ହୃଦୟରୁ ବାଛନ୍ତୁ ଗୋଟେ ନାମ ଓ ଜାଣନ୍ତୁ ନିଜ Loverର Feelings- Love Quiz

ବନ୍ଧୁଗଣ ଆଜି ଆପଣଙ୍କ ପାଇଁ ମଜାଦାର କୁଇଜ ଗେମ ନେଇ ଆସୁଛି । ଆପଣଙ୍କ ଲଭରଙ୍କ ମନରେ ଆପଣଙ୍କ ପାଇଁ କଣ ରହିଛି ତାହା ଜାଣିବାକୁ ଆପଣଙ୍କୁ ଇଂରାଜୀ ଅକ୍ଷରର ୨୬ଟି ଲେଟର ମଧ୍ୟରୁ କୌଣସି ଗୋଟିଏ ଚୟନ କରିବାକୁ ହେବ । A ଲେଟର ଚୟନ କରିଥିଲେ ଆପଣଙ୍କ ସାଥି ଆପଣଙ୍କୁ ନିଜର କରି ରଖିବାକୁ ଚାହୁଁଛନ୍ତି ।

B ଲେଟର ଚୟନ କରିଥିଲେ ଆପନଙ୍କ ସାଥି ଆପଣଙ୍କୁ କିସ କରିବାକୁ ଚାହୁଁଛନ୍ତି ।

C ଲେଟର ଚୟନ କରିଥିଲେ ଆପଣଙ୍କ ସାଥି ଦୁନିଆରେ ଅଧିକ ପ୍ରେମ ଆପଣଙ୍କୁ କରୁଛନ୍ତି ।

D ଲେଟର ଚୟନ କରିଥିଲେ ଆପଣଙ୍କ ସାଥି ଆପଣଙ୍କ ସହ ଦେଖା କରିବାକୁ ଅପେକ୍ଷା ଅରିଛନ୍ତି ।

E ଲେଟର ଚୟନ କରିଥିଲେ ଆପଣଙ୍କ ସାଥି ଜୀବନରେ କେବେ ଆପଣଙ୍କୁ ଧୋକା ଦେବେ ନାହି ।

F ଲେଟର ଚୟନ କରିଥିଲେ ଆପଣଙ୍କ ସାଥି ଆପଣଙ୍କ ଉପରେ ରାଗିଛନ୍ତି ।

G ଲେଟର ଚୟନ କରିଥିଲେ ଆପଣଙ୍କ ସାଥିଙ୍କୁ ଆପଣଙ୍କ ଉପରେ ବହୁତ ରାଗ ଆସୁଛି ।

H ଲେଟର ଚୟନ କରିଥିଲେ ଆପଣଙ୍କ ସାଥି ସବୁବେଳେ ଆପଣଙ୍କୁ ଖୁସିରେ ଦେଖିବାକୁ ଇଚ୍ଛା କରନ୍ତି ।

I ଲେଟର ଚୟନ କରିଥିଲେ ସେ ଆପଣଙ୍କୁ ମନରୁ ବହୁତ ପସନ୍ଦ କରୁଛନ୍ତି ।

J ଲେଟର ଚୟନ କରିଥିଲେ ଆପଣଙ୍କ ସାଥି ଆପଣଙ୍କର ବହୁତ କେୟାର ଅରନ୍ତି ।

K ଲେଟର ଚୟନ କରିଥିଲେ ଆପଣଙ୍କ ସାଥି ଆପଣଙ୍କୁ ବହୁତ ଭଲ ପାଉଛନ୍ତି କିନ୍ତୁ ଦେଖାନ୍ତି ନାହି ।

L ଲେଟର ଚୟନ କରିଥିଲେ ଆପଣଙ୍କ ସାଥିର ହୃଦୟରେ ଆପନ୍ନକ ପାଇଁ ବହୁତ ପ୍ୟାରା ଅନୁଭୂତି ରହିଛି ।

M ଲେଟର ଚୟନ କରିଥିଲେ ଆପଣଙ୍କ ସାଥି ଆପଣଙ୍କୁ ଜୀବନ ଠାରୁ ଅଧିକ ଭଲ ପାଉଛନ୍ତି ।

N ଲେଟର ଚୟନ କରିଥିଲେ ଆପଣଙ୍କ ସାଥି ଆପଣଙ୍କୁ ପାଇବା ପାଇଁ ଭଗବାନଙ୍କ ଠାରୁ ମାଗୁଛନ୍ତି ।

O ଲେଟର ଚୟନ କରିଥିଲେ ଆପଣଙ୍କ ସାଥି ଆପଣଙ୍କୁ ସଚ୍ଚା ବନ୍ଧୁ ମାନୁଛନ୍ତି ।

P ଲେଟର ଚୟନ କରିଥିଲେ ଆପଣଙ୍କ ସାଥି କେବେ ବି ଆପଣଙ୍କୁ ହରାଇବାକୁ ଚାହୁଁ ନାହାନ୍ତି ।

Q ଲେଟର ଚୟନ କରିଥିଲେ ଆପଣଙ୍କ ସାଥି ଆପଣଙ୍କୁ ପ୍ରପୋଜ କରିବାକୁ ହାହୁନଛନ୍ତି ।

R ଲେଟର ଚୟନ କରିଥିଲେ ଆପଣଙ୍କ ସାଥି ଆପଣଙ୍କୁ ପାଇବାକୁ ସ୍ଵପ୍ନ ଦେଖୁଛନ୍ତି ।

S ଲେଟର ଚୟନ କରିଥିଲେ ଆପଣଙ୍କ ସାଥି ଆପଣଙ୍କୁ ସଚ୍ଚା ପ୍ରେମ କରୁଛନ୍ତି ।

T ଲେଟର ଚୟନ କରିଥିଲେ ଆପଣଙ୍କ ସାଥି ଆପଣଙ୍କ ସହ ଦେଖା କରିବାକୁ ଇଚ୍ଛୁକ ଅଟନ୍ତି ।

U ଲେଟର ଚୟନ କରିଥିଲେ ଆପଣଙ୍କ ସାଥି ପୁରା ଜୀବନ ଆପଣଙ୍କ ସହ ବ୍ଯତୀତ କରିବାକୁ ଚାହୁଁଛନ୍ତି ।

V ଲେଟର ଚୟନ କରିଥିଲେ ଆପଣଙ୍କ ସାଥି ଆପଣଙ୍କ ସହ ମ୍ୟାରେଜ କରିବାକୁ ଚାହୁଁଛନ୍ତି ।

W ଲେଟର ଚୟନ କରିଥିଲେ ଅପାନଙ୍କ ସାଥି ଆପଣଙ୍କୁ ସକାଳ ସନ୍ଧ୍ୟାରେ ମିସ କରୁଛନ୍ତି ।

X ଲେଟର ଚୟନ କରିଥିଲେ ଆପଣଙ୍କ ସାଥି ଅପାନଙ୍କ ଠାରୁ ଜୀବନରେ ସାଥ ଇଚ୍ଛା କରୁଛନ୍ତି ।

Y ଲେଟର ଚୟନ କରିଥିଲେ ଆପଣଙ୍କ ସାଥି ଯେବେ ଯାଏଁ ତାଙ୍କର ନିଶ୍ଵାସ ଚାଲିଛି ଆପଣଙ୍କ ସହ ବଞ୍ଚିବାକୁ ଚାହୁଁଛନ୍ତି ।

Z ଲେଟର ଚୟନ କରିଥିଲେ ଆପଣଙ୍କ ସାଥି ଆପଣଙ୍କୁ ଆଇ ଲଭ ୟୁ କହିବାକୁ ଚାହୁଁଛନ୍ତି । ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *