କେଉଁ ପତ୍ର ଖାଇବା ଦ୍ଵାରା ମସ୍ତିସ୍କ ତେଜ ହୋଇଥାଏ ? 20+ GK with answers

ବନ୍ଧୁଗଣ ଆଜି କାଲିର ବ୍ୟକ୍ତିଙ୍କର ଜୀବନ ବହୁତ ବ୍ୟସ୍ତ ବହୁଳ ହୋଇ ପଡିଲାଣି । ହେଲେ ସେହି ମଧ୍ୟରେ ବି ବ୍ୟକ୍ତି ନିଜ ମନକୁ ଖୁସି କରି ନିଜ ଜୀବନର ଚଲା ପଥରେ ଆଗେଇ ଚାଲିଛି । ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି ।

ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ତେବେ ଆଉ ସମୟକୁ ବିଳମ୍ବ ନ କରି ଚାଲନ୍ତୁ ସେହି ମଜାଳିଆ କଥା ଆଲୋଚନା କରି ନେବା ।

1- ଭାରତରେ ସବୁଠୁ ଅଧିକ ଚାଲୁଥିବା ଫିଲ୍ମ ର ନାମ କଣ ?

ଉତ୍ତର- ସୋଲେ ।

2- ମୋଦୀ ଜୀ ନୋଟ ବନ୍ଦୀ ଘୋଷଣା କେଉଁ ବର୍ଷ କରିଥିଲେ ?

ଉତ୍ତର- 2016 ।

3- ମଣିଷର ସବୁଠୁ ବଡ ଶତ୍ରୁ କେଉଁ ଜୀବ ଅଟେ ?

ଉତ୍ତର- ମଶା ।

4- ପୃଥିବୀରେ ମୋଟ କେତୋଟି ମହାସାଗର ଅଛି ?

ଉତ୍ତର- 5ଟି ।

5- ଓଟ ପରେ କେଉଁ ପ୍ରାଣୀ ସବୁଠୁ କମ ପାଣି ପିଇଥାଏ ?

ଉତ୍ତର- ମୂଷା ।

6- କେଉଁ ରଙ୍ଗ ଶାନ୍ତିର ପ୍ରତୀକ ହୋଇଥାଏ ?

ଉତ୍ତର- ଧଳା ।

7- ଏମିତି କେଉଁ ଜୀବ ଅଛି ଯିଏ ମଣିଷର ରକ୍ତ ପିଇଥାଏ ?

ଉତ୍ତର- ମଶା ।

8- ବିବାହ ଆରମ୍ଭ କରିବା ଓ ସନ୍ଧାନ କରିବା କେଉଁ ଦେଶ କରିଥିଲା ?

ଉତ୍ତର- ଭାରତ ।

9- ତାଜମହଲରେ ମୋଟ କେତୋଟି ରୁମ ଅଛି ?

ଉତ୍ତର- 120 ଟି ।

10- କେଉଁ ଦେଶରେ ଦୁଇଟି ଛୁଆ ହେଲେ ସରକାରୀ ଚାକିରି ମିଳେ ନାହିଁ ?

ଉତ୍ତର- ଚୀନ ।

11- ଭାରତରେ ସବୁଠୁ ଅଧିକ କେଉଁ ତେଲର ବ୍ୟବହାର ହୋଇଥାଏ ?

ଉତ୍ତର- ସୋରିଷ ତେଲ ।

12- କେଉଁ ମାଛ ଯିଏ ପବନରେ ଉଡିପାରେ ?

ଉତ୍ତର- ଗରନାଇ ମାଛ ।

13- ଭାରତରେ ପ୍ରଥମ କମ୍ପ୍ୟୁଟର କେଉଁ ଠାରେ ଲଗା ଯାଇଥିଲା ?

ଉତ୍ତର- ବାଙ୍ଗାଲୋର ।

14- କେଉଁ ଦେଶରେ ଗୋଟେ ବି ନଦୀ ନାହିଁ ?

ଉତ୍ତର- ସାଉଦି ଆରବ ।

15- ଘିଅର ଦୀପ ଜଳାଇବା ଏହାର ଅର୍ଥ କଣ ?

ଉତ୍ତର- ଖୁସି ମନାଇବା ।

16- ପାକିସ୍ତାନର ରାଷ୍ଟ୍ରୀୟ ଖେଳର ନାମ କଣ ?

ଉତ୍ତର- ହକି ।

17- ଅଶୋକ ଚକ୍ରରେ କେତୋଟି ଚକ୍ର ଥାଏ ?

ଉତ୍ତର- 24 ।

18- କେଉଁ ଫଳର ବୀଜ ଫଳ ର ବାହାରେ ଥାଏ ?

ଉତ୍ତର- କାଜୁ ।

19- କେଉଁ ରାଜା ନିଜ ମା ଙ୍କ ସହ ବିବାହ କରିଥିଲେ ?

ଉତ୍ତର- ଓଡୋପସ ।

20- କେଉଁ ପତ୍ର ଖାଇବା ଦ୍ଵାରା ମସ୍ତିସ୍କ ତେଜ ହୋଇଥାଏ ?

ଉତ୍ତର- ସଜନା ପତ୍ର ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *