ଦେଖନ୍ତୁ ଭାରତୀୟ ରାଜନେତାଙ୍କ ସୁନ୍ଦରୀ ସ୍ତ୍ରୀ, ଏମାନେ କୌଣସି ହିରୋଇନଠୁ କମ ନୁହନ୍ତି- ଥରେ ଦେଖିଲେ ହଟିବ ନାହିଁ ନଜର

ଆଜି ଆମେ ଆପଣଙ୍କୁ ଭାରତୀୟ ରାଜନେତା ମାନଙ୍କର ସୁନ୍ଦରୀ ସ୍ତ୍ରୀ ମାନଙ୍କ ବିଷୟରେ କହିବୁ । ଯେଉଁମାନେ ସୁନ୍ଦରତାରେ ବଲୀଉଡ ଅଭିନେତ୍ରୀ ମାନଙ୍କୁ ବି ଟକ୍କର ଦେଇଦେବେ । ଭାରତରେ ବହୁତ ସୁନ୍ଦର ସୁନ୍ଦର ନାରୀ ଅଛନ୍ତି ସେମାଙ୍କୁ ଦେଖିଲେ ଆପଣଙ୍କ ଅନଜର ଲାଖିକି ରହି ଯିବ । ତେବେ ଆଜି ଆମେ କିଛି ଏଭଳି ନାରୀ ମାନଙ୍କ ବିଷୟରେ କହିବୁ ଯେଉଁମାନେ ଦେଖିବାକୁ ବହୁତ ସୁନାଦର ଓ ସେମାନେ ଆମ ଦେଶର ବଡ ବଡ ରାଜ ନେତା ମାନଙ୍କର ପତ୍ନୀ ଅଟନ୍ତି । ତେବେ ଆସନ୍ତୁ ଦେଖିବା ରାଜନେତା ଓ ତାଙ୍କ ସୁନ୍ଦର ପତ୍ନୀ ମାନଙ୍କର କିଛି ଫୋଟୋ ।

କୌଣସି ବଲୀଉଡ ହିରୋଇନ ବି ଏମାନଙ୍କ ଆଗରେ ଫିକା

ପ୍ରିୟଦର୍ଶନୀ ରାଜେ ସିନ୍ଧିୟା

ବିଶ୍ବର ୫୦ ଜଣ ସୁନ୍ଦରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପ୍ରିୟଦର୍ଶନୀ । ସେ ହେଉଛନ୍ତି ବରୋଦାରେ ଗାୟକୱାଡ ପରିବାରର ରାଜକୁମାରୀ । ତେବେ ୨୦୧୨ ମସିହାରେ ଫେମିନା ପତ୍ରିକା ଦ୍ବାରା ଆୟୋଜିତ କରାଯାଇଥିବା ପ୍ରତିଯୋଗୀତାରୁ  ଜଣା ପଡିଥିଲା କି ସେ ବିଶ୍ଵର ୫୦ ସୁନ୍ଦରୀ ମାନଙ୍କ ମଧ୍ୟରୁ ସାମିଲ ଅଛନ୍ତି । ତେବେ ସେ  କଂଗ୍ରେସ ନେତା ଜ୍ୟୋତିରାଦିତ୍ୟଙ୍କ ପତ୍ନୀ ଅଟନ୍ତି । ଏମାନେ ପ୍ରେମ ବିବାହ କରିଥିଲେ ଓ ପ୍ରିୟଦର୍ଶିନୀ ଦେଖିବାକୁ ମଧ୍ୟ ଖୁବ ସୁନ୍ଦର ।

ସାରା ଅବଦୁଲ୍ଲାହ ପାୟଲଟ-

ସାରା ଦେଖିବା ପାଇଁ ଖୁବ ସୁନ୍ଦର ସାରା । ଏମିତିକି କୌଣସି ଅଭିନେତ୍ରୀ ବି ତାଙ୍କ ଆଗରେ ଫିକା । ୨୦୦୪ ମସିହାରେ ସାରା ଓ କଂଗ୍ରେସ ରାଜନେତା ସଚୀନ ପାୟଲଟଙ୍କ ସହ ବିବାହ କରିଥିଲେ । ଉଭୟଙ୍କର ପ୍ରେମ ବିବାହ ହୋଇଥିଲା । ସଚୀନ ସାରାଙ୍କୁ ବହୁତ ପସନ୍ଦ କରନ୍ତି ।

ଅମୃତା ରାଏ-

ନିଜଠୁ ୨୪ ବର୍ଷ ବଡ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କୁ ବିବାହ କରିଛନ୍ତି ଅମୃତା ରାଏ । ୨୦୧୫ ମସିହାରେ ସେ ଚେନ୍ନାଇରେ ବିବାହ କରିଥିଲେ ଏବଂ ତାଙ୍କର ଦ୍ବିତୀୟ ସ୍ବାମୀ ହେଉଛନ୍ତି ଦିଗବିଜୟ ।  ତେବେ ଅମୃତା ଦେଖିବାକୁ ଖୁବ ସୁନ୍ଦର । ଏମାନେ ମଧ୍ୟ ପ୍ରେମ ବିବାହ କରିଛନ୍ତି ଓ ଏମାନଙ୍କ ପ୍ରେମ ସେ ସମୟରେ ଖୁବ ଚର୍ଚାରେ ମଧ୍ୟ ଥିଲା ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *