ବିରାଟ କୋହଲି ଙ୍କ ସମ୍ପତି ଜାଣିଲେ ଆଶ୍ଚର୍ଯ୍ୟ ହେବେ !

ବନ୍ଧୁଗଣ ଭାରତୀୟ କ୍ରିକେଟ ଟିମ ର ଖେଳାଳି ବିରାଟ କୋହଲି ଙ୍କୁ କିଏ ବା ନ ଜାଣେ । ଇଣ୍ଟର ନ୍ୟାସନାଲ କ୍ରିକେଟ ଟିମ ର ନମ୍ବର ୱାନ ବ୍ୟାଟ୍ସମ୍ୟାନ ହେଉଛନ୍ତି ବିରାଟ । ସେ କ୍ବେଳ ଭାରତରେ ପରିଚିତ ନୁହନ୍ତି ବିଶ୍ଵ ରେ ମଧ୍ୟ କୋଣ ଅନୁକୂଳରେ ସେ ପରିଚିତ ଅଟନ୍ତି । ବିଶ୍ଵ ରେ ସବୁଠାରୁ ଅଧିକ ଟଙ୍କା ଇନକମ କରୁଥିବା ପ୍ଲେୟାର ହେଉଛନ୍ତି ବିରାଟ କୋହଲି । ଆଜି ଆମେ ଜାଣିବା ବିରାଟ କୋହଲି ଙ୍କ ସମ୍ପତି ବିଷୟରେ ଯାହା ଆପଣ କେବେ ପୂର୍ବରୁ ଜାଣି ନ ଥିବେ ।

ବିରାଟ ଙ୍କ ଡାକ ନାଁ ହେଉଛି ଚିକୁ । ସେ 2013 ରୁ ଇଣ୍ଡିଆନ ଟିମ ର କ୍ଯାପଟେନ ଭାବେ କାର୍ଯ୍ୟରତ ଅଛନ୍ତି । ଏମିତି କି ଦୀର୍ଘ 3 ବର୍ଷ ହେବ ନବମର ୱାନ ବ୍ୟାଟ୍ସ ମ୍ୟାନ ଭାବେ ଅଛନ୍ତି । ତାଙ୍କର ରିୟାଙ୍କ ଆଜି ଯାଏଁ କେହି କାଟିପାରି ନାହାନ୍ତି । ବିରାଟ ଗୋଟେ ବର୍ଷ ମଧ୍ୟରେ 110 କୋଟି ଟଙ୍କା ଇନକମ କରନ୍ତି ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବିରାଟ ଙ୍କୁ କ୍ରିକେଟ ଖେଳି କି ଯେତେ ଟଙ୍କା ମିଳେ ନାହିଁ ତା ଠାରୁ ଅଧିକ ବ୍ରାଣ୍ଡ ଆମ୍ବାସଡର ରୁ ମିଳିଥାଏ । ଭାରତରେ ତାଙ୍କର ବ୍ରାଣ୍ଡ ଭ୍ୟାଲୁ ସବୁଠାରୁ ଅଧିକ ରହିଛି । କୌଣସି ବ୍ରାଣ୍ଡ ର ପ୍ରମୋଶନ ପାଇଁ ଅଧିକ ଟଙ୍କା ମିଳିଥାଏ । ସବୁ ବ୍ରାଣ୍ଡ ପ୍ରଥମେ ତାଙ୍କୁ ହିଁ ଆପରୋଚ କରିଥାନ୍ତି । ବିରାଟ ଏବେ ଯାଏଁ 17 ରୁ 20 ଟି ବ୍ରାଣ୍ଡ ଆମ୍ବାସଡର ରେ ଅଛନ୍ତି ।

ଗୋଟେ ବ୍ରାଣ୍ଡ ର ପ୍ରମୋଶନ ପାଇଁ ସେ 10 ରୁ 100 କୋଟି ଚାର୍ଜ ନେଇଥାନ୍ତି । କିଛି ଦିନ ପୁବରୁ ପୁମା ବ୍ରାଣ୍ଡ ଆମ୍ବାସଡର ହୋଇକି 110 କୋଟି ଟଙ୍କାର ବିଲ ସାଇନ କରିଛନ୍ତି । ଭାରତର ଇତିହାସ ରେ ବ୍ରାଣ୍ଡ ଆମ୍ବାସଡର ପାଇଁ ଆଜି ଯାଏଁ କେହି ବି ନେଇ ନାହାନ୍ତି । ବିରାଟ ଗୋଟେ କମ୍ପାନୀ ର ପାଣି ପିଅନ୍ତି ଯାହାର ଗୋଟେ ଲିଟରର ମୂଲ୍ୟ 34 ହଜାର ଟଙ୍କା । ସେହି କମ୍ପାନୀ ର ନାଁ EVIAN ।

ସେ ସବୁବେଳେ ଗୋଟେ ଘଣ୍ଟା ପିନ୍ଧି ଥାନ୍ତି ଯାହାର ମୂଲ୍ୟ 70 ଲକ୍ଷ ଟଙ୍କା । ସେ କ୍ରିକେଟର ହେବା ସହ ଜଣେ ବିଜନେସମ୍ୟାନ ମଧ୍ୟ ଅଟନ୍ତି । ପ୍ରତି ବର୍ଷ ସେ 70 ରୁ 80 କୋଟି ଟଙ୍କା ନିଜ ବ୍ୟାପାରରେ ଇନଭେଷ୍ଟ କରିଥାନ୍ତି । ବିରାଟ ବିଶିସିଆଇ ର A+ କ୍ୟାଟାଗୋରୀ ର ପ୍ଲେୟାର ତାଙ୍କୁ ପ୍ରତି ବର୍ଷ 7 କୋଟି ଟଙ୍କା ନେଇଥାନ୍ତି କ୍ରିକେଟ ଖେଳିବା ପାଇଁ ।

ସେ ଗୋଟେ ଟେକ୍ସ୍ଟ ମ୍ଯାଚ ପାଇଁ 7 ଲକ୍ଷ, ୱାନ ଡେ ପାଇଁ 5 ଲକ୍ଷ ଓ 20-20 ମ୍ଯାଚ ଖେଳିବା ପାଇଁ ଅଢେଇ ଲକ୍ଷ ଟଙ୍କା ନେଇଥାନ୍ତି । ସେ ଆଇପିଏଲ ମ୍ୟାଚ ଖେଳିବା ପାଇଁ 17ରୁ 20 କୋଟି ତାଙ୍କ ନେଇଥାନ୍ତି । ବନ୍ଧୁଗଣ ଆପଣଙ୍କର ବିରାଟ କୋହଲି ଙ୍କ ଲାଇଫ ଷ୍ଟାଇଲ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *