ରାମାୟଣ ପ୍ରଶ୍ନ – କିଏ ପ୍ରଭୁ ରାମଚନ୍ଦ୍ର ଙ୍କୁ ଅଇଁଠା କୋଳି ଖାଇବାକୁ ଦେଇଥିଲେ ?

ବନ୍ଧୁଗଣ ଆଜି କାଲିର ବ୍ୟକ୍ତିଙ୍କର ଜୀବନ ବହୁତ ବ୍ୟସ୍ତ ବହୁଳ ହୋଇ ପଡିଲାଣି । ହେଲେ ସେହି ମଧ୍ୟରେ ବି ବ୍ୟକ୍ତି ନିଜ ମନକୁ ଖୁସି କରି ନିଜ ଜୀବନର ଚଲା ପଥରେ ଆଗେଇ ଚାଲିଛି । ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ।

1- ରାବଣ ର ଅନ୍ତିମ ସଂସ୍କାର କିଏ କରିଥିଲେ ?

ଉତ୍ତର- ବିଭୀଷଣ ।

2- କେଉଁ ଦିନରେ ପ୍ରଭୁ ଶ୍ରୀରାଚନ୍ଦ୍ର ରାବଣ କୁ ପରାସ୍ତ କରି ରବଣ ଠାରୁ ବିଜୟ ଲାଭ କରିଥିଲେ ?

ଉତ୍ତର- ଦଶମୀ ।

3- ଲଙ୍କା କାହା ଦ୍ଵାରା ନିର୍ମାଣ କରା ଯାଇଥିଲା ?

ଉତ୍ତର- ବିଶ୍ଵକର୍ମା ।

4- ରାଜା ଦଶରଥଙ୍କର ତିନି ରାଣୀ ଗର୍ଭବତୀ ହେବା ପାଇଁ କଣ ଖାଇଥିଲେ ?

ଉତ୍ତର- ଚରୁ ଅନୁ ।

5- ରାବଣର ସମୁଦାୟ କେତୋଟି ବାହୁ ଅଟେ ?

ଉତ୍ତର- 20 ।

6- ପ୍ରଭୁ ଶ୍ରୀରାମଚନ୍ଦ୍ର ଜନ୍ମ ହେବା ପୂର୍ବରୁ କେତେ ମାସ ଯାଏଁ ମାତାଙ୍କ ଗର୍ଭରେ ଥିଲେ ?

ଉତ୍ତର- 12 ମାସ ।

7- ଲବଣାସୂରକୁ କିଏ ବଦ୍ଧ କରିଥିଲେ ?

ଉତ୍ତର- ଶତ୍ରୁଘ୍ନ ।

8- ସହସ୍ରାର୍ଜୁନ କେଉଁ ସ୍ଥାନରେ ରାଜା ଥିଲେ ?

ଉତ୍ତର- ମହିଷ୍ମତୀ ।

9- ଦେବତା ମାନଙ୍କର ସେନାପତି କିଏ ଥିଲେ ?

ଉତ୍ତର- କାର୍ତ୍ତିକେୟ ।

10- କେଉଁ ସ୍ତୋତ୍ରଟି ରାବଣ ଦ୍ଵାରା ରଚନା କରାଯାଇଥିଲା ?

ଉତ୍ତର- ଶିବ ତାଣ୍ଡବ ସ୍ତୋତ୍ର ।

11- ଭଗବାନଙ୍କ ବିଶୁଣୁ ଙ୍କ ଅବତାର କିଏ ଅଟନ୍ତି ?

ଉତ୍ତର- ପର୍ଶୁରାମ ।

12- ଗାୟତ୍ରୀ ମନ୍ତ୍ର କିଏ ରଚନା କରିଥିଲେ ?

ଉତ୍ତର- ବିଶ୍ଵାମିତ୍ର ।

13- ନାରାୟଣ ନାରାୟଣ ଜପ କରିବାରେ କିଏ ପ୍ରସିଦ୍ଧ ଅଟନ୍ତି ?

ଉତ୍ତର- ନାରଦ ।

14- ରାଜା କନକ କ୍ଷେତ୍ରରେ ହଳ କରୁଥିବା ସମୟରେ କାହାକୁ ପାଇଥିଲେ ?

ଉତ୍ତର- ସୀତା ।

15- ସେହି ଅସୁରଟିର ନାମ କଣ ଯିଏ କି ଜନ୍ମ ହେବା କ୍ଷଣକେ ହିଁ ହଜାର କଣ ଲୋକଙ୍କୁ ଗିଳି ଦେଇଥିଲା ?

ଉତ୍ତର- କୁମ୍ଭକର୍ଣ୍ଣ ।

16- କେଉଁ ରୁଷି କ୍ରୋଧରେ ଗଙ୍ଗାର ସମସ୍ତ ଜଳକୁ ପାନ କରି ଦେଇଥିଲେ ?

ଉତ୍ତର- ଯାଜ୍ଞବଲ୍କ୍ଯ ।

17- ରାବଣ କେଉଁ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ନିଜର ଦଶ ମୁଣ୍ଡ କାଟି ଦେଇଥିଲା ?

ଉତ୍ତର- ବ୍ରହ୍ମା ।

18- ବଜ୍ର ଅସ୍ତ୍ର ଟି କେଉଁ ରୁଷିଙ୍କର ହାଡରେ ତିଆରି ହୋଇଥିଲା ?

ଉତ୍ତର- ଦଧିଚ ।

19- କେଉଁ ବାନର ନିଜର ପ୍ରତିବିମ୍ବକୁ ପାଣିରେ ଦେଖି ଲଢେଇ କରିବାକୁ ଡେଇଁ ପଡିଥିଲେ ?

ଉତ୍ତର- ରୁକ୍ଷରାଜ ।

20- କିଏ ପ୍ରଭୁ ରାମଚନ୍ଦ୍ର ଙ୍କୁ ଅଇଁଠା କୋଳି ଖାଇବାକୁ ଦେଇଥିଲେ ?

ଉତ୍ତର- ଶବରୀ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *