ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।
ମେଷ :- ଆଜି ଦୈନିକ କାର୍ଯ୍ୟକୁ ନେଇକି ଟିକେ ଚିନ୍ତିତ ରହିବେ । କାରୋବାର ପାଇଁ ଏହି ସମୟ ଭଲ ରହିବ । ହଠାତ ଧନ ଲାଭ ହେବାର ଯୋଗ ବନୁଛି । କୌଣସି ସାଙ୍ଗ ସହିତ ଫୋନରେ ଲାମ୍ବା କଥା ବାର୍ତା ହେବ । ଛାତ୍ର ତାଙ୍କର ଖାଲି ସମୟର ଭଲ ଉପଯୋଗ କରିବେ । ଅନାବଶ୍ୟକ ଚର୍ଚାରେ ଆସନ୍ତୁ ନହିଁ । କୌଣସି ନଚାହୁଁ ଥିବା କାମ କରିବାକୁ ପଡିବ । ଯାତ୍ରାରେ କ୍ଷତି ହୋଇପାରେ । ଛୋଟ ଛୋଟ କଥାରେ ରଗନ୍ତୁ ନହିଁ ।
ବୃଷ :- ବୃଷ ରାଶିର ଲୋକ ଆଜି କୌଣସି ବରିଷ୍ଠ ଲୋକ ସହିତ ସମ୍ପର୍କ ହେବ । ଆଜି ଆପଣଙ୍କୁ ଘରର କୌଣସି ଦାୟିତ୍ଵ ମିଳିବ । ଯାହାକୁ ନିଭାଇବାରେ ଆପଣ ସଫଳ ହେବେ । କୌଣସି ସାଙ୍ଗ ଆପଣଙ୍କୁ ଆର୍ଥିକ ସହାୟତା ମାଗିପରେ । କୌଣସି ଜରୁରୀ କିନା କିଣି କରିବା ପାଇଁ ଘର ବାହାରକୁ ଯିବାକୁ ପଡିପାରେ । ଆଜି କୌଣସି ସାମାଜିକ କାର୍ଯ୍ୟରେ ଯୋଗ ଦେବେ । ପରିବାର ଲୋକଙ୍କ ଆବଶ୍ୟକତାକୁ ପୁରା କରନ୍ତୁ ଓ ତାଙ୍କ ସୁଖ ଦୁଃଖରେ ଭାଗୀଦାର ବନନ୍ତୁ ।
ମିଥୁନ :- ଆପଣ ନିଜ ଜୀବନ ସାଥି ସହିତ ପ୍ରେମର ନିବେଦନ କରିବେ । ବ୍ୟାପାରୀ ମାନଙ୍କୁ ଆଜି ବହୁତ ଲାଭ ମିଳିବାର ସମ୍ଭାବନା ରହିଛି । ଯଦି ଆପଣ କାହାକୁ ପଇସା ଉଦ୍ଧାର ଦେଇଛନ୍ତି, ତେବେ ତାହା ଆପଣଙ୍କୁ ମିଳିବ । ଭାବିଛିନ୍ତି ପଇସା ନିବେଶ କରନ୍ତୁ । ରିସ୍କ ବାଲା ନିର୍ନୟ ନେବାରୁ ବଞ୍ଚନ୍ତୁ । କୌଣସି ପାଖ ଲୋକ ଧୋକା ଦେଇପାରେ । ନିଜର ଇମେଜ ଇମାନ୍ଦାରୀ ଓ ସ୍ପଷ୍ଟବାଦୀ ରଖନ୍ତୁ ।
କର୍କଟ :- ଆଜି ଧର୍ମ ଓ ଅଧ୍ୟାତ୍ମରେ ଆପଣଙ୍କ ଆଗ୍ରହ ବଢିବ, ଏହି କ୍ଷେତ୍ରରେ କୌଣସି ଅଦଭୁତ ଅନୁଭବ ପ୍ରାପ୍ତ କରିବେ । ସନ୍ତାନ ପକ୍ଷରୁ ସମ୍ପର୍କ ବହୁତ ଭଲ ରହିବ । ଦାଂପତ୍ଯ ଜୀବନରେ ଖୁସି ଆସିବ । ବିଦ୍ୟାର୍ଥୀଙ୍କ ପାଇଁ ଦୀନବହୁତ ଭଲ ରହିବ । ଆନନ୍ଦର ପ୍ରାପ୍ତି ହେବ । ବହୁତ ସମଯରୁ ଚାଲୁଥିବା କିଛି ପ୍ରୟାସ କାମ ଦେବ । ମନ ମୁତବକ ଚାକିରି ମିଳିବାର ଯୋଗ ବନୁଛି । ସନ୍ତାନଙ୍କ ଠାରୁ ସୁଖ ଓ ସହଯୋଗ ମିଳିବ ।
ସିଂହ :- ଆଜି ଆପଣଙ୍କୁ ଧନ କମାଇବାର ଅବସର ମିଳିବ । ଆପଣଙ୍କ ପିଲାର ସ୍ଵାସ୍ଥ୍ୟ ଚିନ୍ତାର କାରଣ ହୋଇପାରେ । ସୁଖ ସୁବିଧାର ଆବଶ୍ୟକକୁ ପୁରା କରିବା ପାଇଁ ଲାଗିପଡିବେ । ସନ୍ତାନଙ୍କ ସହିତ ବିବାଦ ସମ୍ଭବ ଅଟେ । ରାଜନୈତିକ ସମ୍ବନ୍ଧ ମଜଭୁତ ରହିବ । ଆପଣଙ୍କ ସ୍ୱାସ୍ଥ୍ୟ ଭୋଜନ ଦିଗରେ ସାବଧାନ ରୁହନ୍ତୁ । ପ୍ରେମୀ ସହିତ କୌଣସି କଥାରେ ମନମାଳିନ୍ୟ ହୋଇପାରେ ।
କନ୍ୟା :- ଆଜି ଆପଣଙ୍କୁ କୌଣସି ପ୍ରୟାସ ଓ କାର୍ଯ୍ୟ କୁଶଳତା ଦ୍ଵାରା ଲାଭର ସଙ୍କେତ ମିଳିବ । ଆର୍ଥିକ ପକ୍ଷ ମଜଭୁତ ରହିବ । ଅଫିସରେ କାମର ଚର୍ଚା ଦ୍ଵାରା ମନ ଖୁସି ରହିବ । ନିଜ କଥାରେ ମଧୁରତା ଆଣନ୍ତୁ । କାର୍ଯ୍ୟ ସ୍ଥଳରେ ମନ ମୁତାବକ ବାତାବରଣ ମିଳିବ ଦ୍ଵାରା ମନ ପ୍ରଶନ୍ନ ରହିବ । ଆର୍ଥିକ ସଙ୍କଟ ଲାଗି ଜରୁରୀ କାମରେ ପ୍ରତିବନ୍ଧକ ଆସିବ । ପରିବାରି ଜୀବନରେ ଆଜିର ଦିନ ମିଳାମିଶା ରହିବ ।
ତୁଳା :- ଆଜି ଆପଣଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ଯା ଦୂର ହୋଇପାରେ । ବିପରୀତ ଲିଙ୍ଗର ଲୋକଙ୍କ ପ୍ରତି ଆପଣ ଆକର୍ଷିତ ହେବେ । ଅଧିକାରୀ ବର୍ଗାଙ୍କ ପାଇଁ ସମୟ ଅନୁକୂଳ ନୁହେଁ । ଭୁତ ଦିନରୁ ଭାବୁଥିବା କାର୍ଯ୍ୟ ଆଜି ପୁରା କରିବାର ସୁଯୋଗ ମିଳିବ । ନିଜକୁ ପ୍ରମାଣିତ କରିବାକୁ ଲାଗିଛନ୍ତି, ଅନ୍ୟକୁ ମଧ୍ୟ ସୁଯୋଗ ଦିଅନ୍ତୁ । ନିଜ ଭାଇ ଭଉଣୀଙ୍କ ସମର୍ଥନ ବିଶେଷ ଋଅପରେ ଫଳପ୍ରଦ ସାବିତ ହେବ । ଆପଣ ନିଜ ଜୀବନ ସାଥି ସହିତ କିଛି ଅନ୍ତରଙ୍ଗ ମୁହୂର୍ତ ବିତାଇବେ । ପିତାଙ୍କ ସହଯୋଗ ଦ୍ଵାରା କୌଣସି ବିଗିଡି ଥିବା କଥା ଶୀଘ୍ର ଠିକ ହୋଇବ ।
ବିଛା :- ଆଜି ଦୂରରେ ରହିଥିବା କୌଣସି ମିତ୍ର ବା ସମ୍ପର୍କୀୟଙ୍କ ଭଲ ଖବରରେ ମନ ଖୁସି ରହିବ । ପ୍ରତିଷ୍ଠାରେ ବହୁତ ଭଲ ଚମତ୍କାରୀ ଲାଭ ହେବ । ଦାମ୍ପତ୍ୟ ଜୀବନକୁ ଭଲ ରଖିବା ପାଇଁ ଆପଣଙ୍କୁ ଭୁଲ କଥାରେ ପଡିବାରୁ ବଞ୍ଚିବାକୁ ହେବ । ଲଭ ମେଟ ସହିତ ଆଜିର ଦିନ ଭଲ ରହିବ । ଘରେ ବଡ ଲୋକଙ୍କ ପାଦ ଛୁଇଁ ଆଶୀର୍ବାଦ ନେବେ । ଆପଣନ୍ନକା ସହିତ ସବୁ ଭଲ ହେବ । ମାନସିକ ଶାନ୍ତି ପ୍ରାପ୍ତ ହେବ ।
ଧନୁ :- ଆଜି ଆପଣଙ୍କର ଭୌତିକ ସୁଖରେ ବୃଦ୍ଧିହେବ । ଆପଣଙ୍କ ଦାମ୍ପତ୍ୟ ଜୀବନରେ କିଛି ଚିନ୍ତା ରହିବ । ଆପଣ କୌଣସି ଅନାବଶ୍ୟକ ଖର୍ଚ ଓ ଚିନ୍ତାରେ ରହିବେ । ଆପଣଙ୍କୁ ଆପଣଙ୍କର ଆର୍ଥିକ ଖର୍ଚ ପ୍ରତି ଧ୍ୟାନ ରଖିବାକୁ ହେବ । ପିତାଙ୍କ ଠୁ ଆପଣଙ୍କୁ ଭଲ ସହଯୋଗ ମିଳିବ । ନିଜ ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ କାରଣ ଆପଣଙ୍କ ପେଟରେ ଗଡବଡି ହେବାର ସମ୍ଭାବନା ରହିଛି । ଆପଣଙ୍କ ନିଜ ଜୀବନରେ ଆଉ କାହାର ପ୍ରବେଶ ହେବାକୁ ଦିଅନ୍ତୁ ନହିଁ । ନିଜ ପରିବାର ପ୍ରତି ନିଜ ଦାୟିତ୍ଵକୁ ବୁଝନ୍ତୁ ।
ମକର :- ଆଜି ଦାମ୍ପତ୍ୟ ସୁଖ ବଢିବ, ଜୀବନସାଥି ସହିତ ଜୀବନକୁ ମଜାଦାର ବନାଇବେ । ଆଜି କୌଣସି ବଡ ନିସ୍ପତି ଭାବି ଚିନ୍ତି ନିଅନ୍ତୁ । ଜୀବନ୍ସାଥିର ବିଚାର ସହିତା ଆଜି ପ୍ରଭାବିତ ହେବେ । ବିଦ୍ୟାର୍ଥୀଙ୍କ ପାଇଁ ଆଜିର ଦିନ ବହୁତ ଭଲ ରହିବ । କୌଣସି ନୂଆ ବିଚାର କମାଇରେ ବୃଦ୍ଧି କରିବ । କ୍ରୋଧର ଅଧିକତ ରହିବ । ସବୁ ଆପଣଙ୍କ ଅନୁକୂଳ ରହିବ ।
କୁମ୍ଭ :- କୁମ୍ଭ ରାଶିର ଲୋକଙ୍କ ପାଇଁ ଏହି ଦିନଟି ଉତ୍କୃଷ୍ଟ ରହିବ । ଆପଣ ନିଜର ପିଲା କାରଣରୁ ଲାଭ କମାଇବେ । ଜୀବନ ସାଥୀକୁ ନେଇ ଆପଣଙ୍କ ଦାୟିତ୍ଵ ବଢିବ । ପିଲା ବାହାରକୁ ଯିବାର ଜିଦି କରିବେ, ସବୁଠୁ ଭଲ ହେବ ତାଙ୍କୁ ବାହାରକୁ ଯିବାକୁ ଦିଅନ୍ତୁ ନାହିଁ । ଆପଣଙ୍କ ଜୀବନସାଥୀକୁ ଆପଣଙ୍କ ସକାରାତ୍ମକ ସିତାର କାରଣରୁ ଲାଭ ହେବ । କୌଣସି ଜରୁରୀ କାମ କରିବା ପୂର୍ବରୁ ବଡ ମାନଙ୍କ ଆଶୀର୍ବାଦ ନିଅନ୍ତୁ ।
ମୀନ :- ଆଜି ଆନନ୍ଦ ପ୍ରମୋଦ ଓ ମନୋରଞ୍ଜକ ପ୍ରବୃତି ଦିନସାରା ଚାଲିବ । ଭାଗ୍ୟ ପୁରା ସହଯୋଗ କରିବ । ଚାକିରିରେ ନିଜ ଜୁନିଅର ସହିତ ବିବାଦ କରନ୍ତୁ ନହିଁ, ନେହେଲେ ଅସୁବିଧା ହୋଇପାରେ । ଆର୍ଥିକ ପକ୍ଷ ସାମାନ୍ଯ ରହିବ । ଆପଣ ରାଗ କରିପାରନ୍ତି, ନିଜ ରାଗକୁ କଣ୍ଟ୍ରୋଲ କରିବାକୁ ଚେଷ୍ଟା କରନ୍ତୁ । ନିଜ ସିନିୟରଙ୍କ ସହିତ ଯୁକ୍ତି କରନ୍ତୁ ନହିଁ । ଧନ କମାଇବା ପାଇଁ ଏହା ଏକ ଉପଯୁକ୍ତ ଦିନ ଅଟେ ।