ରାହୁଲ ଉଦ୍ଧାରରେ ଫେଲ ମାରିଥିଲା ପ୍ଲାନ A , ହେଲେ ଉଦ୍ଧାରକାରୀ ଦଳ ପାଖରେ ଥିଲା ପ୍ଲାନ B… ଯାହା ପାଇଁ ବଞ୍ଚିଲା Rahul ଜୀବନ

ବନ୍ଧୁଗଣ ଛତିଶଗଡ ର ୧୧ ବର୍ଷର ନାବାଳକ ରାହୁଲ ସାହୁ କିପରି ବୋରୱେଲ ରୁ ଉଧାର ପାଇବ ତାହାକୁ ନେଇ ସାରା ଦେଶର ନଜର ରହିଥିଲା । ଆଉ ସବୁଠାରୁ ଚିନ୍ତାରେ ରହିଥିଲେ ଉଧାରକାରୀ ଦଳ ଯେ କେମିତି ରାହୁଲକୁ ଜଲ୍ଦି ଉଧାର କରାଯିବ । ତେବେ ବର୍ତ୍ତମାନ ସମୟରେ ଗୋଟେ କଥାକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାହୁଲକୁ ଉଦ୍ଧର କରିବା ପାଇଁ ପ୍ଳାନ-A, ପ୍ଳାନ-B, ପ୍ଳାନ-C ପ୍ରସ୍ତୁତ କରା ଯାଇଥିଲା । କହିବାକୁ ଗଲେ ପ୍ଳାନ-A ଏମିତି ଥିଲା ଯେଉଁଥିରେ ଲୋକାଲ ଡ୍ରିଲ ମେସିନ ଓ ସାଧାରଣ କିଛି ମେସିନକୁ ନେଇ ପ୍ରଥମେ ଡ୍ରିଲ କାର୍ଯ୍ୟ ଆରମ୍ଭ କରା ଯାଇଥିଲା ।

ଯାହା ପାଇଁ ବିଶାଳକାୟ ପଥରକୁ ଡ୍ରିଲ କରିବା ପାଇଁ ଅଧିକ ସମୟ ଲାଗୁଥିଲା । ଯାହା ପାଇଁ ସମୟ ବିଳମ୍ବ ହୋଇ ଚାଲୁଥିଲା । ଆଉ ଅନ୍ୟ ପକ୍ଷରେ ଯବାନ ମାନେ ମଧ୍ୟ ଲଗାତାର କାମ କରି ଠକି ଯାଉଥିଲେ । କାଳେ କାମ ବନ୍ଦ ହୋଇଯିବ ସେଥିପାଇଁ ପ୍ରସ୍ତୁତ ହେଲା ପ୍ଳାନ-B । ପ୍ଳାନ-B ରେ ଏମିତି କିଛି ମେସିନ ସାମିଲ କରାଗଲା ଯେଉଁଥିରେ ମେସିନ ସାହାଯ୍ୟରେ ବିଶାଳ ବଡ ବଡ ପଥର କୁ ମାଟିରେ ଫୋପାଡି ଦେଉଥିଲା ।

ଏଭଳି କିଛି ମେସିନ ସାହାଯ୍ୟରେ ପ୍ଳାନ-B କାର୍ଯ୍ୟ ହେଲା । ଯେଉଁଥିରେ ଭାରତୀୟ ସେନା ମଧ୍ୟ ଯୋଗ ଦେଲେ । ଇଣ୍ଡିଆରେ ଭାରତୀୟ ସେନା ଓ SDRF ସମସ୍ତଙ୍କ ମିଳିତ ଉଦ୍ୟମରେ ପ୍ଳାନ-B କାମ କରିଲା । ଯାହା ପାଇଁ ରାହୁଲକୁ ଉଧାର କରାଯାଇ ପାରିଲା ।

ସବୁ ନୂତନ ଧରଣର ମେସିନ ସାହାଜ୍ଯରେ ପଥରକୁ ଡ୍ରିଲ କରି ରାହୁଲ ପାଖରେ ପହଞ୍ଚିଥିଲେ ଉଧାରକାରୀ ଟିମ । ଏବେ 60 ଫୁଟର ସୁଡଙ୍ଗ ଖୋଲିବା ଏତେ ସହଜ ନ ଥିଲା ଯେଉଁଥିରେ ପ୍ରଥମେ ବ୍ୟବହାର କରା ଯାଉଥିବା ମେସିନ ଧାରୁଆ ଉନ୍ନତ ମାନର ମେସିନ ସବୁ ଲଆଗଲା । ସେଥିରେ ଉଧାର କାର୍ଯ୍ୟ ଆରମ୍ଭ କରାଯାଇ ରାହୁଲକୁ ଉଧାର କରାଗଲା ।

ଆଉ ଲଗାତାର ଭାବେ ଯବାନ ମାନେ କାର୍ଯ୍ୟ ମଧ୍ୟ ଜାରି ରଖିଥିଲେ । ଯେଉଁ ଯବାନ ମାନେ କାର୍ଯ୍ୟ କରି କରି ଥକି ଯାଉଥିଲେ ସେମାନେ କିଛି ସମୟ ବିଶ୍ରାମ ନେବା ସମୟରେ ଅନ୍ୟ କିଛି ଯବାନ ମାନେ କାମ କରୁଥିଲେ । ଏଭଳି ଭାବେ ଯବାନଙ୍କ ସଂଖ୍ୟା ବଢିବା ସହ ରାହୁଲକୁ ଉଧାର କରିବା ପାଇଁ ପ୍ଳାନ-B କାମ କରିଲା ।

ଆଉ ଶେଷରେ ରାହୁଲ ଉଧାର ହୋଇ ପାରିଲେ । ବନ୍ଧୁଗଣ ଆପଣ ମାନଙ୍କର ରାହୁଲଙ୍କୁ ଉଧାର କରା ଯାଇଥିବା ପ୍ଳାନ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *