ଶ୍ରୀକୃଷ୍ଣଙ୍କ ଅନୁଯାଇ ଏହି ୩ଟି କାରଣ ପାଇଁ ମଣିଷ ହୋଇଥାଏ ବର୍ବାଦ

ଆଜି ଠାରୁ ଗତ ପାଞ୍ଚ ହଜାର ବର୍ଷ ତଳେ ଭଗବାନ ଶ୍ରୀକୃଷ୍ଣ ଏମିତି କିଛି ୩ଟି କଥା କହିଥିଲେ ଯାହା ପଥରେ ଚାଲି ମଣିଷ ବର୍ବାଦ ହବ ବୋଲି ଓଏହି ପଥରେ ଚାଲି ସତରେ ମଣିଷ ବର୍ବାଦ ମଧ୍ୟ ହୋଇଲେ, ଆଜି ଆମେ ଆପଣଙ୍କୁ ଗୋଟେ କାହାଣୀ ମାଧ୍ୟମରେ ଆପଣଙ୍କୁ ଏହି ୩ଟି କଥା କହିବାକୁ ଯାଉଛୁ ତେବେ ଧ୍ୟାନ ଦେଇ ଶୁଣିବା ଉଚିତ ଏବଂ ନିଜ ଜୀବନରେ ଏହି କାର୍ଯ୍ୟ କରିବାରୁ ବଞ୍ଚିବା ଉଚିତ ହୋଇଥାଏ । ଗୋଟେ ରାଜାକୁ ପୁଅ ହେଲା, ପୁଅ ବହୁତ ସୁନ୍ଦର ଥିଲା କିନ୍ତୁ ରାଜ ଭୋଗ କରିବା ଜାଗାରେ ରାଜା ତାକୁ ଶିକ୍ଷା ଗ୍ରହଣ କରିବା ପାଇଁ ଗୁରୁକୁଲ ପଠେଇଦେଲେ ଯେଉଁଠି ଅନ୍ୟ ଛୁଆଙ୍କ ଭଳି ରାଜକୁମାର ମଧ୍ୟ ଶିକ୍ଷା ଗ୍ରହଣ କଲେ ରାଜକୁମାର ବହୁତ ଭଲ ବିଦ୍ୟାର୍ଥୀ ଥିଲେ ସେ ନିଜ ଗୁରୁ ସବୁ କଥା ମାନୁଥିଲେ

Image Courtesy: Google

ଏହା ଛଡା କିଛି ବର୍ଷରେ ସେ ସବୁ ବେଦ ପୁରାଣ ଶିକ୍ଷା ପ୍ରାପ୍ତ କରି ଦେଲେ ଏହା ମଧ୍ୟରେ ତାଙ୍କ ରାଜ୍ଯରେ କୌଣସି ପ୍ରକାର ବିପଦ କାରଣରୁ ତାଙ୍କ ବଂଶ ସମସ୍ତେ ତାଙ୍କ ମାତା ପିତା ଓ ଭାଇ ସମସ୍ତଙ୍କ ମୃତ୍ୟୁ ହୋଇଗଲା ଯାହା ପରେ ରାଜକୁମାର ସାଂସାରିକ ଲୋଭ ମାୟା ଛାଡି ସନ୍ୟାସୀ ହବା ପାଇଁ ନିଶ୍ଚୟ କଲେ ତାଙ୍କ ଶିକ୍ଷା ସମାପ୍ତ କରି ସେ ହିମାଳୟ ଚାଲି ଗଲେ ଯେଉଁଠି ସେ ବହୁତ ବର୍ଷ ଧରି ତପସ୍ୟା କଲେ ଓ ଶିକ୍ଷା ଶକ୍ତି ପ୍ରାପ୍ତ କରି ସଂସାରକୁ ଫେରିଲେ ଯାହା ଦ୍ଵାରା ସେ ନିଜ ଶିକ୍ଷା ଦ୍ଵାରା ଅନ୍ୟ ଲୋକଙ୍କ ଦୁଃଖ ଦୂର କରି ପାରିବେ ।

Image Courtesy: Google

କିଛି ଦିନ ଭିତରେ ସନ୍ୟାସୀ ବହୁତ ବିଖ୍ୟାତ ହୋଇଗଲେ କାହିଁକିନା ସେ ସମସ୍ତଙ୍କ ଅସୁବିଧା ବହୁତ ଭଲ ଏବଂ ସହଜରେ ସମାଧାନ କରି ଦଉଥିଲେ । ତେବେ ସେ ଭ୍ରମଣ କଲା ବେଳେ ଗୋଟେ କୃର ରାଜା ରାଜ୍ୟରେ ପହଞ୍ଚିଲେ । ରାଜା ମଧ୍ୟ ସନ୍ୟାସୀ ବିଷୟରେ ଶୁଣିବାକୁ ପାଇଲେ ଓ ସନ୍ୟାସୀକୁ ଦେଖା କରିବା ପାଇଁ ଗଲେ ଯାହା ପରେ ସନ୍ୟାସୀ ବଚନ ଶୁଣି ରାଜା ପୂର୍ଣ ରୂପରେ ବଦଳି ଗଲେ ସେ ଆଉ ଅନ୍ୟାୟ କରୁଣାଥିଲେ ଓ ବହୁତ ଭଲ ସ୍ଵଭାବ ର ହୋଇଗଲେ । ରାଜା ନିଜ ଭିତରେ ଆସିଥିବା ଏହି ପରିବର୍ତନ ପାଇଁ ଖୁସି ଥିଲେ ଓ ସନ୍ୟାସୀକୁ ନିଜ ପାଖରେ ରହିବା ପାଇଁ କହିଲେ ଯାହା ପରେ ସନ୍ୟାସୀ ପାଇଁ ରାଜା ବଗିଚାରେ କୂଟିଆ କରା ଗଲା ଓ ତାଙ୍କ ଖାଇବା ପିବା ଉପରେ ବିଶେଷ ଦ୍ୟାନ ରଖା ଗଲା ଠାରେ ରାଜା ଅନ୍ୟ ରାଜ୍ୟକୁ ଗଲେ ଓ ତାଙ୍କ ଦାଶ ସନ୍ୟାସୀ ଉପରେ ଧ୍ୟାନ ଦେଲେ ନାହିଁ, ତେବେ ରାଜା ଫେରିବା ପରେ ସନ୍ୟାସୀ କହିଲେ ଯେଉଁ କାର୍ଯ୍ୟ କରି ପାରିବ ନାହିଁ ତାହାକୁ ଉଠେଇବା ମଧ୍ୟ ଭୁଲ ଅଟେ ।

Image Courtesy: Google

ଏହି କଥା ଶୁଣି ରାଜା ସନ୍ୟାସୀକୁ କ୍ଷମା ମାଗିଲେ ଏହା ପରେ ସବୁ ସାମାନ୍ୟ ହୋଇଗଲା । ଆଉ ଠାରେ ରାଜା ରାଜ୍ୟ ବାହାରକୁ ଗଲେ କିନ୍ତୁ ଏଥର ରାଜା ନିଜେ ରାଣୀକୁ ଆଜ୍ଞା ଦେଲେ ଯେ ସନ୍ୟାସୀ ଉପରେ ଧ୍ୟାନ ରଖିବ, ଠାରେ ରାଣୀ ଗାଢେଇବାକୁ ଗଲେ ଓ ସନ୍ୟାସୀକୁ ଭୋଜନ ଦବାକୁ ଭୁଲି ଗଲେ ଯାହା ପରେ ସନ୍ୟାସୀ ଭୋଜନ ପାଇଁ ମହଲ ଗଲେ ଓ ରାଣୀ ସୁନ୍ଦର ରୂପ ଦେଖି ମୋହିତ ହୋଇଗଲେ ଏହା ପରେ ସନ୍ୟାସୀ ନା ଭୋଜନ କଲେ ନା ତପସ୍ୟା ସେ କେବଳ ରାଣୀ ରୂପ ବିଷୟରେ ଚିନ୍ତା କଲେ । ରାଜା ଆସି ସନ୍ୟାସୀଙ୍କୁ ଭୋଜନ ଓ ତପସ୍ୟା ତ୍ୟାଗ କରିବାର କାରଣ ପଚାରିଲେ ସନ୍ୟାସୀ କହିଲେ ମତେ ତମ ରାଣୀ ପସନ୍ଦ ଆସି ଯାଇଛନ୍ତି ମୁଁ ତାଙ୍କ ବିନା ବଞ୍ଚି ପାରିବି ନାହିଁ ଏହି କଥା ଶୁଣି ରାଜା ସନ୍ୟାସୀକୁ ରାଣୀ ପାଖକୁ ନେଇ ଗଲେ ଯାହା ପରେ ରାଣୀ ସବୁ କଥା ଶୁଣି ରାଜାକୁ କହିଲେ ମୋ ପାଖରେ ଏମିତି କିଛି ଉପାୟ ଅଛି ଯାହା ଦ୍ଵାରା ମୋ ପତିବ୍ରତା ଧର୍ମ ଭାଙ୍ଗିବ ନାହିଁ ଓ ଗୋଟେ ମହାତ୍ମା ମୃତ୍ୟୁ କଳଙ୍କ ମଧ୍ୟ ଆପଣଙ୍କ ଉପରେ ଲାଗିବ ନାହିଁ ଏହା ପରେ ରାଣୀ ସନ୍ୟାସୀ ସହ ଚାଲି ଗଲେ ।

Image Courtesy: Google

କିଛି ବାଟ ଆସିଲା ପରେ ରାଣୀ କହିଲେ ଆମକୁ ରହିବା ପାଇଁ ଘର ଦରକାର ସନ୍ୟାସୀ ରାଜା ପାଖକୁ ଗଲେ ଯାହା ପରେ ରାଜା ତାଙ୍କୁ ଘର ଦେଲେ ସେହି ଘରେ ଗଲା ପରେ ରାଣୀ କହିଲେ ଆପଣ ନିଜକୁ ଦେଖନ୍ତୁ ଆପଣ ବହୁତ ବଡ ମହାତ୍ମା ଥିଲେ କିନ୍ତୁ ବର୍ତମାନ ଆପଣ ମୋ ଗୁଲାମ ହୋଇଯାଇଛନ୍ତି ଯାହା ମତେ ଭଲ ଲାଗୁ ନାହିଁ । ଏହି କଥା ଶୁଣି ସନ୍ୟାସୀ ମଧ୍ୟ ଭାବିଲେ ମୁଁ ସନ୍ୟାସୀ ହୋଇ ଏହା କଣ କରିବାକୁ ଯାଉଥିଲି ଓ ନିଜ ଭୁଲ ମାନି ରାଣୀକୁ ରାଜା ପାଖରେ ଛାଡି ସନ୍ୟାସୀ ଜଙ୍ଗଲକୁ ଚାଲି ଗଲେ ଓ ସାଂସାରିକ ମୋହ ତ୍ୟାଗ କଲେ । ତେବେ ଶ୍ରୀକରୁଣ ଭଗବାନ କହିବା ଅନୁଯାଇ ମଣିଷକୁ ୩ଟି ଜିନିଷ ବର୍ବାଦ କରିଥାଏ ତାହା ହେଉଛି ବାସନା, କ୍ରୋଧ ଏବଂ ଲୋଭ ଏହି ଜିନିଷ ଠାରୁ ଦୂରେଇ ରହିବା ଉଚିତ ଅଟେ ।

Leave a Reply

Your email address will not be published. Required fields are marked *