ବନ୍ଧୁଗଣ ଶାସ୍ତ୍ର ଅନୁଯାୟୀ ରାକ୍ଷୀ ବନ୍ଧନ ପାଳନ କରିବା ପାଇଁ ଦ୍ଵିପହରର ସମୟ ଅତ୍ୟନ୍ତ ଉତ୍ତମ ମାନାଯାଏ । ଯଦି ଏହି ସମୟରେ ପ୍ରଦୋଷ କାଳ ରହିଥାଏ ତେବେ ରାକ୍ଷୀ ବାନ୍ଧିବା ଶୁଭ ହୋଇଥାଏ । ଚାଲି ବର୍ଷ ଅଗଷ୍ଟ 30 ସନ୍ଧ୍ୟା ପୂର୍ବରୁ ରାକ୍ଷୀ ବନ୍ଧନର ପର୍ବ ପାଳନ କରାଯିବ । 31 ଅଗଷ୍ଟ ରେ ମଧ୍ୟ ରାକ୍ଷୀ ବନ୍ଧନ ପାଳିତ ହେବ । ଧାର୍ମିକ ମାନ୍ୟତା ଅନୁଯାୟୀ ରାକ୍ଷୀ ବନ୍ଧନର ପର୍ବ କେବେ ବି ଭଦ୍ରା କାଳ ସମୟରେ କରିବା ଅନୁଚିତ ।
କୁହାଯାଏ ଲଙ୍କାପତି ରାବଣ ତାଙ୍କ ଭଉଣୀଙ୍କ ପାଖକୁ ଭଦ୍ରାକାଳ ସମୟରେ ରାକ୍ଷୀ ବାନ୍ଧିଥିଲେ । ଏହାର ଠିକ 1 ବର୍ଷ ପରେ ରାବଣ ଙ୍କର ବିନାଶ ହୋଇଥିଲା । ଏହା ସହ ଭଦ୍ରା ଯିଏକି ଶନିଦେବଙ୍କର ଭଉଣୀ ଅଟନ୍ତି ଓ ଭଦ୍ରାକୁ ବ୍ରମ୍ହା ଅଭିଶାପ ଦେଇଥିଲେ ଯିଏ ଭଦ୍ରା କାଳ ସମୟରେ କୌଣସି କାର୍ଯ୍ୟ କରିବ ତାହାର ପରିଣାମ ଅଶୁଭ ହେବ । ଆଜି ଆମେ ଜାଣିବା ରାକ୍ଷୀ ପୂର୍ଣ୍ଣିମା ସହ ଜଡିତ କିଛି ଜଣା ଅଜଣା ପ୍ରଶ୍ନ ବିଷୟରେ ଓ ଏହାର ଉତ୍ତର ।
୧- ରାକ୍ଷୀ ପୂର୍ଣ୍ଣିମା କେଉଁ ମାସରେ ପାଳନ କରାଯାଏ ?
ଉତ୍ତର- ଶ୍ରାବଣ ମାସ ।
୨- ରାକ୍ଷୀ ପୂର୍ଣ୍ଣିମା ରେ କେଉଁ ପଶୁ କୁ ପୂଜା କରାଯାଏ ?
ଉତ୍ତର- ବଳଦ ।
୩- ରାକ୍ଷୀ ପୂର୍ଣ୍ଣିମା ରେ କେଉଁ ଦେବତା ଙ୍କୁ ପୂଜା କରାଯାଏ ?
ଉତ୍ତର- ବଳଭଦ୍ର ।
୪- ରାକ୍ଷୀ ପୂର୍ଣ୍ଣିମା ରେ କେଉଁ ଦେବତା ଜନ୍ମ ଦିନ ହୋଇଥାଏ ?
ଉତ୍ତର- ବଳଭଦ୍ର ।
୫- ଉତ୍ତର ଭାରତରେ ରାକ୍ଷୀ ପୂର୍ଣ୍ଣିମା କୁ କେଉଁ ନାମରେ ପାଳନ କରାଯାଏ ?
ଉତ୍ତର- ନାରାଲୀ ପୂର୍ଣ୍ଣିମା ।
୬- ରାକ୍ଷୀ ପୂର୍ଣ୍ଣିମା ସାଧାନତଃ କେଉଁ ମାନେ କେଉଁ ମାନଙ୍କ ପାଇଁ ପାଳନ କରିଥାନ୍ତି ?
ଉତ୍ତର- ଭଉଣୀ ମାନେ ଭାଇ ପାଇଁ ।
୭- ପୁରାଣ ଅନୁସାରେ କିଏ କାହାକୁ ରକ୍ଷା କରିବା ପାଇଁ ପ୍ରତିସ୍ରୁତି ଦେଇଥିଲେ ?
ଉତ୍ତର- ଭଗବାନ କୃଷ୍ଣ ଦ୍ରୌପଦୀଙ୍କୁ ।
୮- କେଉଁ ପୁରାଣରେ ସବ ପ୍ରଥମେ ରାକ୍ଷୀ ପୂର୍ଣ୍ଣିମା ବିଷୟରେ ବର୍ଣ୍ଣିତ କରାଯାଇଛି ?
ଉତ୍ତର- ବିଶୁଣୁ ପୂରଣ ।
୯- ସମସ୍ତ ଭଉଣୀ କାହିଁକି ଭାଇ ହାତରେ ରାକ୍ଷୀ ବାନ୍ଧିଥାନ୍ତି ?
ଉତ୍ତର- ଭଉଣୀ କୁ ସର୍ବଦା ରକ୍ଷା କରିବା ପାଇଁ ।
୧୦- ପୁରାଣ ଅନୁସାରେ ମା ଲକ୍ଷ୍ମୀ ପ୍ରଥମେ କାହା ହାତରେ ରାକ୍ଷୀ ବାନ୍ଧିଥିଲେ ?
ଉତ୍ତର- ରାଜା ବଳୀଙ୍କ ହାତରେ ।
୧୧- ପୁରାଣ ଅନୁସାରେ ପାଳନ ହୋଇଥିବା ରାକ୍ଷୀ ପୂର୍ଣ୍ଣିମା କିଏ ଆରମ୍ଭ କରିଥିଲେ ଓ କାହିଁକି ?
ଉତ୍ତର- ମା ଲକ୍ଷ୍ମୀ ଭଗବାନ ବିଶୁଣୁଙ୍କୁ ବଳି ଠାରୁ ମୁକୁଳେଇବା ପାଇଁ କାରଣ ବଳି ଦେଇଥିଲେ ୩ ପାଦ ଭୂମି ଦାନ କରିବା ପାଇଁ । ସେଥିପାଇଁ ଭଗବାନ ବିଶୁଣୁ ବରଦାନ ଦେଇଥିଲେ ବଳି ଙ୍କୁ ତୁମ ପାଖରେ ସର୍ବଦା ରହିବା ପାଇଁ ।
୧୨- କେଉଁ ହିନ୍ଦୁ ରାଣୀ ପ୍ରଥମେ ମୁସ୍ଲିମ ରାଜା ଙ୍କୁ ରାକ୍ଷୀ ବାନ୍ଧିଥିଲେ ?
ଉତ୍ତର- ରାଣୀ କର୍ଣ୍ଣାବତି ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।