ପୃଥିବୀ ସାହାଙ୍କ ପାଇଁ ଏହି ଭାରତୀୟ ଖେଳାଳିଙ୍କ ଖେଳ ଜୀବନ ଶେଷ ହେଇପାରେ – ଜାଣନ୍ତୁ କାହା ଉପରେ ଭାରି ପଡିବେ ଏହି ଯୁବ ଖେଳାଳି

ପୃଥିବୀ ସାହାଙ୍କ ପାଇଁ ଏହି ଭାରତୀୟ ଖେଳାଳିଙ୍କ ଖେଳ ଜୀବନ ଶେଷ ହେଇପାରେ

ଏକଥା ଆମେ ସମସ୍ତେ ଜାଣିଛେ ଯେ ଯେବେ ଖେଳରେ କେହି ଜଣେ ନୂଆ ପ୍ରତିଭାବାନ ଖେଳାଳି ପ୍ରବେଶ କରନ୍ତି ସେତେବେଳେ ଜଣେ ପୁରୁଣା ଖେଳାଳି ର ଜାଗା ନେଇ ଥାନ୍ତି ଓ ଦରକାର ପଡିଲେ ସେ ଖେଳାଳିଙ୍କ ଜାଗା ସେ ସବୁ ଦିନ ପାଇଁ ନେଇଯାନ୍ତି । ଏକଥା ପ୍ରଥମ ଥର ନୁହଁ ଏହା ଆଗରୁ ଏଭଳି ଅନେକ ଉଦାହରଣ ଦେଖିବା ପାଇଁ ମିଳିଛି । ଆଜି ସମସ୍ତଙ୍କ ମନରେ ଆସିଛି ସେଇ ଗୋଟିଏ କଥା ଯେ ଯଦି ପୃଥ୍ୱୀ ସାହା ଯେଉଁ ଭଳି ଖେଳୁଛନ୍ତି ଯଦି ସେଇ ଭଳି ଖେଳିବେ ତେବେ ଏହି ଭାରତୀୟ ଧୂରନ୍ଦରଃ ଖେଳାଳି ଙ୍କ ଖେଳ କ୍ୟାରିୟର ଶେଷ ହେଇ ପାରେ । ଖେଳାଳିଙ୍କ ନାମ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ବର୍ତମାନ ଦେଖିବାକୁ ଗଲେ ପୃଥ୍ଵୀ ସାହା ବର୍ତମାନ ନିଜ କ୍ୟାରିୟର ର ପ୍ରଥମ ଟେଷ୍ଟ ମ୍ୟାଚ ରେ ସେ ୧୩୪ ରନ କରିବା ସାହା ୨ୟ ମ୍ୟାଚ ରେ ୭୦ ରନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ ବର୍ତମାନ ଯେଉଁ ଭଳି ଖେଳ ଜାରି ରଖିଛନ୍ତି ଜଣ ଯାଉଛି ଆଗାମୀ ଦିନରେ ସ୍ସେ ଅନେକ ପୁରୁଣା ଖେଳାଳିଙ୍କ କ୍ୟାରିୟର ଶେଷ କରି ପାରନ୍ତି । ବର୍ତମାନ ଏହି କ୍ରମରେ ସବୁଠାରୁ କେଉଁ ଖେଳାଳି ଆଗରେ ଅଛନ୍ତି ଆଜି ଜାଣିବା

ଆପଣଙ୍କୁ କହିରଖୁ ପୃଥ୍ଵୀ ଙ୍କ ଏହି ଦମଦାର ଖେଳ ରେ ଯେଉଁ ଖେଳାଳିଙ୍କ ଉପରେ ଅଧିକ ପ୍ରେସର ରହିବ ସେ ଆଉ କେହି ନୁହନ୍ତି ଭାରତର ଜଣେ ଭଲ ଖେଳାଳି ଶିଖର ଧୱନ । ଆପଣଙ୍କୁ କହିରଖୁ ବର୍ତମାନ ଧାୱନ ଙ୍କ ପାଇଁ ଅଧିକ ରୁ ଅଧିକ ବାଧା ସୃଷ୍ଟି ହେବାରେ ଲାଗିଛି । ସେ ଆଗରୁ ଓପନିଂ କରୁଥିଲେ ମଧ୍ୟ ବର୍ତମାନ ସମୟରେ ପୃଥ୍ଵୀ ଟେଷ୍ଟ ମ୍ୟାଚ ରେ ତାଙ୍କ ଜାଗା ନେଇ ଯାଇଛନ୍ତି ।

ଯଦି ବର୍ତମାନ ସେ ଦିନିକିଆ ମ୍ୟାଚ ରେ ମଧ୍ୟ ଏପରି କେରିଦେଲେ ତେବେ କଣ ହେବ ଧାୱନଙ୍କ ଭବିଷ୍ୟତ । ଅବଶ୍ୟ ଏସୀୟ କପ ରେ ସେ ଭଲ ପଦର୍ଶନ କରିଥିଲେ ମାତ୍ର ଇଂଲଣ୍ଡ ରେ ତାଙ୍କର ପଦର୍ଶନ ଭଲ ନଥିଲା । ତେବେ ଆଗାମୀ ଦିନରେ ଯଦି ସେ ଭଲ ନେ ଖେଳିବେ ତେବେ ନିଶ୍ଚିତ ଭାବରେ ତାଙ୍କ ଜାଗାରେ ପୃଥ୍ଵୀ ନିଶ୍ଚୟ ଖେଳିବେ ଏଥିରେ ଟିକେ ମଧ୍ୟ ସନ୍ଦେହ ନାହିଁ ।

ତେବେ ଦେଖିବାପାଇଁ ବାକି ରହିଲା ଯେ ଭାରତୀୟ ଦଳ ରେ କେଉଁ ଖେଳାଳି ନିଜର ସ୍ତିଥି ମଜଭୁତ କରିବା ସାହା ଅଧିକ ଦିନ ଖେଳି ପାରୁଛନ୍ତି । ଏଥିରେ ଆପଣଙ୍କ ମତାମତ କଣ ନିଶ୍ଚୟ କମେନ୍ଟ କରନ୍ତୁ

ଲେଖାଟି ଯଦି ଭଲ ଲାଗିଲା ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ। – ଧନ୍ୟବାଦ, ଓଡିଆ ଦୁନିଆ

Leave a Reply

Your email address will not be published. Required fields are marked *