ବଡ ଖବର: କୌଣସି ବି ସମୟରେ ହେଇପାରେ ଯୁଦ୍ଧ – ପାକିସ୍ତାନର ଭାରତ ଉପରେ ଆକ୍ରମଣ ପରେ, ଏବେ ଭାରତ ଦେବ କି ଉତ୍ତର

ଆଜିକୁ ୧୪ଦିନ ହେବ ଯେବେ ଆତଙ୍କବାଦୀ ମାନେ ଭାରତୀୟ ସେନା ଉପରେ ଆକ୍ରମଣ କରିଥିଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ ସାରା ଦେଶରେ କେବଳ ଗୋଟେ ଚର୍ଚ୍ଚା କେମିତି ପାକିସ୍ତାନକୁ ଏହାର ଜବାବ ଦିଆଯିବ । ତେବେ ଏହାର ପ୍ରତୋଶୋଧ ନେବା ପାଇଁ ଭାରତୀୟ ବାୟୁସେନା ପାକିସ୍ତାନ ଭିତରେ ପଶି ଆତଙ୍କବାଦୀ ମାନଙ୍କର ନାସ କରିବା ପରେ ଏବେ ପାକିସ୍ତାନ ଭୟରେ ଥରହର ହେଉଛି । କିଛି ବୁଝିପାରୁନାହିଁ କେଏନ କରିବ ବୋଲି।

ତେବେ ଏହି ଘଟଣା ପରେ ପାକିସ୍ତାନ ଯେ କୌଣସି ସମୟରେ ଜରୁରୀକାଳୀନ ପରିସ୍ଥିତି ଉପୁଜିବାର ସମ୍ଭାବନା ନେଇ ନିଜ ଦେଶରେ ଘୋଷଣା କରିଛି I ଏମିତିରେ ବି ଭାରତୀୟ ସେନା ମଧ୍ୟ ଚେତାବନୀ ଦେଇ କହିସାଛନ୍ତି ଏଭଳି ଭୁଲ ଯେମିତି ଆଉ କେବେ ବି ନ ହୁଏ ନଚେତ ପରିଣାମ ବହୁତ ଭୟଙ୍କର ହେଇପାରେ I ତେବେ ଭାରତ ପାକିସ୍ତାନ ରେ ଧସେଇ ପଶି 300 ଆତଙ୍କୀ ଙ୍କୁ ନିପାତ କରିବା ପରେ ଜାପାନ ର ସହାୟତା ମାଗିଛି ପାକିସ୍ତାନI

ତେବେ ଏହି କିଛି ସମୟ ପୂର୍ବରୁ ସୂଚନା ମିଳିଛି କି ପାକିସ୍ତାନର ଏକ ଯୁଦ୍ଧ ବିମାନ ଭାରତର ସୀମା ଅତିକ୍ରମ କରିଛି ଯାହାକୁ ଭାରତୀୟ ବାୟୁସେନା ନଷ୍ଟ କରିଦେଇଛି । ତେଣୁ ପାକିସ୍ତାନ ର ଜରୁରୀକାଳୀନ ପରିସ୍ଥିତି ଘୋଷଣା ରୁ ଜଣାପଡୁଛି କି ଦେଶ ଏକ ଯୁଦ୍ଧ ପାଇଁ ସଜାଗ ରହିଛି ଅନ୍ୟପଟେ ପାକିସ୍ତାନ ର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ କହିଛନ୍ତି କି ପାକିସ୍ତାନ ହେଉଛି ଆହ୍ଲା ଙ୍କ ଆଶୀର୍ବାଦ I ସେ କୌଣସି ବି ପରିସ୍ଥିତି ରେ ପାକିସ୍ତାନ ର କ୍ଷତି ହେବାକୁ ଦେବେନି I ଆହ୍ଲା ସବୁବେଳେ ପାକିସ୍ତାନ ସହିତ ଅଛନ୍ତି ଏବଂ ପାକିସ୍ତାନ କୁ ବଞ୍ଚାଇବେ I

ତେବେ ସତରେ କଣ ପାକିସ୍ତାନ ଓ ଭାରତ ମଧ୍ୟରେ ଏବେ ଯୁଦ୍ଧ ହେବ ? ଆଗକୁ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *