ପତ୍ନୀ ଶେୟାର କଲେ Rahul Vohra ଙ୍କ ମୃତ୍ୟୁ ପୂର୍ବର ଭିଡିଓ, ହସ୍ପିଟାଲରେ ଏମିତି ଘଟୁଥିଲା ରାହୁଲଙ୍କ ସହ…

ଆପଣମାନେ ଗତ ରବିବାର ଦିନ ଅଭିନେତା ରାହୁଲ ବୋହରାଙ୍କ ନିଧନର ଖବର ଶୁଣିଥିବେ ।

କହିଦେଉଛୁ କି ରାହୁଲ ବୋହରା ମ-ହା-ମା-ରୀରେ ପଜିଟିବ ହେବା ପରେ ହସ୍ପିଟାଲରେ ଆଡମିଟ ହୋଇଥିଲେ ଓ ଦୀର୍ଘଦିନ ଧରି ଚିକିତ୍ସିତ ହେଇଥିଲେ । କିନ୍ତୁ ଭାଗ୍ୟର ବିଡମ୍ବନା କି ସେ ଆମ ସମସ୍ତଙ୍କୁ ଛାଡି ଚାଲିଗଲେ ।

କିନ୍ତୁ ସେ ମୃ-ତ୍ୟୁ ପୂର୍ବରୁ ହସ୍ପିଟାଲରେ ଚିକିତ୍ସିତ ହେବା ସମୟରେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ବହୁତ ପୋସ୍ଟ ଲେଖି ଶେୟାର କରିଥିଲେ ଓ ତାଙ୍କୁ ବଞ୍ଚାଇବା ପାଇଁ ସମସ୍ତଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

 

View this post on Instagram

 

A post shared by Jyoti Tiwari (@ijyotitiwari)


ରାହୁଲ ନିଜର ଏହି ଶେଷ ପୋସ୍ଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୟାଗ କରିଛନ୍ତି ଲେଖିଲେ କି ‘ଯଦି ତାଙ୍କୁ ବି ଭଲ ଚିକିତ୍ସା ମିଳିଥାନ୍ତା ତେବେ ସେ ବି ବଞ୍ଚି ପାରି ଥାନ୍ତେ । ସେ ଜଲ୍ଦି ହିଁ ଦ୍ଵିତୀୟ ଜନ୍ମ ନେବେ ଓ ଭଲ କାମ କରିବେ ।

ରାହୁଲଙ୍କ ଏହି ପୋସ୍ଟ ପଢିବା ପରେ ସମସ୍ତ ସୋସିଆଲ ମିଡିଆ ୟୁଜରଙ୍କ ଆଖିରେ ଲୁହ ଚାଲି ଆସିଥିଲା । ଯଦି ରାହୁଲଙ୍କ ପତ୍ନୀ ଜ୍ୟୋତି ତିବାରିଙ୍କ ବିଷୟରେ କହିବା ତେବେ ନିଜ ସ୍ଵାମୀର ଦେ-ହା-ନ୍ତ ଉପରେ ସେ ଭାଙ୍ଗି ଯାଇଛନ୍ତି । ଏହା ମଧ୍ୟରେ ସେ ନିଜ ସ୍ଵାମୀ ପାଇଁ ନ୍ୟାୟ ମାଗିଛନ୍ତି । ବର୍ତ୍ତମାନ ରାହୁଲଙ୍କ ପତ୍ନୀ ଜ୍ୟୋତି ତିବାରି ରାହୁଲଙ୍କ ଶେଷ ସମୟର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଯେଉଁଥିରେ ରାହୁଲ ହସ୍ପିଟାଲ କର୍ମଚାରୀଙ୍କ ଅଣାଦେଖା ଓ ହସ୍ପିଟାଲର ଅକ୍ସିଜେନ ସିଲିଣ୍ଡର ଚାଲୁ ନ ଥିବାର କଥା କହୁଥିବାର ନଜର ଆସୁଛନ୍ତି ।

ଭିଡିଓରେ ରାହୁଲ ହସ୍ପିଟାଲରେ ବେଡରେ ଶୋଇଥିବା ସମୟରେ ନିଜ ମୁହଁରୁ ମାସ୍କ ହଟାଇ ରାହୁଲ କହୁଛନ୍ତି କି ବର୍ତ୍ତମାନ ସମୟରେ ଅକ୍ସିଜେନରେ ବହୁତ ମୂଲ୍ୟ ଅଛି । ଅକ୍ସିଜେନ ବିନା ରୋ-ଗୀ ଛଟପଟ ହୋଇଥାଏ । ଏହା ମଧ୍ୟରେ ସେ ବେଳେ ବେଳେ ମାସ୍କ ନିଜ ମୁହଁରେ ଲଗାଉଛନ୍ତି ଓ କିଛି ସମୟ ପରେ ମାସ୍କ ହଟାଇ କହୁଛନ୍ତି କି ଏଥିରେ କିଛି ବି ଆସୁ ନାହିଁ । ଭିଡିଓରେ ରାହୁଲ ଆଗକୁ କହୁଛନ୍ତି ହସ୍ପିଟାଲର କର୍ମଚାରୀ ଆସିଥିଲେ ମୁଁ ତାଙ୍କୁ ଅକ୍ସିଜେନ ଅ-ସୁ-ବି-ଧାର କଥା କହିଲି ।

କିନ୍ତୁ ସେ କିଛି କଥା ନ ଶୁଣି ଚାଲିଗଲେ । ଏହା ସହିତ କାହାକୁ ଡାକିଲେ ବି ସେମାନେ ଆସନ୍ତି ନହିଁ ଓ ଏମିତିରେ ମୁଁ ଏହି ଖାଲି ମାସ୍କର କଣ କରିବି । ରାହୁଲଙ୍କ ପତ୍ନୀ ତାଙ୍କର ଏହି ଭିଡିଓକୁ ପୋସ୍ଟ କରି କହିଲେ କି ମୋର ରାହୁଲ ଚାଲି ଯାଇଛି ଏହା ସମସ୍ତଙ୍କୁ ଜଣା । କିନ୍ତୁ କେମିତି ଗଲା ଏହା କାହାକୁ ବି ଜଣା ନହିଁ । ରାଜୀବ ଗାନ୍ଧୀ ହସ୍ପିଟାଲ ଦିଲ୍ଲୀରେ ଏହିଭଳି ଚିକିତ୍ସା ହୋଇଥାଏ । ଆଶା କରୁଛି ମୋର ସ୍ଵାମୀକୁ ନ୍ୟାୟ ମିଳିବ ।

କହିଦେଉଛୁ କି ରାହୁଲଙ୍କୁ ଶନିବାର ଦିନ ରାତିରେ ଗୋଟିଏ ପୋସ୍ଟ ଲେଖି ସାହାର୍ଯ୍ୟ ମାଗିଥିଲେ ଓ କିଛି ଘଣ୍ଟା ପରେ ରବିବାର ଦିନ ସକାଳେ ହିଁ ରାହୁଲ ଏହି ଦୁନିଆରୁ ଚାଲିଗଲେ । କହିଦେଉଛୁ କି ରାହୁଲଙ୍କ ମୃ-ତ୍ୟୁ ପୂର୍ବରୁ ଗୋଟିଏ ଦିନ ପୂର୍ବରୁ ଅର୍ଥ ଶନିବାର ରାତିରେ ହିଁ ତାଙ୍କୁ ରାଜୀବ ଗାନ୍ଧୀ ହସ୍ପିଟାଲରୁ ଦ୍ଵାରକର ଆୟୁଷ୍ମାନ ହସ୍ପିଟାଲରେ ସିଫ୍ଟ କରଯାଇଥିଲା । ତଥାପି ସେ ବଞ୍ଚି ପାରିଲେ ନାହିଁ ।

Leave a Reply

Your email address will not be published. Required fields are marked *