ଭଲ ଲୋକଙ୍କର ମୃତ୍ୟୁ ଶୀଘ୍ର କାହିଁକି ହୋଇଯାଏ ? Garuda Purana

ବନ୍ଧୁଗଣ ଯେଉଁ କଳି ଯୁଗରେ ଆମେମାନେ ବଞ୍ଚିକି ରହୁଛୁ ସେଠାରେ ୧୦୦ ବର୍ଷ ବଞ୍ଚିବା କିଛି ଚମତ୍କାର ଠାରୁ କମ ନୁହେଁ । ପୁରାଣ ପିଢୀକୁ ଛାଡି ଦେଲେ ବହୁତ କମ ଲୋକେ ୧୦୦ ବର୍ଷ ଜୀବିତ ରହୁଛନ୍ତି । ଏମିତିରେ ଯେଉଁ ଲୋକ ଭଲ ହୋଇଥାନ୍ତି ସେମାନେ ସଂସାରରୁ ବିଦାୟ ନେଇଥାନ୍ତି । କାରଣ କଥାରେ ଅଛି ଭଗବାନ ଭଲ ଲୋକଙ୍କୁ ଜଲ୍ଦି ଉପରକୁ ନେଇ ଯାଇଥାନ୍ତି । ଭଲ ଲୋକ ତୁଳନାରେ ଭଲ ଲୋକ ମାନେ କଣ ପାଇଁ ମୃତ୍ୟୁ ଲୋକକୁ ପ୍ରାପ୍ତ ହୋଇଥାନ୍ତି ତାହା ବିଷୟରେ ଆପଣ କେବେ ଭବିଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବାକୁ ଯାଉଛୁ ।

ଧର୍ମ ଯାହା ବି ହେଉ ନା କାହିଁକି ଦୁନିଆରେ ଜନ୍ମ ହୋଇଛି ମାନେ ମୃତ୍ୟୁ ନିଶ୍ଚିନ୍ତ ଅଟେ । ସନାତନ ଧର୍ମ ଅନୁଯାୟୀ ପିଲାର ଜନ୍ମର ଷଷ୍ଠ ଦିନରେ ହିଁ ଭଗବାନ ବ୍ରମ୍ହା ତାର କିସ୍ମତ ଲେଖି ଦେଇଥାନ୍ତି । ଯେଉଁଥିରେ ଶିଶୁର ଆଗାମୀ ସମୟ ଯେମିତି ବିବାହ, ଶିକ୍ଷା, ମୃତ୍ୟୁର ତାରିଖ ମଧ୍ୟ ସାମିଲ ରହିଥାଏ । ଭଗବାନ ହିଁ ଜାଣିଥାନ୍ତି ବ୍ଯକ୍ତିର ମୃତ୍ୟୁ କେବେ ହେବ ।

ବ୍ୟକ୍ତି ପୃଥିବୀରେ ଯେଉଁ କର୍ମ କରିଥାଏ ତାର ଫଳ ତାକୁ ଯମଲୋକରେ ଭୋଗିବାକୁ ପଡିଥାଏ । ଯଦି ପାପର ପରିଣାମ ଭାରି ହୋଇଥାଏ ତେବେ ମାର୍କର ଦଣ୍ଡ କମ ହୋଇଥାଏ । ଯଦି ପୁଣ୍ୟର ପରିନ୍ମ ଭାରି ହୋଇଥାଏ ତେବେ ସ୍ଵର୍ଗର ସୁଖ ମିଳିଥାଏ ଯାହା ଅନେକ ଯୁଗ ଯାଏଁ ଚାଲିଥାଏ । ସେତେବେଳେ ଯାଏଁ ବ୍ୟକ୍ତିକୁ ମୋକ୍ଷ ପ୍ରାପ୍ତ ନ ହୋଇଛି । ଏହି ମୃତ୍ୟୁଲୋକରେ ଯେ କୌଣସି ବ୍ୟକ୍ତି ନିଜର କର୍ମ ଭୋଗିଥାନ୍ତି ।

କେହି ମଣିଷ ତ କେହି ପଶୁ ଭାବେ ଜନ୍ମ ହୋଇଥାନ୍ତି । ମଣିଷର ମୃତ୍ୟୁ ପରେ କେଉଁ ଶରୀର ଧାରଣ କରିବ ତାହା ତାର କର୍ମ ଅନୁଯାୟୀ ସ୍ଥିର ହୋଇଥାଏ । ଏହା ବ୍ୟତୀତ ଜନ୍ମ ଦେଇଥିବା ବାପା ମା ମଧ୍ୟ ଶରୀରକୁ ଆସିଥାଏ ଯାହା ପୋହଳରେ ବ୍ୟକ୍ତିକୁ ପୁଣ୍ୟାତ୍ମା ବା ଦୁରାତ୍ମା କୁହାଯାଏ । ତେଣୁ ଭଗବାନ ଦେଖିଥାନ୍ତି ଯେବେ ବ୍ୟକ୍ତି ନିଜର ଭୁଲ ବୁଝିପାରି ଭଲ କାମ କରୁଛି କି ନାହି ସେହି ସମୟରେ ତାକୁ ମୃତ୍ୟୁଲୋକକୁ ନେଇଥାନ୍ତି ।

ଭଗବାନଙ୍କ ଦଣ୍ଡ ବିଧନା ଅନୁଯାୟୀ ବ୍ୟକ୍ତିକୁ ତାର କର୍ମର ଦଣ୍ଡ ସେତିକି ମିଳିଥାଏ ଯେତିକି ନିୟମ ରହିଥାଏ । ଭଲ ଲୋକମାନେ କମ ବୟସରେ ସବୁ ସିଦ୍ଧି ହାସଲ କରିଥାନ୍ତି ଯାହା ପାଇଁ ତାଙ୍କୁ ଧରିତ୍ରିରେ ପଠା ଯାଇଥାଏ । ମାନ୍ୟତା ରହିଛି ଭଗବାନ ଭଲ ଲୋକଙ୍କୁ କୌଣସି ଉଦେଶ୍ୟ ଲାଗି ମୃତ୍ୟୁଲୋକକୁ ପଠାଇଥାନ୍ତି ।

ଭଗବାନଙ୍କ ନିଜର ଅବତାର ମଧ୍ୟ ସେଥିରେ ସାମିଲ ରହିଛି । ତେବେ ଭଗବାଙ୍କ ଉଦେଶ୍ୟ ପୂର୍ଣ୍ଣ ହୋଇଗଲେ ସେ ଭଲ ଲୋକଙ୍କୁ ଫେରାଇ ନେଇଥାନ୍ତି । ଭଲ ଲୋକଙ୍କର ମୃତ୍ୟୁ ତାଙ୍କର ଭଲ କର୍ମ ଉପରେ ନିର୍ଭାବର କରିଥାଏ । ମୃତ୍ୟୁ ପରେ ବ୍ୟକ୍ତି ସହ ୩ଟି ଜିନିଷ ଯାଇଥାଏ ଯଥା ସଞ୍ଚିତ କର୍ମ, ସ୍ମୂରତି ଓ ଜାଗୃତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *