ରାତି ରେ ତୁଳସୀ ଗଛ ପାଖରେ ଚୁପଚାପ ରଖି ଦିଅନ୍ତୁ ଏହି ଗୋଟେ ଜିନିଷ ଦେଖିବେ ଚମତ୍କାର..

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ଜୀବନରେ ଟଙ୍କା ପଇସା ରୋଜଗାର କରିବାକୁ ଇଚ୍ଛା ରହିଥାଏ । ଏଥିପାଇଁ ସେ ଦିନ ରାତି ପରିଶ୍ରମ ମଧ୍ୟ କରିଥାଏ । କିନ୍ତୁ ଅନେକ ଥର ଏମିତି ହୋଇଥାଏ କି ମଣିଷ ଦ୍ଵାରା କରା ଯାଇଥିବା ପରିଶ୍ରମ ବିଫଳ ହୋଇଥାଏ । ଏହାର କାରଣ ହୋଇଥାଏ ବ୍ୟକ୍ତି କରୁଥିବା କର୍ମ । ଆଜି ଆମେ ଜାଣିବା ଏମିତି ଏକ ଉପାୟ ବିଷୟରେ ଯାହାକୁ କରିବା ପରେ ଆପଣଙ୍କ ଗୃହରେ ଧନର ବର୍ଷା ହେବ । ଏହି ଉପାୟ ଟି ତୁଳସୀ ଗଛ ସହ ଜଡିତ ଅଟେ ।

ହିନ୍ଦୁ ଧର୍ମ ରେ ତୁଳସୀ ଗଛକୁ ବହୁତ ମହତ୍ଵ ଦିଆ ଯାଇଥାଏ । ହିନ୍ଦୁ ଧର୍ମ ରେ ତୁଳସୀ ଗଛ କୁ ଦେବୀ ଭାବେ ପୂଜା କରା ଯାଇଥାଏ । ତୁଳସୀ ଙ୍କୁ ଶ୍ରୀ କୃଷ୍ଣ ଙ୍କ ସ୍ତ୍ରୀ ଭାବେ ପୂଜା କରାଯାଏ । ହିନ୍ଦୁ ଧର୍ମ ଅନୁଯାୟୀ ଯେଉଁ ଘରେ ତୁଳସୀ ଗଛ ଥାଏ ସେହି ଘରେ କେବେ ବି ଗରିବୀ ବା ଦରିଦ୍ରତା ଆସି ନ ଥାଏ । ସେହି ଘରେ ପଜେଟିଭ ଊର୍ଜା ର ସଂଚାର ହୋଇଥାଏ । ହିନ୍ଦୁ ଧର୍ମ ଅନୁଯାୟୀ ତୁଳସୀ ଗଛ କୁ ଘରେ ଲଗାଇବା ଦ୍ଵାରା ଘରକୁ ଖୁସି ହିଁ ଖୁସି ଆସିଥାଏ ।

ତୁଳସୀ ପୂଜା କରିବା ଦ୍ଵାରା ପରିବେଶ ଶୁଦ୍ଧ ରହିଥାଏ । ଏହା ସହ ଆମଦାନୀ ରେ ମଧ୍ୟ ବୃଦ୍ଧି ହୋଇଥାଏ । ହିନ୍ଦୁ ଧର୍ମ ଗ୍ରନ୍ଥ ଅନୁଯାୟୀ ଅନେକ ଲୋକ ନିଜ ଘରେ ତୁଳସୀ ଗଛ ଲଗାଇଥାନ୍ତି । କିନ୍ତୁ କିଛି ଲୋକ ତୁଳସୀ ଗଛର ପୂଜା ବିଧି ବିଧାନ ରେ କରି ନ ଥାନ୍ତି । କେବଳ ଗଛରେ ପାଣି ଢାଳି ଦୀପ ଲଗାଇ ଛାଡି ଦେଇଥାନ୍ତି । କିନ୍ତୁ ବିଧି ବିଧାନ ଅନୁଯାୟୀ ମା ତୁଳସୀ ଙ୍କର ପୂଜା କରିବା ଦ୍ଵାରା ମା ତୁଳସୀ ପ୍ରସନ୍ନ ହୋଇଥାନ୍ତି ।

ମା ତୁଳସୀ ଙ୍କୁ ପ୍ରସନ୍ନ କରିବା ପାଇଁ ଶୁକ୍ରବାର ଦିନ ଏହି ଉପାୟ ଟି କରନ୍ତୁ । ଶୁକ୍ରବାର ଦିନ ରୂପା ସିକା ବା କଏନ କିଣି ଘରକୁ ଆଣନ୍ତୁ । ଏହି ଦିନ ମା ଲକ୍ଷ୍ମୀ ଙ୍କ ଚରଣ ରେ ଏହି ସିକା କୁ ରଖିକି ଦୁଇଟି ଦୀପ ଜଳାନ୍ତୁ । ରୂପାର ସିକା କୁ କୁଙ୍କୁମ ଓ ଚାଉଳ ରେ ପୂଜା କରନ୍ତୁ । ଏହା ପରେ ମା ଲକ୍ଷ୍ମୀ ଙ୍କ ଚରଣ ରୁ ଗୋଟେ ଦୀପ ଆଣି ତୁଳସୀ ଗଛ ପାଖରେ ରଖି ଦିଅନ୍ତୁ ।

ଏହା ସହ ରୂପାର ସିକା କୁ ମଧ୍ୟ ତୁଳସୀ ଗଛ ମୂଳରେ ପୋତି ଦିଅନ୍ତୁ । କିନ୍ତୁ ଗୋଟେ କଥାର ଧ୍ୟାନ ରଖିବେ ଯେମିତି ଏହି ଉପାୟ କରିବା ସମୟରେ ଆପଣଙ୍କୁ କେହି ନ ଦେଖିବେ । ଏହି ଉପାୟ ମା ତୁଳସୀ ଙ୍କର ପୂଜା କରିବେ । ଏହି ଉପାୟ କରିଲେ ଘରେ କେବେ ବି ଧନ ସମ୍ପତି ର ଅଭାବ ହେବ ନାହିଁ । କେବେ ବି ଘରକୁ ଗରିବି ଆସିବ ନାହିଁ । ସବୁ କାମରେ ସଫଳତା ମିଳିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ଶେୟର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *