ମୃତ୍ୟୁ ପୁର୍ବରୁ Raimohanଙ୍କ ଶେଷ ଇଚ୍ଛା ଜାଣିଲେ ଆଖିରୁ ଲୁହ ରହିବ ନାହିଁ… ଦେଖନ୍ତୁ Video

ବନ୍ଧୁଗଣ ମାତ୍ରା ୬୦ ବର୍ଷ ବୟସରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି ଓଲିଉଡ ର ଜବରଦସ୍ତ ଆକ୍ଟର ରାଇମୋହନ ପରିଡା । ପାରିବାରିକ କୌଣସି କାରଣ ପାଇଁ ହୁଏ ତ ସେ ଏଭଳି ଆତ୍ମହତ୍ୟା କରିଛନ୍ତି ବୋଲି ସୋସିଆଲ ମିଡିଆ ସୂତ୍ର ରୁ ଜାଣ ପଡିଛି । କିନ୍ତୁ ରାଇମୋହନ ଆତ୍ମହତ୍ୟା କରିବା ପୂର୍ବ ରୁ ତାଙ୍କର ଶେଷ ଇଚ୍ଛା, ଇଚ୍ଛା ରେ ହିଁ ରହି ଯାଇଛି । ଆଉ ସେହି ଇଚ୍ଛା ଟି କଣ ରହିଛି ସେହି ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ବନ୍ଧୁଗଣ ଅଭିନେତା ରାଇମୋହନ ପରିଡା ଓଲିଉଡ ଜଗତରେ ପ୍ରାୟ ୧୫୦ ରୁ ଅଧିକ ଫିଲ୍ମରେ ଅଭିନୟ କରୁଛନ୍ତି ।

ଏହା ଛଡା ସେ ବହୁତ ସାରା ଯାତ୍ରା ଓ ସିରିଏଲରେ ମଧ୍ୟ ଅଭିନୟ କରିବାର ନଜର ଆସିଛନ୍ତି । ଗତ ଦିନ ମାନଙ୍କରେ ରାଇମୋହନ ପରିଡା ନିଜର ବଡ ଝିଅଙ୍କ ପାଇଁ ବହୁତ ଚିନ୍ତା ରେ ରହିଥିଲେ । ତାଙ୍କ ପରିବାରରେ ଦୁଇ ଝିଅ, ଜ୍ଵାଇଁ, ସ୍ତ୍ରୀ ଅଛନ୍ତି । ଗତ କିଛି ଦିନ ହେବ ସେ ତାଙ୍କ ବଡ ଝିନକୁ ନେଇ ବହୁତ ବ୍ୟସ୍ତ ବିବ୍ରତ ରହୁଥିଲେ ଯାହା ସୂତ୍ରରୁ ରୁ ଜଣା ପଡିଛି । ରାଇମୋହନ ତାଙ୍କ ବଡ ଝିଅଙ୍କୁ ବହୁତ ଭଲ ପାଉଥିଲେ । କିନ୍ତୁ ତାଙ୍କର ବଡ ଝିଅ ଇଚ୍ଛା ଅନୁଯାୟୀ ଅନ୍ୟ ଜଣେ ଯୁବକଙ୍କୁ ମ୍ୟାରେଜ କରିଥିଲେ ।

ଏହି କାରଣ ପାଇଁ ରାଇମୋହନ ବହୁତ ଦୁଖିତ ଥିଲେ । ଏମିତିକି ନିଜ ବଡ ଝିଅଙ୍କ ପାଇଁ ବହୁତ ଚିନ୍ତିତ ମଧ୍ୟ ଥିଲେ । ତେବେ ବାହାଘର ପରେ ରାଇମୋହନଙ୍କ ବଡ ଝିଅ ବହୁତ ଦୁଖ କଷ୍ଟରେ ଚଳୁଥିଲେ । ସବୁବେଳେ ତାଙ୍କ ବଡ ଝିଅଙ୍କୁ ସାହାଯ୍ୟ କରିବାକୁ ରାଇମୋହନ ଙ୍କର ଇଚ୍ଛା ରହିଥିଲା । କିନ୍ତୁ ଏହା ପୂର୍ବରୁ ସବୁ କିଛି ଓଲଟ ପାଲଟ ହୋଇଗଲା । ଆଉ ନିଜ ଘରେ ରାଇମୋହନ ଆତ୍ମହତ୍ୟା କରି ଦେଲେ । ତେବେ ରାଇମୋହଙ୍କର ନିଜ ବଡ ଝିଅକୁ ସାହାଯ୍ୟ କରିବାର ଶେଷ ଇଚ୍ଛା ଟି ଅପୂରଣୀୟ ହୋଇ ରହିଗଲା ।

ଓଲିଉଡ ର ଖଳନାୟକ ଭାବେ ପରିଚିତ ହୋଇଥିବା ଅଭିନେତା ରାଇମୋହନ ପରିଡା ମୃତ୍ୟୁ ପୂର୍ବରୁ ନିଜର ଶେଷ ଇଚ୍ଛା ପୂରଣ କରିପାରି ନାହାନ୍ତି । ଆତ୍ମହତ୍ୟାର ସଠିକ କାରଣ ଏ ଯାଏଁ ଜଣା ପଡି ନାହି । ତେବେ ଓଡିଆ ଜଗତର ରାଇମୋହନ ଏମିତି ଜଣେ ଅଭିନେତା ଥିଲେ ଯିଏ କି ସବୁ ଚରିତ୍ର ରେ ଅଭିନୟ କରିବାର ନଜର ଆସିଛନ୍ତି ।

ତେବେ ତାଙ୍କୁ ଅଧିକାଂଶ ନେଗେଟିଭ ଚରିତ୍ର ରେ ଅଭିନୟ କରିବାରେ ଚାନ୍ସ ମିଳିଥିଲା । ସେ ତାଙ୍କର ଜବରଦସ୍ତ ଅଭିନୟ ପାଇଁ ଗତ କିଛି ଦିନ ତଳେ ଅନେକ ସାରା ଆୱାର୍ଡ ମଧ୍ୟ ପାଇଥିଲେ । ହେଲେ ବର୍ତ୍ତମାନ ସମୟରେ ତାଙ୍କର ଅକାଳ ବିୟୋଗ ଘଟିଛି । ଯାହା ପାଇଁ ଓଡିଆ ଜଗତକୁ ଶକ୍ତ ଝଟକା ଲାଗିଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ରାଇମୋହନ ପରିଡା କେମିତି ଲାଗନ୍ତି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *