ଏହିଭଳି ହୋଇଥିଲା ରାଧାରାଣୀର ମୃତ୍ୟୁ, ଶୁଣିଲେ ଉଡିଯିବ ହୋସ…

ରାଧା ଓ ଶ୍ରୀକୃଷ୍ଣଙ୍କ ପ୍ରେମକୁ ଜୀବାତ୍ମା ଓ ପରମଆତ୍ମାର ମିଳନ ବୋଲି କୁହାଯାଏ । ରାଧା ଶ୍ରୀକୃଷ୍ଣଙ୍କ ଛୋଟବେଳର ପ୍ରେମଥିଲା । ଶ୍ରୀକୃଷ୍ଣ ଯେତେବେଳେ ବର୍ଷର ଥିଲେ ସେତେବେଳେ ସେ ଦୁଇଜଣ ପ୍ରେମର ଅନୁଭବ କରିଥିଲେ । ରାଧା କୃଷ୍ଣଙ୍କ ଦାୟବିକ ଗୁଣର ପରିଚିତ ଥିଲା । ସେ ଜୀବନସାରା ତାଙ୍କ ପ୍ରେମର ଅନୁଭୁତିକୁ ଜୀବିତ କରି ରଖିଥିଲେ ଏହା ତାଙ୍କ ପ୍ରେମକୁ ସୁନ୍ଦର କରିଥିଲା । କୁହାଯାଏ କି ଶ୍ରୀକୃଷ୍ଣଙ୍କୁ ଦୁଇଟି ଜିନିଷ ପ୍ରିୟଥିଲା ବାଂସୁରୀ ଓ ରାଧା, ଶ୍ରୀକୃଷ୍ଣଙ୍କ ବାଂସୁରୀ ସ୍ଵରରେ ରାଧା ଟାଣି ହୋଇଆସୁଥିଲେ ।

Image Courtesy: Google

ରାଧାଙ୍କ ପାଇଁ ହିଁ କୃଷ୍ଣ ବାଂସୁରୀ ତାଙ୍କ ପାଖରେ ରଖୁଥିଲେ । ରାଧା ଶ୍ରୀକୃଷ୍ଣଙ୍କ ମିଳନ ହୋଇପାରିଲାନି କିନ୍ତୁ ତାଙ୍କ ବାଂସୁରୀ ତାଙ୍କୁ ଗୋଟେ ସୂତ୍ରରେ ବାନ୍ଧିକି ରଖୁଥିଲା । ବାଂସୁରୀ ହେଉଛି ଶ୍ରୀକୃଷ୍ଣଙ୍କର ରାଧା ପ୍ରତି ପ୍ରେମର ପ୍ରତୀକ । ଭଗବାନ ଶ୍ରୀକୃଷ୍ଣଠୁ ରାଧା ସେବେ ଅଲଗା ହୋଇଥିଲେ ଯେବେ କଂସ ମାମୁ ଶ୍ରୀକୃଷ୍ଣ ଓ ବଳରାମକୁ ଆମନ୍ତ୍ରିତ କରିଥିଲେ । ବୃନ୍ଦାବନ ଲୋକ ଏହାଶୁଣି ଦୁଃଖୀ ହୋଇଥିଲେ, ମଥୁରା ଯିବା ପୂର୍ବରୁ ଶ୍ରୀକୃଷ୍ଣ ରାଧା ସହିତ ଦେଖା କରିଥିଲେ । ରାଧା ଶ୍ରୀକୃଷ୍ଣଙ୍କ ମନରେ ଚାଲିଥିବା ସବୁ ଗତିବିଧିକୁ ଜାଣିଥିଲେ । କୃଷ୍ଣ ରାଧାକୁ କଥା ଦେଇ ଯାଇଥିଲେକି ସେ ପୁଣି ଫେରିବେ । କିନ୍ତୁ କୃଷ୍ଣ ରାଧା ପାଖକୁ ଆସିଲେନି ।

