ଆଙ୍ଗୁଠିରେ ଥିବା ଏହି ଚିହ୍ନର ଅର୍ଥ କଣ?  ଜାଣି ନିଅନ୍ତୁ ଏହା ବିଷୟରେ କିଛି ଆଶ୍ଚର୍ଯ୍ୟ କର କଥା

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଲେଖାକୁ ସ୍ଵାଗତ । ଫ୍ରେଣ୍ଡ୍ସ ଆମ ଶରୀରରେ ଏମିତି ବହୁତ ସାରା କଥା ଲୁଚି ଅଛି ଯାହା ଆମ ସ୍ୱାସ୍ଥ୍ୟ ଓ ସ୍ଵଭାବ ବିଷୟରେ ଆମକୁ ବହୁତ କିଛି କହିଥାଏ । ଯେମିତି ହାତ ରେଖାରୁ ଆମେ ନିଜ ଭାଗ୍ୟ ବିଷୟରେ ଜାଣୁ ସେମିତି ହାତର ଆଙ୍ଗୁଠି ଦେଖି ଆମେ ଆମର ସ୍ବଭାଗ୍ୟ ବିଷୟରେ ଜନିଥାଊ । ସେହିପରି ଆମ ନଖରେ ହେଉଥିବା ଅଧାଚନ୍ଦ୍ର ଆମ ଶରୀର ବିଷୟରେ ବହୁତ କିଛି କହିଥାଏ । ଯାହା ବିଷୟରେ ଆମେ ଜାଣି ନାହାନ୍ତି ।

ଫ୍ରେଣ୍ଡ୍ସ ଏହି ଚିହ୍ନ ଆମ ଶରୀର ଉପରେ କେତେ ପ୍ରଭାବ ପକାଇଥାଏ କଣ ଆପଣ ଜାଣିଛନ୍ତି ? ଏହି ଧଳା ରଙ୍ଗର ଚିହ୍ନ ଆମ ଶରୀର ର ରାଜ କହିଥାଏ ।

ଚୀନ୍ ର ସ୍ୱାସ୍ଥ୍ୟ ସମୁଦାୟର ମାନ୍ୟତା ଅନୁସାରେ ଏହା କାହାର ସ୍ଵାସ୍ଥ୍ୟକୁ ମାପିବାର ପାରାମିଟର ଅଟେ । ଏହାର ସ୍ଥିତି ଆପଣଙ୍କ ସ୍ୱାସ୍ଥ୍ୟର ସୂଚକ ଅଟେ । ଆପଣଙ୍କ ସ୍ୱାସ୍ଥ୍ୟ ଠିକ ନଥିବା ବେଳେ ଏହା ଆପଣଙ୍କ ନଖରୁ ଗାୟବ ହୋଇଯାଏ । ସ୍ୱାସ୍ଥ୍ୟ ଠିକ ହେବା ପରେ ଏହି ଚିହ୍ନ ପୁଣି ନିଜର ପୁରୁଣା ଅବସ୍ଥାକୁ ଆସିଯାଇଥାଏ । ଯଦି ଆପଣଙ୍କର ୧୦ଟି ଆଙ୍ଗୁଠିରୁ ୮ଟି ରେ ଅଧାଚନ୍ଦ୍ର ଅଛି ତେବେ ଜାଣିବେ ଯେ ଆପଣଙ୍କ ସ୍ୱାସ୍ଥ୍ୟ ସଂପୂର୍ଣ୍ଣ ଠିକ ଅଛି । ଏବଂ ଆପଣଙ୍କୁ ଚିନ୍ତା କରିବା ଦରକାର ନାହିଁ ।

ଯଦି ଏହା ଆପଣଙ୍କ କିଉନସି ଆଙ୍ଗୁଠିରେ ବି ନାହିଁ ଓ ବେଳେ ବେଳେ ବୁଧ ଆଙ୍ଗୁଠିରେ ଦେଖା ଦେଉଛି ତେବେ ସତର୍କ ହୋଇଜନ୍ତୁ ଓ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

ଗବେଷଣା ଅନୁସାରେ ଏହା ସେବେ ଅଦୃଶ୍ୟ ହୁଏ ଯେବେ ଆପଣ ବେମାର ହୋଇଥାନ୍ତି । ଯେଉଁଠି ଚୀନ ସ୍ୱାସ୍ଥ୍ୟ ସମୁଦାୟ ଅନୁସାରେ ଏହା କମ ହେବା ସ୍ୱାସ୍ଥ୍ୟ ଖରାପ ହେବା ଦର୍ଶାଇଥାଏ ଅନ୍ୟପକ୍ଷରେ ଏହା ଆମର ବିଭିନ୍ନ ରୋଗ ବିଷୟରେ ମଧ୍ୟ ଆମକୁ ସୂଚନା ଦିଏ । ତେବେ ଆପଣଙ୍କ ହାତର ଆଙ୍ଗୁଠିରେ ଯଦି ଏହି ଚିହ୍ନ ନାହିଁ ତା ମାନେ ଆପଣଙ୍କ ଦେହ ନିଶ୍ଚିନ୍ତ ଖରାପ ଅଛି ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *