ଗ୍ୟାସ୍ ପବନ ଭଳି ବାହାରିଯିବ, କେବଳ 1 ଚାମଚ ଖାଇ ନିଅନ୍ତୁ… ପେଟରେ ଥିବା ଗ୍ଯାସ ସଂପୂର୍ଣ୍ଣ ଦୂର ହୋଇଯିବ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି 3ଟି ଘରୋଇ ଉପଚାର ବିଷୟରେ କହିବୁ ଯାହାର ସେବନ କରିବା ଦ୍ଵାରା ତୁରନ୍ତ ପେଟର ଗ୍ଯାସ ଭଲ ହେବ । ଏହା ସହ ଏମିତି 2ଟି ଉପଚାର ବିଷୟରେ କହିବୁ ଯାହାର ସେବନ କରିଲେ ପେଟର ଗ୍ଯାସ ସଂପୂର୍ଣ୍ଣ ବନ୍ଦ ହୋଇଯିବ । କବଚ ହେବା, ଅପଚୟ ହେବା, ଜଲ୍ଦି ଖାଦ୍ୟ ସେବନ କରିବା, ଧୂମ୍ରପାନ କରିବା ଓ କୋଲଡ୍ରିଂକ୍ସର ସେବନ କରିବା ଗ୍ଯାସ ହେବାର ମୁଖ୍ୟ କାରଣ ଅଟେ ।

ଗ୍ଯାସ ସମସ୍ଯା ହେଲେ ଅନେକ କଷ୍ଟ ଅନୁଭବ ହୋଇଥାଏ । ଏବେ ଆସନ୍ତୁ ଜାଣିବା ଗ୍ଯାସ ସମସ୍ଯା ଦୂର କରିବା ପାଇଁ ଘରୋଇ ଉପଚାର ବିଷୟରେ ବିସ୍ତାର ଭାବେ । ପ୍ରଥମ ରେମେଡି ପାଇଁ ଆପଣଙ୍କୁ ଆବଶ୍ୟକତା ପଡିବ ଜୁଆଣୀ ଗୁଣ୍ଡ ର । ଯାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ । ଦ୍ଵିତୀୟ ସାମଗ୍ରୀ କଳା ଲୁଣ ବା ବିଟ ଲୁଣ ।

ତୃତୀୟରେ ଆବଶ୍ୟକ ପଡିବ ଏକ ଗ୍ଳାସ ଗରମ ପାଣି । ଥରକ ପାଇଁ ଏକ ଚତୁର୍ଥାଂଶ ଜୁଆଣୀ ଗୁଣ୍ଡ, ଅଳ୍ପ କଳା ସେଥିରେ ମିଶାଇ ନିଅନ୍ତୁ । ଖାଦ୍ୟ ଖାଇବା ପରେ ଜୁଆଣୀ ଗୁଣ୍ଡ ଓ ବିଟ ଲୁଣକୁ ମିଶାଇ ଖାଇ ଗରମ ପାଣି ପିଆନ୍ତୁ । ଆନ ଚାହିଁଲେ ଗରମ ପାଣିରେ ଏହାର ସେବନ କରିପାରିବେ ।

ଦ୍ଵିତୀୟ ସାମଗ୍ରୀ ପାଇଁ ଆବଶ୍ୟକ ରହିଛି ଫାଳେ ଲେମ୍ବୁ ର ରସ । ଶେଷ ସାମଗ୍ରୀ ହେଉଛି ପାନମଧୁରୀ । ଯାହା ଆପଣଙ୍କୁ ସହଜରେ ମିଳିଯିବ । ଏକ ଚାମଚ ପାନମଧୁରୀ ରେ ଫାଳେ ଲେମ୍ବୁ ରସ ମିଶାନ୍ତୁ । ଏହାକୁ ଭିଜାଇ 5ରୁ 10 ମିନିଟ ରଖନ୍ତୁ । 5 ମିନିଟ ପରେ ଯେବେ ପାନମଧୁରୀ ଲେମ୍ବ ରସ କୁ ଅବଜର୍ଭ କରି ନେବ ତା ପରେ ଏହାର ସେବନ କରନ୍ତୁ ।

ଏହା ଏକ ଚମତ୍କାରୀ ଓ ଆୟୁର୍ବେଦିକ ଘରୋଇ ଉପଛାଡ଼ ଅଟେ । ଗ୍ଯାସ ସମସ୍ଯା ହେଉଥିଲେ ଏହାକୁ ଏମିତି ବନାଇ ନିହାତି ଟ୍ରାଏ କରନ୍ତୁ । ଖାଦ୍ୟ ଖାଇବାର କିଛି ସମୟ ପରେ ଏହାର ସେବନ କରନ୍ତୁ । ତୃତୀୟ ରେମେଡି ପାଇଁ ଆବଶ୍ୟକ ହଳଦୀ, ସାଧାରଣ ଲୁଣ, ଏକ ଗ୍ଳାସ ଉଷୁମ ପାଣି । ପେଟର ଗ୍ଯାସକୁ ବାହାର କରିବା ପାଇଁ ଏକ ଚତୁର୍ଥାଂଶ ହଳଦୀ ଗୁଣ୍ଡ ନିଅନ୍ତୁ ।

ହଳଦୀ ରେ ଅଳ୍ପ ଲୁଣ ମିଶାନ୍ତୁ । ଏହାକୁ ଖାଇ ଗରମ ପାଣି ସେବନ କରନ୍ତୁ ନଚେତ ଏହାକୁ ପାଣି ରେ ମିଶାଇ ସେବନ କରି ପାରିବେ । ଏହାର ସେବନ କରିଲେ ପେଟର ଗ୍ଯାସ ସଂପୂର୍ଣ୍ଣ ବାହାରିଯିବ । ଏହା ସଂପୂର୍ଣ୍ଣ ପ୍ରାକୃତିକ ଓ ଘରୋଇ ଉପଚାର ଅଟେ । ଯାହା ଆପଣଙ୍କ ପେଟ ର ଗ୍ଯାସ କୁ ବାହାର କରିବା ପାଇଁ ଚମତ୍କାରୀ ଅଟେ ।

ଗ୍ଯାସ ସମସ୍ଯା ହେଉଥିଲେ ଏହି 3ଟି ଉପଚାର ମଧ୍ୟରୁ କୌଣସି ଗୋଟେ କରି ନିଅନ୍ତୁ । ଶେଷ ରେମେଡି ବନାଇବା ପାଇଁ ଏକ କପ ପାଣିରେ ଅଳ୍ପ ଲେମ୍ବୁ ରସ ମିଶାଇ ଏହାର ସେବନ କରନ୍ତୁ । ଦେଖିବେ ସଂପୂର୍ଣ୍ଣ ରୂପେ ଗ୍ଯାସ ସମସ୍ଯା ଦୂର ହୋଇଯିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *