ତେବେ ରାମାୟଣ ପ୍ରାୟତଃ ସମସ୍ତେ ଦେଖିଛନ୍ତି ଓ ସମସ୍ତଙ୍କୁ ରାମାୟଣ ରାମଙ୍କ ନିଷ୍ଟା ଓ ସୀତା ମାତାଙ୍କ ପତିବ୍ରତା ହବା ଦ୍ଵାରା ଭଲ ଲାଗିଥାଏ ଓ ରାମାୟଣ ଆମ ସଭ୍ଯ ସମାଜ ଗଠନରେ ସାହାଜ୍ଯକ ଅଟେ, ତେବେ ଆସନ୍ତୁ ଜାଣିବା ଏମିତି କିଛି ପ୍ରଶ୍ନ ଉତ୍ତର ଯାହା କିଛି ଲୋକ ଜାଣିଥିବେ କିନ୍ତୁ ବହୁତ ଲୋକ ଜାଣିନଥିବେ ।
ପ୍ରଶ୍ନ : ରାବଣ ର ଅନ୍ତିମ ସଂସ୍କାର କିଏ କରିଥିଲେ ?
ଉତ୍ତର : ବିଭୀଷଣ
ପ୍ରଶ୍ନ : କେଉଁ ଦିନରେ ପ୍ରଭୁ ଶ୍ରୀ ରାମ ଚନ୍ଦ୍ର ରାବଣକୁ ପରାସ୍ତ କରି ରାବଣ ଠାରୁ ବିଜୟ ଲାଭ କରିଥିଲେ ?
ଉତ୍ତର : ଦଶମୀ

ପ୍ରଶ୍ନ : ଲଙ୍କା କାହାଦ୍ବାରା ନିର୍ମାଣ କରାଯାଇଥିଲା ?
ଉତ୍ତର : ବିଶ୍ଵକର୍ମା
ପ୍ରଶ୍ନ : ରାଜା ଦଶରଥଙ୍କର ତିନି ରାଣୀ ଗର୍ଭବତୀ ହେବା ପାଇଁ କଣ ଖାଇଥିଲେ ?
ଉତ୍ତର : ଚରୁ ଅନ୍ନ
ପ୍ରଶ୍ନ : ରାବଣର ସମୁଦାୟ କେତୋଟି ବାହୁ ଅଟେ ?
ଉତ୍ତର : ୧୦ଟି
ପ୍ରଶ୍ନ : ପ୍ରଭୁ ଶ୍ରୀରାମ ଚନ୍ଦ୍ର ଜନ୍ମ ହେବା ପୂର୍ବରୁ କେତେ ମାସ ପର୍ଯ୍ୟନ୍ତ ମାତାଙ୍କ ଗର୍ଭରେ ଥିଲେ ?
ଉତ୍ତର : ୧୨ ମାସ
ପ୍ରଶ୍ନ : ଲବଣାସୁରକୁ କିଏ ବଦ୍ଧ କରିଥିଲେ ?
ଉତ୍ତର : ଶତ୍ରୁଘନ୍
ପ୍ରଶ୍ନ : ସହସ୍ରାର୍ଜୁନ କେଉଁ ସ୍ଥାନର ରାଜା ଥିଲେ ?
ଉତ୍ତର : ମହିଷ୍ଣତି
ପ୍ରଶ୍ନ : ଦେବତା ମାନଙ୍କର ସେନାପତି କିଏ ଥିଲେ ?
ଉତ୍ତର : କାର୍ଭିକେୟ
ପ୍ରଶ୍ନ : କେଉଁ ସ୍ରୋତଟି ରାବଣ ଦ୍ଵାରା ରଚନା କରା ଯାଇଥିଲା ?
ଉତ୍ତର : ଶିବ ତାଣ୍ଡବ ସୋତ୍ର
ପ୍ରଶ୍ନ : ଏମାନଙ୍କ ମଧ୍ୟରୁ କିଏ ହେଉଛନ୍ତି ଭଗବାନ ବିଷ୍ଣୁଙ୍କ ଅବତାର ?
ଉତ୍ତର : ପରଶୁରାମ
ପ୍ରଶ୍ନ : ଗାୟତ୍ରୀ ମନ୍ତ୍ର କିଏ ରଚନା କରିଥିଲେ ?
ଉତ୍ତର : ବିଶ୍ଵାମିତ୍ର

ପ୍ରଶ୍ନ : ନାରାୟଣ – ନାରାୟଣ ଜପ କରିବାରେ କିଏ ପ୍ରସିଦ୍ଧ ଅଟନ୍ତି ?
ଉତ୍ତର : ନାରଦ
ପ୍ରଶ୍ନ : ରାଜା ଜନକ କ୍ଷେତ୍ରରେ ହଳ କରୁଥିବା ସମୟରେ କାହାକୁ ପାଇଥିଲେ ?
ଉତ୍ତର : ସୀତା ମାତାଙ୍କୁ
ପ୍ରଶ୍ନ : ସେହି ଅସୁରଟିର ନାମ କଣ ଥିଲା ଜିଏକି ଜନ୍ମ ହେବା କ୍ଷଣକେ ହିଁ ହଜାର ଜଣ ଲୋକଙ୍କୁ ଗିଳି ଦେଇଥିଲା ?
ଉତ୍ତର : କୁମ୍ଭକର୍ଣ
ପ୍ରଶ୍ନ : କେଉଁ ରିଷି କ୍ରୋଧରେ ଗଙ୍ଗାର ସମସ୍ତ ଜଳକୁ ପାନ କରି ଦେଇଥିଲେ ?
ଉତ୍ତର : ଯାଜ୍ଞବଲ୍ଯୁ
ପ୍ରଶ୍ନ : ରାବଣ କେଉଁ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ନିଜର ଦଶମୁଣ୍ଡ କାଟି ଦେଇଥିଲା ?
ଉତ୍ତର : ବ୍ରମ୍ହା

ପ୍ରଶ୍ନ : ବଜ୍ର ଅସ୍ତ୍ରଟି କେଉଁ ଋଷିଙ୍କର ହାଡରେ ତିଆରି ହୋଇଥିଲା ?
ଉତ୍ତର : ଦଧିଚ
ପ୍ରଶ୍ନ : କେଉଁ ବାନର ନିଜର ପ୍ରତି ବିମ୍ବକୁ ପାଣିରେ ଦେଖି ଲଢେଇ କରିବାକୁ ଡେଇଁ ପଡିଥିଲା ?
ଉତ୍ତର : ରୁକ୍ଷରାଜ
ପ୍ରଶ୍ନ : ରାବଣର ଉପଦେଶ ନଶୁଣିଲେ ସୀତା ମାତାଙ୍କୁ ଗିଳି ଦେବା ପାଇଁ କେଉଁ ରାକ୍ଷାସୀ ଧମକ ଦେଇଥିଲା ?
ଉତ୍ତର : ପ୍ରଗାସା
ପ୍ରଶ୍ନ :ଅଶ୍ଵମେଧ ଯଜ୍ଞ କରିବାକୁ କେତେ ସମୟ ଲାଗୁଥିଲା ?
ଉତ୍ତର : ୧ ବର୍ଷ
ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।