ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ଭାରତରେ ଳିଙ୍ଗ ଯାଞ୍ଚ ଆଇନ ବିରୂଦ୍ଧ ଅଟେ, ତେବେ ପେଟରେ ଥିବା ଛୁଆ ଝିଅ ବା ପୁଅ ଏହା ଜାଣିବାର ଇଛା ସମସ୍ତଙ୍କୁ ହୋଇଥାଏ କିନ୍ତୁ ଏହା ଯାଞ୍ଚ କରାଇବା ଆଇନ ବିରୁଦ୍ଧ ଅଟେ । ଆପଣଙ୍କୁ କେବେ ବି ଏମିତି କାମ କରିବା ଉଚିତ ନୁହ, ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା ବୈଜ୍ଞାନିକ ମାନଙ୍କ ଦ୍ଵାରା ପ୍ରମାଣିତ ।
ତେବେ ଏହି କଥା ଗୁଡିକ ଶୁଣା ଅଶୁଣା କଥା ନୁହ ଏହା ସତ କଥା ଅଟେ ସେଥିପାଇଁ ଧ୍ୟାନ ଦେଇ ଶୁଣନ୍ତୁ ଓ ଏହି ୮ଟି ଜିନିଷ ବ୍ୟବହାର ମଧ୍ୟ କରନ୍ତୁ ଦେଖିବେ ପୁଅ ଜନ୍ମ ହବ । ଆପଣଙ୍କୁ ପ୍ଲାନିଙ୍ଗ କରିବା ଆଗରୁ ନିଜ ସ୍ଵାମୀକୁ ଏହି ସବୁ ଖାଦ୍ଯ ସେବନ କରେଇବାକୁ ହବ ।

୧. ଫୋର୍ଟିଫାଏଡ ଫୁଡ :
ତେବେ ଆପପନ ଭାବୁଥିବେ ଫୋର୍ଟିଫାଏଡ ଫୁଡ କଣ ହୋଇଥାଏ, ଫୋର୍ଟିଫାଏଡ ଫୁଡ ତାହା ହୋଇଥାଏ ଯେଉଁଥିରେ ଏକ୍ସଟ୍ରା ନ୍ୟୁଟ୍ରିସନ ବିଟାମିନ୍ସ ମିନିରଲ୍ସ ଏଡ କରା ଯାଇଥାଏ ଯେମିତିକି କର୍ନ ଫ୍ଲେକ୍ସ, ଓଟ୍ସ, ବ୍ରାଉନ ବ୍ରେଡ, ଇତ୍ୟାଦି ଜିନିଷ ଏହା ଦ୍ଵାରା ଆପଣଙ୍କୁ ଅଧିକ ମାତ୍ରାରେ ବିଟାମିନ୍ସ ଓ ମିନିରଲ୍ସ ପ୍ରାପ୍ତ ହୋଇଥାଏ । ତେବେ ଏହି ଭଳି ଖାଦ୍ଯ ଦ୍ଵାରା ନର ସାକ୍ରାଣୁ ଭଲ ବାତାବରଣ ପାଇଥାନ୍ତି ଯାହା ଦ୍ଵାରା ପୁଅ ହବାର ସମ୍ଭାବନା ବଢିଥାଏ ।

୨. କଦଳୀ :
ଯଦି ଆପଣଙ୍କୁ ପୁଅ ଆବଶ୍ୟକ ଅଟେ, ତେବେ ଆପଣ ନିଜ ସ୍ଵାମୀକୁ ଦୁଇ କଦଳୀ ପ୍ରତିଦିନ ଖାଇବାକୁ ଦିଅନ୍ତୁ ପାଚିଲା କଦଳୀରେ ଭରପୁର ମାତ୍ରାରେ ପୋଟାସିୟମ ହୋଇଥାଏ ଯାହା ଆପଣଙ୍କୁ ପୁତ୍ର ପ୍ରାପ୍ତିରେ ସାହାଜ୍ଯ କରିଥାଏ ।
୩. ଛତୁ :
ଆପଣ ମାନେ ସମସ୍ତେ ଏହା ଜାଣିଛନ୍ତି ଯେ ଛତୁରେ ଭରପୁର ମାତ୍ରାରେ ଭିଟାମିନ ଡି ହୋଇଥାଏ ଯାହା ଶୂକ୍ରାଣୁମାନଙ୍କୁ ଶକ୍ତି ଦେଇଥାଏ ।

୪. ଖଟା ପଦାର୍ଥ :
ଯଦି ଆପଣ ଖଟା ଫଳ ଯେମିତିକି ଅରେଞ୍ଜ, ପାଇନଏପଲ, ବା ଅଙ୍ଗୁର ଖାଉଛନ୍ତି ତେବେ ଆପଣଙ୍କୁ ପୁଅ ହବ ।

୫. ସାର୍ଚ :
ଯଦି ଆପଣ ଷ୍ଟାର୍ଚ ଯୁକ୍ତ ଖାଦ୍ଯ ଖାଆନ୍ତି ଯେମିତିକି ଚାଉଳ, ଆଳୁ ତେବେ ଆପଣଙ୍କ ଶୂକ୍ରାଣୁ ବଢିବାକୁ ଲାଗିଥାନ୍ତି । ଏବଂ ଏହା ଆପଣଙ୍କର ପୁଅ କରାଇବାର ଚାନ୍ସ ବଢାଇଥାଏ ।
୬. ସମୁଦ୍ର ଭୋଜନ :
ତେବେ ସମୁଦ୍ର ମାଛ ଖାଇଲେ ମଧ୍ୟ ଶୂକ୍ରାଣୁ ମାନଙ୍କ ପାଇଁ ସୁବିଧା ହୋଇଥାଏ ଯାହା ଦ୍ଵାରା ପୁଅ ପ୍ରାପ୍ତି ହୋଇପାରେ ।

୭. ଲୁଣି ଖାଦ୍ଯ :
ଯଦି ଆପଣଙ୍କୁ ମିଠା ଜିନିଷ ବହୁତ ପସନ୍ଦ ତେବେ କିଛି ମାସ ପାଇଁ ତା ସେବନ କିଛି କମ କରନ୍ତୁ ଓ ଲୁଣୀ ଜିନିଷ ସେବନ ଅଧିକ କରନ୍ତୁ ଏହା ଦ୍ଵାରା ପୁଅ ହୋଇଥାନ୍ତି କିନ୍ତୁ ଗର୍ଭବତୀ ହବା ପରେ ନିଜେ ଓ ନିଜ ସ୍ତ୍ରୀକୁ ଲୁଣ ମାତ୍ରା କମ କରିବା ପାଇଁ କୁହନ୍ତୁ ନଚେତ ଉଚ୍ଚ ରକ୍ତ ଚାପ ସମସ୍ଯା ମଧ୍ୟ ହୋଇପାରେ ।

୮. ଟମାଟର :
ଯଦି ଆପଣଙ୍କୁ ଜଣା ନାହିଁ ତେବେ ଆମେ ଆପଣଙ୍କୁ ଏହା କହିବାକୁ ଚାହୁଁଛୁ ଯେ ଆପଣଙ୍କୁ ଟମାଟର ସାଲାଡ ହେଉ ବା କଞ୍ଚା ଖାଇବା ଉଚିତ ଏହା ଦ୍ଵାରା ମଧ୍ୟ ଶୂକ୍ରାଣୁ ବଢିବାକୁ ଲାଗିଥାନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।