ଶ୍ରୀକୃଷ୍ଣଙ୍କ ବିବାହ ରାଧା ସହିତ ହୋଇଥିଲା, ସେ କୃଷ୍ଣଙ୍କୁ ପାଇବା ପାଇଁ ବହୁତ ଯତ୍ନ କରିଥିଲେ । ରୁକ୍ମଣୀ ଶ୍ରୀକୃଷ୍ଣ ବିବାହ କରିବା ପାଇଁ ତାଙ୍କ ଭାଇ ଖିଲାପରେ ଯାଇ କୃଷ୍ଣଙ୍କୁ ବିବାହ କରିଥିଲେ । ରାଧା ଭଳି ରୁକ୍ମଣୀବି ଶ୍ରୀକୃଷ୍ଣଙ୍କୁ ବହୁତ ଭଲ ପାଉଥିଲେ, ରୁକ୍ମଣୀ ଶ୍ରୀକୃଷ୍ଣଙ୍କୁ ଗୋଟେ ପ୍ରେମ ପାତ୍ର ଦେଇଥିଲେ କି ସେ ଆସି ତାକୁ ନେଇଯାଆନ୍ତୁ । ଏହା ପରେ ଶ୍ରୀକୃଷ୍ଣ ତାଙ୍କ ପାଖକୁ ଯାଇ ତାଙ୍କୁ ବିବାହ କରିଥିଲେ ।

Image Courtesy: Google

ରାଧା ଓ କୃଷ୍ଣ ଯେବେ ଶେଷ ଥର ପାଇଁ ଦେଖା ହୋଇଥିଲେ ସେତେବେଳେ ରାଧା କହିଥିଲେକି ହୋଇପାରେ ତୁମେ ମୋଠୁ ଦୂରେଇଯାଇପାର କିନ୍ତୁ ତୁମ ଭଲ ପାଇବା ସବୁବେଳେ ମୋ ସହିତ ରହିବ । ଏହା ପରେ ମଥୁରା ଯାଇ କାହ୍ନା ବାକି ରାକ୍ଷସକୁ ମାରିଥିଲେ, ତାପରେ ପ୍ରଜାମାନଙ୍କ ରକ୍ଷା ପାଇଁ କୃଷ୍ଣ ଦ୍ଵାରିକା ଯାଇଥିଲେ ଓ ଦ୍ଵାରିକାଧିଶ ନାମରେ ବି ଲୋକପ୍ରିୟ ହୋଇଥିଲେ ।

ତା ପରେ ରାଧାଙ୍କ ବିବାହ ଜଣେ ଜାଦବଙ୍କ ସହିତ ହୋଇଥିଲା । କିନ୍ତୁ ଦେଖିବାକୁ ଗଲେ ଛୋଟ ବେଳୁ ରାଧାକୃଷ୍ଣଙ୍କ ବିବାହ ବ୍ରହ୍ମାଙ୍କ ଦ୍ଵାରା ହୋଇଥିଲା । ଏହା କେବଳ ରାଧାଙ୍କ ପରଛାଇଥିଲା, ଏହାସବୁ ସାରିଲା ପରେ ରାଧା ତାଙ୍କ ପ୍ରିୟତମ ଶ୍ରୀକୃଷ୍ଣଙ୍କ ସହିତ ଦେଖାକରିବାକୁ ଯାଇଥିଲେ । ଯେବେ ସେ ଦ୍ୱାରିକାରେ ପହଞ୍ଚିଲେ ସେ ଜାଣିଲେ ଶ୍ରୀକୃଷ୍ଣ ରୁକ୍ମଣୀ ଓ ସତ୍ୟଭାମାଙ୍କୁ ବିବାହ କରିଛନ୍ତି । ସେ ଏହାସୁଣୀ ଦୁଃଖୀ ହୋଇନଥିଲେ । ଯେବେ ଶ୍ରୀକୃଷ୍ଣ ରାଧାଙ୍କୁ ଦେଖିଲେ ବହୁତ ଖୁସି ହୋଇଥିଲେ । ଦୁଇଜଣ ସଙ୍କେତରେ ଦୁଇଜଣଙ୍କ ସହିତ ବହୁତ କଥାବାର୍ତା ହୋଇଥିଲେ ।

Image Courtesy: Google

ଦ୍ଵାରିକାରେ ରାଧାଙ୍କୁ କେହି ଜାଣି ନଥିଲେ, ରାଧାଙ୍କ ଅନୁରୋଧରେ ଶ୍ରୀକୃଷ୍ଣ ତାଙ୍କୁ ଦେବିକା ରୂପରେ ନିଯୁକ୍ତି ଦେଇଥିଲେ । ରାଧା ଦିନସାରା ମହଲରେ ରହୁଥିଲେ ଓ ମହଲର  ଦେଖାରଖା କରୁଥିଲେ, ସମୟ ମିଳିଲେ କୃଷ୍ଣଙ୍କ ଦର୍ଶନ କରୁଥିଲେ । କିନ୍ତୁ ପୂର୍ବଭଳି ରାଧା ଶ୍ରୀକୃଷ୍ଣ ସହିତ ଆଧ୍ୟାତ୍ମିକ ଭାବ ଅନୁଭବ କରିପାରିଲେ ନାହିଁ । ରାଧା ଭାବିଲେ ଶ୍ରୀକୃଷ୍ଣଠୁ ଦୂରକୁ ଯାଇ ଆଧ୍ୟାତ୍ମିକ ଭାବ ଯୋଡି ପାରିବେ, ସେଥିଲାଗି ସେ ମହଲ ଛାଡି ଦୂରକୁ ଚାଲିଗଲେ ।

ଧୀରେ ଧୀରେ ସମୟ ବିତିବାକୁ ଲାଗିଲା ଓ ରାଧା ବହୁତ କମଜୋର ଓ ଏକେଲା ହୋଇଗଲେ । ସେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କ ଆବଶ୍ୟକ ପଡିଥିଲା । ଶେଷ ସମୟର ଭଗବାନ ତାଙ୍କ ସାମ୍ନାରେ ଆସିଗଲେ । କୃଷ୍ଣ ରାଧାଙ୍କୁ କହିଲେ କିଛି ମାଗିବା ପାଇଁ କିନ୍ତୁ ସେ ମନା କରିଦେଲେ ପୁଣି କୃଷ୍ଣ ଅନୁରୋଧ କରିବାରୁ ରାଧା କହିଲେକି ସେ ଶେଷଥର ପାଇଁ ବାଂସୁରୀ ବଜେଇବା ପାଇଁ । ସେ ବହୁତ ସୁରିଲି ବାଂସୁରୀ ବଜେଇଲେ ଯେ ପର୍ଯ୍ୟନ୍ତ ରାଧା ଆଧ୍ୟାତ୍ମିକ ରୂପରେ ଶ୍ରୀକୃଷ୍ଣଙ୍କଠାରେ ବିଲୀନ ନହୋଇଛନ୍ତି ।

Image Courtesy: Google

ରାଧା ଶ୍ରୀକୃଷ୍ଣଙ୍କ ସୁରିଲି ବାଂସୁରୀ ଶୁଣି ଶୁଣି ଦେହ ତ୍ୟାଗ କରିଦେଲେ । କୃଷ୍ଣ ଜାଣିଥିଲେକି ତାଙ୍କ ପ୍ରେମ ଅମର ବୋଲି କିନ୍ତୁ ତା ପରେ ବି ରାଧାଙ୍କ ମୃତ୍ୟୁକୁ ସହି ପାରିଲେ ନାହିଁ ଓ ତାଙ୍କର ରାଧା ପ୍ରତି ପ୍ରେମର ପ୍ରତୀକ ବାଂସୁରୀକୁ ଭାଙ୍ଗି ଫୋପାଡି ଦେଲେ, ଓ ଜୀବନସର ଆଉ ବାଂସୁରୀ ବଜେଇଲେ ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *