ପୁରୁଣା ରୁ ପୁରୁଣା ଥଣ୍ଡା ସବୁଦିନ ପାଇଁ ଭଲ ହୋଇଯିବ, ବାସ କରନ୍ତୁ ଏହି ଘରୋଇ ଉପଚାର- Home Remedies

ବନ୍ଧୁଗଣ ଆମ ଶରୀରରେ ଥଣ୍ଡା ହେଲେ ଭଲ ହୋଇ ଯାଇଥାଏ କିନ୍ତୁ କଫ ସହଜରେ ଛାଡେ ନାହି । ଯେ କୌଣସି ପ୍ରକାରର ମେଡ଼ିସିନ ର ସେବନ କରିଲେ ବି ଥଣ୍ଡା ଶରୀରରେ ସର୍ବଦା ରହିଥାଏ । ଥଣ୍ଡା ଦୂର କରିବା ପାଇଁ ବ୍ୟକ୍ତି ଅନେକ ପ୍ରକାରର ଔଷଧ ଖାଇଥାଏ ଯାହା ଆମ ଶରୀର ପାଇଁ କ୍ଷତିକାରକ ମଧ୍ୟ ହୋଇଥାଏ । ଏମିତିକି ମେଡ଼ିସିନ ପ୍ରଭବରେ ଶରୀରରେ ବହୁତ ପ୍ରକାରର ସାଇଡ ଇଫେକ୍ଟ ବି ପଡିଥାଏ । ଥଣ୍ଡା ବା କଫ ଦୂର କରିବା ଆପଣ ଆଜି ଆମେ ଆପଣଙ୍କ ପାଇଁ ଏକ ଘରୋଇ ପ୍ରାକୃତିକ ଉପଚାର ନେଇ ଆସିଛୁ ଯାହା ବିଷୟରେ ଆସନ୍ତୁ ବିସ୍ତାର ଭାବେ ଜାଣିବା ।

ବନ୍ଧୁଗଣ ଏଥିପାଇଁ ଆପଣଙ୍କୁ ଆବଶ୍ୟକ ପଡିବ ରସୁଣ ଯାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ । କଫ ବା ଥଣ୍ଡା ଦୂର କରିବା ପାଇଁ ରସୁଣ ବହୁତ ଲାଭଦାୟକ ଅଟେ । ରସୁଣ ବହୁତ ଗରମ ହୋଇଥାଏ ଶରୀର ପାଇଁ । ଏବେ ଆପଣ ରସୁଣ ର ସବୁ ଚୋପା କାଢି ଦିଅନ୍ତୁ । ଏହାକୁ ଭଲ ଭାବେ ଭାଜୀ ଦିଅନ୍ତୁ । ଆପଣ ଏହି ରସୁଣ ପାଖୁଡାକୁ ସେତେ ଯାଏଁ ଭଜନ୍ତୁ ଯେବେ ଯାଏଁ ଏହା ସଂପୂର୍ଣ୍ଣ କଳା ନ ପଡିଛି । ଏବେ ଆପଣ ଏହାକୁ ଏକ ପାତ୍ର ରେ କାଢି ଆଣନ୍ତୁ । ଏହା ସଂପୂର୍ଣ୍ଣ ଭାବେ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ ।

ଏବେ ଆପଣ ଏହାର ପାଉଡର ବା ଗୁଣ୍ଡ ପ୍ରସ୍ତୁତ କରନ୍ତୁ । ଅଳ୍ପ ବହୁତ ରସୁଣ କଞ୍ଚା ରହିପାରେ କିନ୍ତୁ ବ୍ୟସ୍ତ ହେବାର କିଛି କଥା ନାହି । ଆପଣ ରସୁଣ କୁ ଭଲ ଭାବେ ଭାଜି ଥିଲେ ଏହାର ପାଉଡର ଫାଇନ ଆସିବ । ବହୁ ପୁରାତନ କାଳରୁ ଏହାର ପ୍ରୟୋଗ ହୋଇ ଆସୁଛି । ଏଥିପାଇଁ ଦ୍ଵିତୀୟ ସମାଗରୀ ର ଆବଶ୍ୟକ ହେଉଛି ମହୁ ଯାହା ଆପଣଙ୍କୁ ବହୁତ ସହଜରେ ମିଳିଯିବ । ଶରୀର ପାଇଁ ମହୁ ବହୁତ ଗରମ ହୋଇଥାଏ । ଏହା ଥଣ୍ଡା କାଶ କଫ ଦୂର କରିବା ପାଇଁ ବିଷେଶ ସହାୟକ ହୋଇଥାଏ । ଆପଣ ରସୁଣ ଗୁଣ୍ଡ ରେ ୫୦ ଗ୍ରାମ ମହୁ କୁ ମିଶାଇ ଭଲ ଭାବେ ମିଶ୍ରଣ କରନ୍ତୁ ।

ଆପଣ ଚାହିଁଲେ ଏଥିରେ ଆହୁରି ମହୁ ଆଡ କରି ପାରିବେ । ତେବେ ଯଦି ଆପଣ ବଡ ଲୋକ ଅଟନ୍ତି ତେବେ ଅଳ୍ପ ଏହି ମିଶ୍ରର ସେବନ କରି ପାରିବେ । ଯଦି ୬ ବର୍ଷର ଶିଶୁ ହୋଇଥିବେ ତେବେ ହାତ ରେ ଟିକେ ନେଇ ତାଙ୍କୁ ଦେଇ ପାରିବେ । ଏହାକୁ ଆପଣ କାଚ ଜାର ରେ ଷ୍ଟୋର କରି ରଖି ପାରିବେ । ଆପଣ ମାନେ ଥରେ ଏହି ମିଶ୍ରର ପ୍ରୟୋଗ କରି ଦେଖନ୍ତୁ ।

ଦେଖିବେ ନିଶ୍ଚୟ ଥଣ୍ଡା ବା କଫ ବହୁତ ଜଲ୍ଦି ଦୂର ହୋଇଯିବ । ଆପଣଙ୍କର ଯେତେ ପୁରୁଣା ଥଣ୍ଡା ହୋଇଥିଲେ ଏହି ରେମେଡି ର ପ୍ରୟୋଗ କରିବା ମାତ୍ରେ ତୁରନ୍ତ ଭଲ ହୋଇଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସ ଟି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *