଓ ଗୃହ ଦେବତା ପଶ୍ଚିମ ମୁଖରେ ହେବା ଉଚିତ । ଦେବତାଙ୍କ ମୁହଁ ପଶ୍ଚିମ ଦିଗକୁ ରହିଲେ ବ୍ୟକ୍ତିଙ୍କ ମୁଖ ରହିବ ପୂର୍ବର୍କୁ । ତାହେଲେ ଯାଇ ପୂଜା ସଫଳ ହେବ ।

୨- ଝାଡୁରେ ଘର ଓଳାଇବା ସମୟରେ ବହୁତ ଲୋକ ଅଛନ୍ତି ଯେଉଁ ମାନେ ଗୋଡରେ ଆଡେଇ ଦେଇଥାନ୍ତି । କିନ୍ତୁ କେବେ ବି ପାଦରେ ଝାଡୁ ଲଗାଇବା ଅନୁଚିତ ଓ ଘର କୋଣରେ ଶୁଆଇକି ରଖିବା ଉଚିତ । ଗୋଟେ ଝାଡୁ ପାଖରେ ଆଉ ଗୋଟେ ଝାଡୁ ରଖିବା ଅନୁଚିତ ।

୩- ଘରେ ଯଦି ଗୋଟିଏ ନେଉଳ ବା ଧଳା ପାରା ପାଳିବେ ତେବେ ଶୁଭ ଫଳ ମିଳିବା ସହ ଧଳା ପାରା ର ମୂର୍ତ୍ତି ଡ୍ରଇଙ୍ଗ ରୁମରେ ରଖିଲେ ମନରୁ ଦୁର୍ଭାବନା ଦୂରେଇ ଯାଇଥାଏ ।

୪- ରବିବାରରେ ଯାତ୍ରା କରିବା ସମୟରେ ମୁଣ୍ଡରେ ହାତ ଦେଇ, ସୋମବାରରେ ମୁହଁରେ ହାତ ଦେଇ, ମଙ୍ଗଳବାରରେ ଗଳାରେ ହାତ ଦେଇ, ବୁଧବାରରେ ପେଟରେ ହାତ ଦେଇ, ଗୁରୁବାରରେ ବେନି ପାର୍ଶ୍ଵରେ ହାତ ଦେଇ, ଶୁକ୍ରବାରରେ କାନରେ ହାତ ଦେଇ, ସନିବାରରେ ପିଠିରେ ହାତ ଦେଇ ଯାତ୍ରା ଆରମ୍ଭ କରିଲେ ଯାତ୍ରାରେ ଶୁଭ ଫଳ ପ୍ରାପ୍ତି ହୋଇଥାଏ ।

୫- ସ୍ନାନ ୪ ପ୍ରକାରର ଯଥା ଅମୃତ, ଦୁଗ୍ଧ, ସୁରା, ରକ୍ତ ସ୍ନାନ । ବ୍ରାମହ ମୁହୂର୍ତ୍ତରେ ସ୍ନାନକୁ ଅମୃତ ସ୍ନାନ, ସକାଳ ସାଢେ ୫ରୁ ୬ଟା ୩୦ରେ ଯେଉଁ ସ୍ନାନ କରାଯାଏ ତାକୁ ଦୁଗ୍ଧ ସ୍ନାନ, ୬ଟା ୩୦ରୁ ସକାଳ ୯ଟା ୩୦ ଯାଏଁ ସ୍ନାନକୁ ସୁରା ସ୍ନାନ ଓ ଏହା ପରେ ଦିନ ଜକ ସ୍ନାନକୁ ରକ୍ତ ସ୍ନାନ କୁହାଯାଏ ।

୬- ପ୍ରତେକ ମଣିଷ ୪ଟି ଜିନିଷକୁ ଭୁଲି ଯାଇଥାନ୍ତି । ସେଗୁଡିକ ହେଉଛି ପ୍ରଥମ ଶ୍ରେଣୀରେ ପଢାଉଥିବା ଗୁରୁଙ୍କୁ ଛାତ୍ର ଭୁଲିଯାଏ, ସଂଭୋଗ ବା ରତିକ୍ରିଡା ପରେ ସ୍ଵାମୀ ସ୍ତ୍ରୀ କୁ ଭୁଲିଯାଏ, ବିପଦ ସମୟରେ ସାହାଜ୍ଯ କରିଥିବା ବନ୍ଧୁଙ୍କୁ ବନ୍ଧୁ ଭୁଲିଯାଏ ଏବଂ ପୁଅ ବିବାହ ପରେ ବାପା-ମା ଙ୍କୁ ଭୁଲିଯାଏ ।

୭- ଭୋଜନ କରିବା ସମୟରେ ଗାଲ ରେ ହାତ ଦେଇ ଖାଇବା, ପାଦରେ ହାତ ରଖିବା, ମୁଣ୍ଡରେ ହାତ ଦେବା ବା ପଗଡି ପିନ୍ଧିବା ଉଚିତ ନୁହେଁ । ଏହା ଦ୍ଵାରା ଅମଙ୍ଗଳ ହୋଇଥାଏ ।

୮- ପ୍ରତିଦିନ ସକାଳୁ ୨ଟି ନିମପତ୍ର ମୁଣ୍ଡରେ ମାରି ଖାଇଲେ ମୁହଁରେ ତେଜ ବଢାଇବା ସହ ଦାଗ ଲିଭିଯାଏ । ଶରୀରର ଅନେକ ରୋଗ ନଷ୍ଟ ହୋଇଥାଏ । ବାସୀ ମୁହଁରେ ଗୋଟେ ଗ୍ଳାସ ପାଣି ଦେବତାଙ୍କୁ ସ୍ମରଣ କରି ସେବନ କରିଲେ ଲାଭ ହୁଏ ।

୮- ବାଥୃମରେ ସ୍ନାନ କରିବା ସମୟରେ ପୁରୁଷ ବା ନାରୀ ଉଲଗ୍ନ ହୋଇ ଗାଧୋଇବା ଉଚିତ ନୁହେଁ । କାରଣ ଏହି ସମୟରେ ପିତୃପୁରୁଷ ମାନେ ପାଖାପାଖି ରହିଥାନ୍ତି । ଆମେ ପିନ୍ଧିଥିବା ବସ୍ତ୍ରରୁ ଯେଉଁ ପାଣି ଝରିଯାଏ ସେମାନେ ସେହି ପାଣି ପିଇ ତୃପ୍ତ ହୋଇଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *