ସକାଳୁ ଉଠିବା ମାତ୍ରେ ନାରୀ ମାନେ କରନ୍ତୁ ଏହି ୬ କାମ ଓ ଦୁଃଖ କୁ କୁହନ୍ତୁ ବାଏ ବାଏ

ସକାଳୁ ଉଠିବା ମାତ୍ରେ ନାରୀ ମାନେ କରନ୍ତୁ ଏହି ୬ କାମ

ସବୁଦିନ ସକାଳୁ ଗୋଟିଏ ନୂଆ ଦିନ ଆରମ୍ଭ ହେଇଥାଏ । ଯଦି ସକାଳୁ ଆପଣଙ୍କର କିଛି ଭଲ ହେଇଥାଏ ତେବେ ବିଶ୍ୱାସ ଆଚି କି ଦିନ ମଧ୍ୟ ଭଲରେ କଟିଥାଏ । ସକାଳୁ ଉଠିବା ମାତ୍ରେ ସମସ୍ତେ ନିଜ ନିଜ କାମରେ ଲାଗି ପଡନ୍ତି । ସମସ୍ତଙ୍କର ନିଜର ଗୋଟିଏ ଦୈନଦିନ କର୍ମରେ ଲାଗିଯାନ୍ତି । ଯଦି ଆପଣ ୧୦ଜଣକୁ ପଚାରିବେ ସମସ୍ତଙ୍କ ଦୈନଦିନ କାମ ଅଲଗା ଥିବା ନିଶ୍ଚୟ । କିନ୍ତୁ କାହାର ବି ସମାନ କାମ ନଥିବ । କିନ୍ତୁ ଆପଣ କେବେ ଭାବିଛନ୍ତି କି ଆପଣ ସକଳୁ ଉଠି କରୁଥିବା କାମ ଆପଣଙ୍କ ପାଇଁ ଭଲ ନ ଖରାପ ? ଠାରେ ଭାବି ଦେଖନ୍ତୁ ।

ଜରୁରୀ ନୁହଁ କି ଆମେ ସକାଳୁ ଯାହା କରୁଛେ ସବୁ ଠିକ କାମ । ଏମିତି ବି ହୁଏ ସକାଳୁ ଉଠି ଆମେ କିଛି ଭୁଲ କରିଦେଉ ଯାହା ଆମେ ବି ଜାଣିନଥାଉ । ଏହି ଭୁଲ ପାଇଁ ଆପଣଙ୍କୁ ଜୀବନସାରା ପସ୍ତେଇବାକୁ ପଡିପାରେ ଆପଣ ଜାଣନ୍ତି କି ? ଦେଖାଯାଏ ସାଧାରଣତଃ ମହିଳାମାନଙ୍କୁ ଉପଦେଶ ଦିଆଯାଏ ଏ କାମ ସେ କାମ ସବୁ କରିବା ପାଇଁ ,ତେବେ ଆସନ୍ତୁ ଜାଣିବା କେଉଁ କାମ ମହିଳା ମାନେ ସକାଳୁ କରିବା ନିହାତି ଜରୁରୀ ।

1 – ପାଣି ପିୟନ୍ତୁ –

ସକାଳୁ ଉଠି ପାଣି ପିୟନ୍ତୁ ,ପାଣି ପିଇବା ସମସ୍ତଙ୍କ ପାଇଁ ନିହାତି ଦରକାର । ଅତି କମରେ ଦିନକୁ ୧୦ ଗ୍ଲାସ ପାଣି ପିୟନ୍ତୁ । କିଛି ଲୋକ ସକାଳୁ ଉଠିବା ମାତ୍ରେ ଚା ପିଇବାର ଅଭ୍ୟାସ ଅଛି । ମାତ୍ର ଏହା ବହୁ ଅଟେ ପ୍ରଥମେ ପାଣି ପିୟନ୍ତୁ

2 – ଗାଧେଇବା –

ଏମିତି ବି ସକାଳୁ ଗାଧେଇବା ସମସ୍ତଙ୍କ ପାଇଁ ନିତାନ୍ତ ଆବଶ୍ୟକ । ବହୁ ପୁରୁଣା ଏ ପରମ୍ପରା ,ସକାଳୁ ଗାଧେଇବାଦ୍ୱାରା ମନ ଭଲ ରହିଥାଏ

3 – ତୁଳସୀ ପୂଜା କରନ୍ତୁ –

ସକାଳୁ ଉଠି ତୁଳସୀ ପୂଜା କରିବା ଆବଶ୍ୟକ । ଯଦି ଆପଣଙ୍କ ଘରେ ତୁଳସୀ ନଥାଏ ତେବେ ନିଶ୍ଚୟ ଲଗାନ୍ତୁ ତୁଳସୀ ଗଛ । ଶାସ୍ତ୍ର ହିସାବରେ କେବଳ ରବିବାର ଛାଡି ନାରୀମାନଙ୍କୁ ସବୁଦିନ ତୁଳସୀ ପୂଜା କରିବା ଉଚିତ

4 – ଯୋଗ –

ମହିଳା ମାନେ ସକାଳୁ ଉଠିବା ପରେ କିଛି ସମୟ ପାଇଁ ହେଉ ପଛେ ଯୋଗ କରିବା ଆବଶ୍ୟକ । ଏହା ଫଳରେ ମନକୁ ଶାନ୍ତି ମିଳିଥାଏ ,ଓ ଆପଣ ନିଜକୁ ସୁସ୍ତ ମନେ କରନ୍ତି

5- ଗୀତ ଶୁଣନ୍ତୁ –

ସଂଗୀତ କାହାର ବି ମନ ବଦଳାଇଦିଏ । ଯଦି ଆପଣ ଚାଁହାନ୍ତି ଦିନ ଭଲରେ ବିତେଇବା ପାଇଁ ତେବେ ସକାଳୁ ନିଶ୍ଚୟ ନିଜର ପ୍ରିୟ ଗୀତକୁ କିଛି ସମୟ ପାଇଁ ଶୁଣନ୍ତୁ ।

6 – ପତିଙ୍କ ସହ ରୋମାନ୍ସ –

ବିବାହିତା ନାରୀଙ୍କୁ ସକାଳୁ ନିଜ ପତିଙ୍କ ସହ କିଛି ସମୟ ବିତେଇବା ମଧ୍ୟ ଆବଶ୍ୟକ । କିଛି ମଜା ମସ୍ତି କରିବା ଦ୍ୱାରା ଦିନଟି ମଧ୍ୟ ମଜା ମଜାରେ ବିତିଥାଏ

 

Leave a Reply

Your email address will not be published. Required fields are marked *