ସ୍ଵାମୀ ସ୍ତ୍ରୀ ସମ୍ପର୍କ ବହୁତ ଗଭୀର ହୋଇଥାଏ, କୌଣସି ପରିବାରରେ ସବୁ ସମ୍ପର୍କ ବହୁତ ମହତ୍ଵପୂର୍ଣ ହୋଇଥାଏ କିନ୍ତୁ ସଂସାରରେ ସ୍ଵାମୀ ସ୍ତ୍ରୀ ସମ୍ପର୍କ ବହୁତ ଘନିଷ୍ଟ ହୋଇଥାଏ । ଏହା ଏମିତି ଗୋଟେ ସମ୍ପର୍କ ଯାହାକୁ ଦୁହେଁ ମନ ଦେଇ ନିଭେଇଥାନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଚାଣକ୍ୟ କହିଥିଲେ । ଆପଣ ମାନେ ଆଚାର୍ଯ୍ୟ ଚାଣକ୍ୟଙ୍କୁ ଭଲ ଭାବରେ ଜାଣିଥିବେ, ଚାଣକ୍ୟ ନୀତି ଅନୁଯାଇ ରାତିରେ ସ୍ତ୍ରୀକୁ ସ୍ଵାମୀ ଏହି ଅଙ୍ଗ ଛୁଇଁବା ଉଚିତ ।

ଚାଣକ୍ୟ ନୀତି ଅନୁଯାଇ ସ୍ଵାମୀ ସ୍ତ୍ରୀ ସମ୍ପର୍କ ବହୁତ ପବିତ୍ର ସମ୍ପର୍କ ଅଟେ, ଏହି ସମ୍ପର୍କକୁ ବଞ୍ଚାଇ ରଖିବା ପାଇଁ ଦୁହିଙ୍କୁ ବିଶ୍ଵାସ କରିବା ବହୁତ ଆବଶ୍ୟକ ଅଟେ । ଯେଉଁ ସମ୍ପର୍କରେ ସନ୍ଦେହ ଆସିଥାଏ ସେହି ସମ୍ପର୍କ ଖରାପ ହୋଇଥାଏ ଓ ଅନ୍ତିମରେ ଭାଙ୍ଗି ଯାଇଥାଏ ସେଥିପାଇଁ କେବେ ବି ସ୍ଵାମୀକୁ ଭୁଲ କହିବା ଆଗରୁ ଏହା ଜାଣିବା ଆବଶ୍ୟକ ଯେ ସ୍ଵାମୀ ସ୍ତ୍ରୀ ଦୁହିଙ୍କୁ ଦୁହିଙ୍କ ଉପରେ ବିଶ୍ଵାସ ରଖିବା ଆବଶ୍ୟକ ହୋଇଥାଏ ।

ବିବାହ ଏମିତି ଗୋଟେ ବନ୍ଧନ ଯାହା ଦ୍ଵାରା ଦୁଇ ପରିବାର ଏକାଠି ହୋଇଥାନ୍ତି ଓ ଏହା ଏମିତି ଗୋଟେ ସମ୍ପର୍କ ଯାହା ଭାଙ୍ଗିବା ଦ୍ଵାରା କେବଳ ଗୋଟେ ସମ୍ପର୍କ ନୁହ ବହୁତ ସମ୍ପର୍କ ଭାଙ୍ଗିଥାଏ । ତେବେ ସ୍ଵାମୀ ପୂର୍ବ ସମୟରେ ପୂଜନୀୟ ଥିଲେ କିନ୍ତୁ ବର୍ତମାନ ଏହି ଭାବନା ବଦଳି ଯାଇଛି, ତେବେ ବହୁତ ଲୋକଙ୍କୁ ଏହା ପୁରୁଣା ଚିନ୍ତାଧାରା ଲାଗି ପାରେ କିନ୍ତୁ ଚାଣକ୍ୟ ନୀତି ଅନୁଯାଇ ଯେଉଁ ସ୍ତ୍ରୀ ସକାଳେ ରାତିରେ ନିଜ ସ୍ଵାମୀ ଚରଣ ସ୍ପର୍ଷ କରିଥାଏ ସେ ନିଜ ସମ୍ମାନ ନିଜ ସ୍ଵାମୀ ପାଇଁ ଏହି ଭଳି ଭାବରେ ବ୍ୟକ୍ତ କରିଥାଏ ଯାହା ସ୍ଵାମୀ ପାଇବା ପରେ ଖୁସି ଅନୁଭବ କରିଥାଏ ଓ ଦୁହିଙ୍କ ସମ୍ପର୍କରେ ଭଲ ପାଇବା ଆସିଥାଏ ।

ତେବେ ଏହା ସେହି ମହିଳାଙ୍କ ପାଇଁ ଅଟେ ଯିଏ ଏହାକୁ ମାନିବା ପାଇଁ ଇଛୁକ ଅଟନ୍ତି କାହିଁକିନା ଯଦି ଆପଣଙ୍କୁ ଏମିତି କିଛି ଅନୁଭବ ହୋଇଥାଏ ଯେ ଆପଣ ନିଜ ସ୍ଵାମୀ ପାଦ ଛୁଇଁଲେ ତାଙ୍କ ଆଶୀର୍ବାଦ ପାଉଛନ୍ତି ଓ ଆପଣଙ୍କ ସମ୍ପର୍କ ଆଗ ଅପେକ୍ଷା ଭଲ ହୋଇଯାଇଛି ତେବେ ଆପଣ ଏହା ଜୀବନ ସାରା କରି ପାରନ୍ତି, ନିଜ ସ୍ଵାମୀକୁ ସମ୍ମାନ କରିବା ସବୁ ସ୍ତ୍ରୀ ମାନଙ୍କ ଧର୍ମ ଅଟେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।