ଏହି 7ଟି ସ୍ଵପ୍ନ ସର୍ବଦା ଗୁପ୍ତ ରଖନ୍ତୁ, ଭୁଲରେ ବି ଏହି ସ୍ଵପ୍ନ ବିଷୟରେ ଅନ୍ୟକୁ କୁହନ୍ତି ନାହିଁ ନଚେତ ଏହାର ଫଳ ସମାପ୍ତ ହୋଇ ଯାଇଥାଏ ।

ବନ୍ଧୁଗଣ ସ୍ଵପ୍ନ ଆମେ ତାହାକୁ କହିଥାଉ ଯାହା ଶୋଇବା ପରେ ଆମେ ଦେଖିଥାଉ । ପ୍ରାଚୀନ କାଳରୁ ସ୍ଵପ୍ନ ସହ ଯଦିର ଅନେକ ପ୍ରମାଣ ରହିଛି । ପ୍ରାଚୀନ କାଳରେ ମୁନି ରୁଷି ମାନେ ସ୍ଵପ୍ନ କୁ ଭ୍ରମ ମାନୁ ନ ଥିଲେ । ତାଙ୍କ ଅନୁସାରେ ସ୍ଵପ୍ନ ରେ ଆମ ଜୀବନ ସହ ଅନେକ ଗୁପ୍ତ ରହସ୍ୟ ଯୋଡି ହୋଇ ରହିଛି । ଯାହାକୁ ସଠିକ ଦୃଷ୍ଟିରେ ଦେଖିଲେ ଜଣା ପଡିଥାଏ । ଆଜି ଆମେ ଆପଣଙ୍କୁ କହିବୁ ଏମିତି 7ଟି ସ୍ଵପ୍ନ ବିଷୟରେ ଯାହାକୁ ସର୍ବଦା ଗୁପ୍ତ ରହିବା ଉଚିତ ।

ଏହି ସବୁ ସ୍ଵପ୍ନ ଅନ୍ୟ ଆଗରେ ପ୍ରକାଶ କରିବା ଦ୍ଵାରା ଏହାର ଫଳ ସଋ ଯାଇଥାଏ । 1- ସ୍ଵପ୍ନରେ ମୃତ୍ୟୁକୁ ଦେଖିବା : ଶାସ୍ତ୍ର ଅନୁଯାୟୀ ଯଦି କୌଣସି ବ୍ୟକ୍ତି ସ୍ଵପ୍ନରେ ମୃତ୍ୟୁ ଦେଖୁଛନ୍ତି ତେବେ ଶୁଭ ହୋଇଥାଏ । ଯେଉଁ ବ୍ୟକ୍ତିଙ୍କ ମୃତ୍ୟୁ ସ୍ଵପ୍ନରେ ଦେଖାଯାଏ ତାର ଆୟୁ ବୃଦ୍ଧି ପାଇଥାଏ । ଏଭଳି ବ୍ୟକ୍ତିଙ୍କ ଗୁରୁତ୍ଵ ଜୀବନରେ ବଢିଥାଏ । କିନ୍ତୁ ଏହି ସ୍ଵପ୍ନ ବିଷୟରେ ଅନ୍ୟକୁ କହିବା ଉଚିତ ନୁହେଁ ।

2- ସ୍ଵପ୍ନରେ ଦେବୀ ଲକ୍ଷ୍ମୀଙ୍କ ଚରଣ ଦର୍ଶନ : ଯଦି ସ୍ଵପ୍ନରେ ମା ଲକ୍ଷ୍ମୀଙ୍କ ଚରଣ ଦେଖାଯାଏ ଓ କୌଣସି ବ୍ୟକ୍ତି ଏହାର ପିଛା କରୁଥାଏ ତେବେ ଅତ୍ୟନ୍ତ ଶୁଭ ସ୍ଵପ୍ନ ହୋଇଥାଏ । ଏହାର ଅର୍ଥ ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବା ସହ ନିକଟ ଭବିଷ୍ୟତରେ ଅଧିକ ଧନ ସମ୍ପତି ପ୍ରାପ୍ତ ହେବ । ତେଣୁ ଏହି ସ୍ଵପ୍ନ ବିଷୟରେ କାହାକୁ କହିବା ଉଚିତ ନୁହେଁ ।

3- ସ୍ଵପ୍ନରେ ନିଜକୁ ଫୁଲମାଳା ପିନ୍ଧିବାର ଦେଖିଲେ : ଶାସ୍ତ୍ର ଅନୁଯାୟୀ ବ୍ୟକ୍ତି ନିଜକୁ ଫୁଲମାଳା ପିନ୍ଧିବାର ସ୍ଵପ୍ନରେ ଦେଖିଲେ ଅଦଭୂତ ଫଳ ଦେବାର ସଂକେତ ହୋଇଥାଏ । ଏହା ଶତ୍ରୁ ଉପରେ ବିଜୟର ପ୍ରତୀକ ଅଟେ । ଏହି ସ୍ଵପ୍ନ ଦେଖିବା ପରେ ଆଉ ଶୋଇବା କି ଅନ୍ୟ ଆଗରେ କହିବା ଉଚିତ ନୁହେଁ ।

4- ସ୍ଵପ୍ନରେ ହାତୀ ଦେଖିବା : ହାତୀକୁ ବହୁତ ଶୁଭ ମାନାଯାଏ । ଯଦି କୌଣସି ବ୍ୟକ୍ତି ସ୍ଵପ୍ନରେ ହାତୀ ଦେଖୁଛନ୍ତି ବା ହାତୀ ଉପରେ ବସି ବୁଲୁଛନ୍ତି ତେବେ ଏହା ରାଜା ପଦ ପାଇବାର ସଂକେତ ଅଟେ । ଏହି ସ୍ଵପକୁ ଦେଖୁଥିବା ବ୍ୟକ୍ତି ଅଧା ସମ୍ପତି ଅର୍ଜିତ କରିବା ସହ କୀର୍ତ୍ତି ହାସଲ କରିଥାଏ । ଏହି ସ୍ଵପ୍ନ ବିଷୟରେ କାହାକୁ କହିଲେ ଏହାର ପରିଣାମ ମିଳେ ନାହିଁ ।

5- ସ୍ଵପ୍ନରେ ସାପ ଦେଖିବା : ଯଦି ସ୍ଵପ୍ନରେ ଏକାଧିକ ସାପ ବା ବ୍ୟକ୍ତି ନିଜକୁ ସାପ ଘେରରେ ପାଇବାର ଦେଖିଥାଏ ବା ସାପ କାମୁଡିବାକୁ ଚେଷ୍ଟା କରୁଥାଏ ତେବେ ଭବିଷ୍ୟତରେ ଧନ ସମ୍ପତି ପ୍ରାପ୍ତ ହେବାର ସଂକେତ ହୋଇଥାଏ । ଏହା ଭୁଲରେ କାହାକୁ କୁହନ୍ତୁ ନାହିଁ ।

6- ସ୍ଵପ୍ନରେ ଗାଈ ଦେଖିବା : ଯଦି କୌଣସି ବ୍ୟକ୍ତି ସ୍ଵପ୍ନରେ ଗାଈ ଦର୍ଶନ କରିଥାଏ ଶୁଭ ସଂକେତ ହେବ ସହ ସୁଖ ସମୃଦ୍ଧିର ପ୍ରତୀକ ହୋଇଥାଏ ।

7- ସ୍ଵପ୍ନରେ ଘୋଡା ଦେଖିବା : ସ୍ଵପ୍ନରେ ଘୋଡା ଦୌଡିବାର ବା ନିଜକଲୁ ଘୋଡା ଉପରେ ବସିବାର ଦେଖନ୍ତି ଭାଗ୍ୟ ବଦଳିବାର ସଂକେତ ଅଟେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *