ରାମାୟଣ ଜଡିତ କିଛି ଜଣା ଅଜଣା ପ୍ରଶ୍ନ ଓ ଏହାର ଉତ୍ତର, ପ୍ରଶ୍ନ- ଶ୍ରୀରାମଙ୍କର ଧନୁ ର ନାମ କଣ ? ଏହା ସହ ଆହୁରି 15+ GK Quiz… ଉତ୍ତର ଜାଣିଥିଲେ ନିଶ୍ଚୟ କମେଣ୍ଟ କରନ୍ତୁ

ନମସ୍କାର ବନ୍ଧୁଗଣ । ସାଧାରଣତଃ ମଣିଷ ତା ଦୈନନ୍ଦିକ ଜୀବନରେ କିଛି ନା କିଛି ଶିଖିବାକୁ ପାଇଥାଏ । ତେବେ ଆଜିର ଏହି କାର୍ଯ୍ୟକ୍ରମ ରେ ଆପଣ ମାନେ ଅନେକ ଗୁଡାଏ ଅସାଧାରଣ ଜ୍ଞାନର ଭଣ୍ଡାରକୁ ଗ୍ରହଣ କରିବେ । ଯାହାକୁ ଆମେ ଅନେକ କ୍ଷେତ୍ରରେ ବିନିଯୋଗ କରି ନିଜର ଜ୍ଞାନର ବ୍ୟବହାର କରିପାରିବ । ତେବେ ଏଭଳି ମଜାଦାର ପ୍ରଶ୍ନମାଳା ନେଇ ଆସିଛୁ ଆପଣଙ୍କ ସାମ୍ନାକୁ ।

ଯଦି ଆପଣ ଏହାର ଉତ୍ତର ଜାଣନ୍ତି ତେବେ କମେଣ୍ଟ ମାଧ୍ୟମରେ ଆମକୁ ଜଣାଇ ପାରିବେ । ଆପଣ ମାନେ ରାମାୟଣ ବିଷୟରେ ନିଶ୍ଚୟ ଜାଣିଥିବେ । ରାମାୟଣ ସହ ଜଡିତ ଅନେକ ପୋରାଣିକ କଥାମାନ ରହିଛି ଯାହା ଅନେକ ଲୋକ ଜାଣି ନ ଥିବେ । ରାମାୟଣ ରେ ଘଟିଥିବା ସମସ୍ତ ଘଟଣାମାନ ବିଷୟରେ ଜାଣିବା ସମସ୍ତଙ୍କ ପାଇଁ ଜରୁରୀ ଅଟେ ।

ତେବେ ଆଜୀ ଆମେ ଆପଣ ମାନଙ୍କୁ ରାମାୟଣ ସହ ଜଡିତ କିଛି କଥାମାନ କହିବାକୁ ଯାଉଛୁ । ଯାହା ପାଠ ପଢୁଥିବା ପିଲାଙ୍କ କ୍ଷେତ୍ରରେ ନିଶ୍ଚୟ ଲାଗୁ ହେବ । ତେବେ ଆସନ୍ତୁ ଜାଣିବା ରାମାୟଣ ବିଷୟ ବସ୍ତୁ ଆଧାରିତ କିଛି ଜଣା ଅଜଣା ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ ।

1- ହନୁମାନ ସୀତା ଙ୍କୁ ଖୋଜିବା ପାଇଁ ଗଲା ବେଳେ ରାମ ଙ୍କ ଠାରୁ କଣ ନେଇଥିଲେ ?

ଉତ୍ତର- ମୁଦ୍ରିକା ।

2- ଅଗସ୍ତ୍ୟ ମୁନି ନହୁଷ ଙ୍କୁ କି ଅଭିଶାପ ଦେଇଥିଲେ ?

ଉତ୍ତର- ସାପ ହୋଇଯାଅ ।

3- ବ୍ରହ୍ମହତ୍ୟା ପାପ ରୁ ଇନ୍ଦ୍ର କିପରି ମୁକ୍ତି ପାଇଲେ ?

ଉତ୍ତର- ଅଶ୍ଵମେଧ ଯଜ୍ଞ କରି ।

4- ସୀତା ଙ୍କୁ ଅମ୍ଳାନ ବସ୍ତ୍ର କିଏ ପ୍ରଦାନ କରିଥିଲେ ?

ଉତ୍ତର- ଅନସୂୟା ।

5- ଜଟାୟୁ ର ବଡ ଭାଇ କିଏ ?

ଉତ୍ତର- ସମ୍ପାତି ।

6- ରାମଚନ୍ଦ୍ରଙ୍କର କୁଳଗୁରୁ ଙ୍କ ନାମ କଣ ?

ଉତ୍ତର- ବଶିଷ୍ଠ ।

7- କେଉଁ ଅସୁର ସୁନା ହରିଣୀ ରୂପରେ ସୀତା ଙ୍କ ନିକଟକୁ ଆସିଥିଲା ?

ଉତ୍ତର- ମାରିଚ ।

8- ଜାନକୀ ବା ସୀତା ଙ୍କର ମାତା ଙ୍କ ନାମ କଣ ?

ଉତ୍ତର- ସୁନୟନା ।

9- ହନୁମାନ କାହା ଠାରୁ ରୂପ ପରିବର୍ତ୍ତନ କରିବାର ଶକ୍ତି ପାଇଥିଲେ ?

ଉତ୍ତର- ବ୍ରମ୍ହା ।

10- ହନୁମାନ ଜୀ ଙ୍କ ଗୁରୁ କିଏ ଥିଲେ ?

ଉତ୍ତର- ସୂର୍ଯ୍ୟଦେବ ।

11- ହନୁମାନ ଜୀ ଙ୍କ ମାତା ଙ୍କ ନାମ କଣ ?

ଉତ୍ତର- ଅଞ୍ଜନା ।

12- ବଶିଷ୍ଠ ଙ୍କ ସ୍ତ୍ରୀ ଙ୍କ ନାମ କଣ ?

ଉତ୍ତର- ଅରୁନ୍ଧତୀ ।

13- ଇନ୍ଦ୍ରଜିତ କୁ କିଏ ବଦ୍ଧ କରିଥିଲେ ?

ଉତ୍ତର- ଲକ୍ଷ୍ମଣ ।

14- ରାମ ଲକ୍ଷ୍ମଣ ଙ୍କ ନାଗ ସାପ ବନ୍ଧନ ରୁ କିଏ ମୁକ୍ତି କରିଥିଲେ ?

ଉତ୍ତର- ଗରୁଡ ।

15- ଶ୍ରୀରାମ କୁମ୍ଭକର୍ଣ୍ଣ କୁ ମାରିବା ବେଳେ କେଉଁ ଧନୁ ବ୍ୟବହାର କରିଥିଲେ ?

ଉତ୍ତର- ସାରଙ୍ଗ ଧନୁ ।

16- ଶ୍ରୀ ରାମଙ୍କର ଧନୁର ନାମ କଣ ?

ଉତ୍ତର- କୋଦଣ୍ଡ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *