ଆଜିକାଲି ଝିଅମାନେ ଭାବୁଛନ୍ତି ପୁଅମାନେ ତ ଦୁଷ୍କର୍ମ କରୁଛନ୍ତି.. ଆମେ ବି ଦୁଷ୍କର୍ମ କରିବା: Liza

ବନ୍ଧୁଗଣ କିଛି ଦିନ ହେବ ଏକ ଗଣଦୁଷ୍କର୍ମ ମାମଲା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଆପଣ ମାନେ ସମସ୍ତେ ଅନେକ ସ୍ଥାନରେ ଶୁଣିଥିବେ ଝିଅ ମାନେ ଗଣଦୁଷ୍କର୍ମର ଶିକାର ହୋଇଥାନ୍ତି ହେଲେ ପ୍ରଥମ ଥର ପାଇଁ ଆମ ଦେଶରେ ଜଣେ ଯୁବକ ଗଣଦୁଷ୍କର୍ମର ଶିକାର ହୋଇଛି । ଯୁବକ ଜଣକ ରାତିରେ ଆସୁଥିବା ବେଳେ ଚାରି ଜଣ ଯୁବତୀ କାରରେ ଆସି ତାଙ୍କୁ ଆଡ୍ରେସ ପଚାରିବା ବାହାନାରେ ଯୁବକଙ୍କ ମୁହଁରେ କେମିକାଲ ସ୍ପ୍ରେ ପକାଇ ଥିଲେ ।

ଆଉ ଏହା ପରେ ଯୁବକଙ୍କୁ ଅଚେତ ଅବସ୍ଥାରେ ଏକ ଜଙ୍ଗଲକୁ ନେଇ ଗୋଟେ ପରେ ଗୋଟେ ଦୁଷ୍କର୍ମ କରି ଚାଲିଥିଲେ । ଦୁଷ୍କର୍ମ କରିବା ପରେ ଯୁବକଙ୍କୁ ସେମାନେ ରାତି ତିନିଟାରେ ରାସ୍ତା କଡରେ ଫିଙ୍ଗି ଫେରାର ହୋଇ ଯାଇଥିଲେ । ଏନେଇ ଲିଜା କହିଛନ୍ତି “ଯୁବକ ଜଣକ ଡ୍ରଗ୍ସ ସେବନ କରିଥିଲେ ଆଉ ୪ ଜଣ ଯୁବତୀ ମଧ୍ୟ । ଯୁବକ କହିଛନ୍ତି ଏ ଘଟଣାକୁ ନେଇ ମୋତେ ଲଜ୍ୟା ଲାଗିବ ସେଥିପାଇଁ ସେ ପୋଲିସରେ ଜଣାଇ ନାହାନ୍ତି ।

କିନ୍ତୁ ପଞ୍ଜାବ ପୋଲିସ ନିଜ ତରଫରୁ ଏ ମାମଲାରେ ତଦନ୍ତ ଆରମ୍ଭ କରିଛି । ଯେଉଁ ୪ ଜଣ ଝିଅ ଗଣ ଦୁଷ୍କର୍ମ କରିଛନ୍ତି ସେମାନେ ଶିକ୍ଷିତ ଇଂରାଜୀରେ କଥା ହେଉଥିଏଲେ । ସେମାନଙ୍କର ବୟସ ୨୦-୨୫ରୁ ବର୍ଷ ବୟସ । ଏଟା ମୋ ମତରେ ଭାରତ ପାଇଁ ଅତି ଲଜ୍ୟାଜନକ କଥା । ଏଟା ଇଣ୍ଟରନ୍ୟାସନାଲରେ ମଧ୍ୟ ହୋଇସାରିଛି ଆଫ୍ରିକାରେ ୨୦୧୭ରେ ୨୭ ବର୍ଷର ଯୁବକଙ୍କୁ ୨୩ ବର୍ଷର ୩ ଜଣ ଯୁବତୀ ଠିକ ସେମିତି ଗଣ ଦୁଷ୍କର୍ମ କରିଥିଲେ ।

ଯଦି ଆଇପିସି ଧାରା ସେକ୍ସନ-୩୭୫ କୁ ଦେଖିବା ତ କେବଳ ଗୋଟେ ପୁରୁଷକୁ ହିଁ ଦୁଷ୍କର୍ମ କରିବାର ଦୋଷୀ କରାଯାଇ ପାରିବ । ସ୍ତ୍ରୀ ଆଉ ଜଣେ ସ୍ତ୍ରୀକୁ ଦୁଷ୍କର୍ମ କରିପାରିବ ନାହି କି ଜଣେ ମହିଳା ପୁରୁଷକୁ ଦୁଷ୍କର୍ମ କରିପାରିବ ନାହି । ତେଣୁ ଏଟା ହୋମ ମିନିଷ୍ଟରି ଏଟା କହିଆସିଛନ୍ତି ଜେନଦାରକୁ ଆଖି ଆଗରେ ଦେଖାଯିବ । ସମାଜରେ ଯେଉଁଠି ନାରୀଙ୍କୁ ଦୁଷ୍କର୍ମ କରାଯାଉଛି ଏଠାରେ ପୁରୁଷଙ୍କୁ ମଧ୍ୟ ଦୁଷ୍କର୍ମ କରାଯାଉଛି । ଆଜିକାଲି ଝିଅ ମାନେ ଭାବୁଛନ୍ତି ପୁଅମାନେ ତ ଦୁଷ୍କର୍ମ କରୁଛନ୍ତି ଆମେ ବି ଦୁଷ୍କର୍ମ କରିବା ।

ଆଜିର ସମୟରେ ଯେଉଁଟା ସତ ସେଥିରେ ସପୋର୍ଟ ଦେବା ଉଚିତ । ଯେଉଁ ୪ ଜଣ ଯୁବତୀ ଏମିତି କାରନାମା କରିଛନ୍ତି ସେମାନେ ଭୁଲ କରିଛନ୍ତି ଏଇ ବୟସରେ ସେମାନଙ୍କୁ ସୁଟ କରୁ ନାହି । ଯୁବତୀ ମାନେ ଡ୍ରଗ୍ସ ସେବନ କରିଥିଲେ ସେମିତି କରିବା ଉଚିତ ନୁହେଁ । ଯେଉଁ ଭଳି ଭାବେ ପୁରୁଷ ମାନଙ୍କୁ କଠୋର ରୁ କଠୋର ଦଣ୍ଡ ଦିଆଯାଉଛି ଠିକ ସେହିପରି ଯୁବତୀ ମାନଙ୍କୁ ଏହି ମାମଲାରେ କଠୋର ରୁ କଠୋର ଦଣ୍ଡ ଦିଆଯିବା ଆବଶ୍ୟକ ।

ଯେବେ ଗୋଟେ ମଣିଷ ନିଶାଗ୍ରସ୍ତ ହୋଇଥାନ୍ତି ସେମାନେ କଣ କରନ୍ତି ତାହା ନିଜେ ଜାଣି ପାରନ୍ତି ନାହି । ଡ୍ରଗ୍ସ, ଆଲକୋହଲ ନେଲେ ମଣିଷ ନିଜର ଭାରସାମ୍ୟ ହରାଇ ବସାଇଥାନ୍ତି । ୪ ଜଣ ଯୁବତୀ ମାନେ ଯାହା କରିଛନ୍ତି ନିଶାରେ କରିଛନ୍ତି ଏତ ସେମାନଙ୍କ ପାଇଁ ବାସ ଏଞ୍ଜୋଏମେଣ୍ଟ ହୋଇପାରେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଲିଜା କହିଥିବା ବୟାନ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *