ସାଉଥ ସୁପଷ୍ଟାର ରବି ତେଜାଙ୍କ ସ୍ତ୍ରୀର ସୁନ୍ଦରତା ଦେଖି ନାହାନ୍ତି ତ ଆପଣ ଏ ଦୁନିଆରେ କିଛି ବି ଦେଖି ନାହାନ୍ତି, ଏବେ ହିଁ ଦେଖନ୍ତୁ

ଆପଣ ସମସ୍ତେ ଜାଣିଛନ୍ତି କି ସାରା ଭାରତରେ ସାଉଥ ଇଣ୍ଡିଆନ ଫିଲ୍ମର କ୍ରେଜ କେତେ ଅଧିକ । ଆପଣ ମାନଙ୍କ ମଧ୍ୟରୁ ବହୁତ ଏମିତି ବି ଥିବେ ଜିଏ ସାଉଥ ଇଣ୍ଡିଆନ ହିରୋ ହିରୋଇନ ଙ୍କ ବହୁତ ବଡ ଫ୍ୟାନ ହୋଇଥିବେ । ଏହି ସମୟରେ ଆମେ ସାଉଥର ଜଣେ ହିରୋ ଯିଏ ନିଜର ଜବର ଦସ୍ତ ଆକ୍ଟିଙ୍ଗରେ ସମସ୍ତଙ୍କୁ ମତୁଆଲା କରିଛନ୍ତି, ତାଙ୍କ ସ୍ତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ସେ ଆଉ କେହି ନୁହଁନ୍ତି , ସେ ହେଉନ୍ତି ସାଉଥ ସୁପରଷ୍ଟାର ରବି ତେଜା ।

ସେ ନିଜର ଦମାକେ ଦାର ଆକ୍ସନ ପାଇଁ ସବୁ ବେଳେ ଚର୍ଚା ରେ ରହି ଆସୁଛନ୍ତି ।

ଆପଣ ମାନେ ମଧ୍ୟ ତାଙ୍କ ଆକ୍ସନର ଦୀବାନା ହୋଇଥିବେ, ହେଲେ ଆଜି ଆମେ ଆପଣଙ୍କୁ ତାଙ୍କ ସ୍ତ୍ରୀ ଙ୍କର କିଛି ଫଟୋ ଦେଖାଇବୁ, ଯାହାକୁ ଦେଖିଲେ ଆପଣ ବି ତାଙ୍କ ସ୍ତ୍ରୀଙ୍କ ସୁନ୍ଦରତାରେ ଦିବାନା ହୋଇ ଯିବେ । ରବି ତେଜା 26 ଜାନୁଆରୀ 1963 ରେ ଆନ୍ଧ୍ର ପ୍ରଦେଶରେ ଜନ୍ମ ଗ୍ରହଣ କରିଥିଲେ ।

ଟଲିଉଡ ଫିଲ୍ମ ଦୁନିଆରେ ଲଗାତର ସଫଳ ତା ପାଇବା ପରେ ସେ ସାଉଥରେ ବି ଅନେକ ଗୁଡିଏ ଚଳ ଚିତ୍ର ରେ ଅଭିନୟ କରିଛନ୍ତି । ରବି ତେଜା ନିଜ ଜୀବନର 31 ବର୍ଷ ର ଫିଲ୍ମ କ୍ୟାରିୟର ରେ  70 ରି ରୁ ଅଧିକ ହିଟ ଫିଲ୍ମ ସେ ଦର୍ଶକ ଙ୍କ ଭେଟି ଦେଇ ଛନ୍ତି ।  ରିବି ତେଜା 1990 ରେ ପ୍ରଥମ ଫିଲ୍ମ ଦୁନିଆରେ ପାଦ ଦେଇଥିଲେ । ସେବେଠୁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ଇତି ମଧ୍ୟରେ ସେ ବହୁତ ଗୁଡିଏ ଫିଲ୍ମରେ ସଫଳତା ପାଇ ଛନ୍ତି ।

ରବି ତେଜା 2002 ମସିହାରେ କଲ୍ୟାଣି ନାମକ ଜଣେ ଝିଅକୁ ବିବାହ କରିଥିଲେ, ଏବଂ ତାଙ୍କର ଦଇଟି ସନ୍ତାନ ମଧ୍ୟ ଅଛନ୍ତି , କଲ୍ୟାଣି ଦେଖିବାକୁ ବହୁତ ସୁନ୍ଦର । ସେ କୌଣସି ସାଉଥ ଇଣ୍ଡିଆନ ହିରୋଇନଙ୍କ ଠୁ କୌଣସି ଗୁଣରେ ବି କମ ନୁହଁନ୍ତି । ତାଙ୍କ ର ଦୁଇ ଜଣ ସନ୍ତାନ ମଧ୍ୟରୁ ବଡ ସନ୍ତାନ ଟି ଝିଅ ହୋଇଥିଲା ବେଳେ ଛୋଟ ଟି ପୁଅ । ଦୁହେଁ ଶିଶୁ କଳା କାର ରୁପେ ଫିଲ୍ମ ରେ ଆକ୍ଟିଙ୍ଗ କରିବା ଆରମ୍ଭ କରି ସାରିଲେଣି ।

ତାଙ୍କର ସୁନ୍ଦର ପରିବାର କୌଣସି ସ୍ବର୍ଗ ଠାରୁ ବି କମ ନୁହେଁ ବୋଲି ରବି ତେଜା କହି ଥାନ୍ତି, ଉପରେ ତାଙ୍କ ସ୍ତ୍ରୀ ଙ୍କ ଫଟୋ ଆପଣ ଦେଖି ପାରିଥିବେ ।

Leave a Reply

Your email address will not be published. Required fields are marked *