ଜଣେ ଯୁବକ ବିଚ୍ ରାସ୍ତାରେ ଚିରିଦେଲା ଝିଅଟିର ଡ୍ରେସ୍, ଲୋକମାନେ କଲେ ଭିଡିଓ ରେକର୍ଡିଂ ଏବଂ ତାପରେ ଯାହା ହେଲା…

ନମସ୍କାର ବନ୍ଧୁଗଣ , ଆପଣମାନକୁ ଆମର ଏହି ଲେଖାକୁ ସ୍ଵାଗତ । ଆଜିକାଲି ଦୁନିଆ ଏତେ ଖରାପ ହେଲାଣି ଯେ ଝିଅ ମାନେ ଘରୁ ବାହାରିବା ମଧ୍ୟ କଷ୍ଟ ହୋଇଗଲନି । ଘରୁ ପାଦ କାଢିଲା ମାତ୍ରେ ଡାହାଳ କୁକୁର ଭଳି ଅନେଇ ଛନ୍ତି ସେମାନଙ୍କ ଇଜ୍ଜତ ସହ ଖେଳିବାକୁ ଆଜି କାଲୀର ଯୁବ ପିଢୀ । ଯେବେ ବି ଖବର କାଗଜ ପଦ କି ଟିଭି ରେ ଦେଖା ପ୍ରତ୍ୟକ ଦିନ କୌଣସି ନା କୌଣସି ରେପ ଘଟଣା ବିଷୟରେ ଦେଉଥିବ । ଲୋକଙ୍କ ମାନସିକତା ଏମିତି ହେଲାଣି କି ଛୋଟ ପିଲାଙ୍କୁ ମଧ୍ୟ ଛାଡୁ ନାହାନ୍ତି । ତେବେ ସେହିଭଳି ଏକ ଘଟଣା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ଯେଉଁଠି ଝିଅଟି ଦୁର୍ବ୍ୟବହର କରୁଥିବା ପୁଅକୁ ଦେଇଛି ସଠିକ ଜବାବ । ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଘଟଣା କଣ ।

ଉତ୍ତରପ୍ରଦେଶ ମୁରାଦାବାଦର ସିଭିଲ୍ ଲାଇନ୍ ଅଞ୍ଚଳରେ ଘଟିଛି ଏହି ଘଟଣା । ତେବେ ଘଟଣା ହେଲା ଗୋଟେ ଝିଅ ପ୍ରତ୍ୟକ ଦିନ ଲୋକସେଡ୍ ପୁଲ୍ ନିକଟରୁ ତାର କୋଚିଂ ପାଇଁ ଯାଏ । ତେବେ ସେଠାରେ ଗୋଟେ ଯୁବକ ସବୁବେଳେ ତାକୁ ଦେଖି କମେଣ୍ଟ ମାରେ । ତେବେ ଗତ ସୋମବାର ଦିନ ଝିଅଟିକୁ ଏକା ପାଇ ସେହି ଯୁବକ ତା ସହ ଅସଦାଚରଣ କରିବାକୁ ଲାଗିଥିଲା ।

ସେ ସେହି ଝିଅଟିକୁ ଟଣାଓଟରା କରିବାରେ ଲାଗିଥିଲା ଓ ସେହି ଝିଅର ଡ୍ରେସ ଚିରି ଯାଇଥିଲା । କିନ୍ତୁ ଝିଅଟି ଆଉ ଚୁପ ନ ରହି ସାହସର ସହ ବହୁତ ଜୋରେ ପଟି କରିବାକୁ ଲାଗିଥିଲା । ଏବଂ ସେହି ଯୁବକକୁ ସେଠାରେ ମାରିବାକୁ ଆରମ୍ଭ କରିଦେଇଥିଲା । ତେବେ ସେହି ଝିଅର  ପାଟି ଶୁଣି ଆଖ ପାଖ ସମସ୍ତ ଲୋକ ସେଠାରେ ପହଞ୍ଚି ଯାଇଥିଲେ ଓ ସମ୍ପୁର୍ଣ୍ଣ ଘଟଣା ଜାଣିବା ପରେ ସମସ୍ତେ ମିଶି ସେହି ଯୁବକକୁ ଖୁବ ମାରିଥିଲେ ।

 

ଏହି ସବୁ ଘଟଣାକୁ କିଛି ଲୋକ ଭିଡିଓ ମଧ୍ୟ ବନାଇଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଭାଇରାଲ ମଧ୍ୟ ହୋଇଥିଲା । ସେହି ଭିଡିଓ ରେ ଝିଅଟି ସମ୍ପୁର୍ଣ୍ଣ ଘଟଣା ବିଷୟରେ କହିଥିଲେ । ତେବେ ସେଠାରେ ଥିବା କିଛି ଲୋକ ପୋଲିସକୁ ଏହି ଘଟଣା ବିଷୟରେ ଜାଣିଥିଲେ ଓ ସୂଚନା ପାଇ ପୋଲିସ ସାଙ୍ଗ ସଙ୍ଗେ ସେଠାରେ ପହଞ୍ଚିଥିଲା । ସେହି ଯୁବକ ନାଁ ରେ ଏଫଆଇଆର କରାଯାଇ ଏବେ ଯୁବକକୁ ଆରେଷ୍ଟ କରାଯାଇଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *