ଭାରତୀୟ ଚୋରଙ୍କ ଅନ୍ଦାଜ ଦେଖି ବିଦେଶୀ ଚୋର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ

ଚୋରୀ ଆଗ ସମୟରେ ବି ହାଉଥିଲା ଓ ବର୍ତମାନ ମଧ୍ୟ ହେଉଛି ତେବେ ଆପଣ କେବେ କେଉଁ ଚୋରକୁ ଚୋରୀ କରିବାର ଦେଖିଛନ୍ତି କି ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଚୋରୀ ବିଷୟରେ କହିବାକୁ ଯାଉଛୁ ଯାହା ସୂନୀ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ କିଛି ଚୋର ଏତେ ଗଧ ହୋଇଥାନ୍ତି ଯେ ତାଙ୍କ ଚୋରୀ ଦେଖି ଆପଣ ମଧ୍ୟ ହସିବେ, ଚୋର ଏମିତି ଚୋରୀ କରନ୍ତି ଯେମିତି ସେଇଟା ତାଙ୍କ ବାପା ଜିନିଷ ଆସନ୍ତୁ ଦେଖିବା କେମିତି ।

Image Courtesy: Google

୧. ଦିଲ୍ଲୀ ରେ ପ୍ରାୟତଃ ଜାଗା ରେ ଭିଡ ହୋଇଥାଏ ତେବେ ଗୋଟେ ପୁଅ ଭିଡରେ ପଶି ଗୋଟେ ବାଇକବାଲା ବ୍ୟାଗ ଚେନ ଖୋଲି କିଛି ବାହାର କରି ସାଇଡରେ ଠିଆ ହୋଇଥିବା ତା ସାଙ୍ଗ ମାନଙ୍କ ସହ ଠିଆ ହୋଇଯାଉଛି କିନ୍ତୁ କେହି ଜାଣି ପାରୁ ନାହାନ୍ତି ତେବେ କିଛି ଲୋକ ଏହା ଦେଖୁଛନ୍ତି ତେବେ ବି ପୋଲିସକୁ ଅଭିଯୋଗ କରୁ ନାହାନ୍ତି । ବହୁତ ସହଜରେ ଚୋରୀ ହେଲା କିନ୍ତୁ ଲୋକ ଜାଣିବି ପାରିଲା ନାହିଁଯେ ତା ବ୍ୟାଗରୁ କିଛି ବାହାର କରା ଗଲା । ତେବେ ଏମିତିକା ଚୋର ଓ ଚୋରୀ ଠାରୁ ବଞ୍ଚିବା ପାଇଁ ଆପଣ ବ୍ୟାଗ ସାମ୍ନା ଆଡକୁ ରାଖୀ ବାଇକ ଚଲାନ୍ତୁ ନଚେତ ଆଜିକାଲି ବ୍ୟାଗ ଆସୁଛି ଯାହା ଚେନ ପିଠି ଆଡେ ରହୁଛି ଯାହା ଦ୍ଵାରା ଆପଣଙ୍କ ବ୍ୟାଗରେ କେହି ହାତ ମାରି ପାରିବେ ନାହିଁ ।

Image Courtesy: Google

୨. କାରରୁ ଚୋରୀ ଆଜିକାଲି କାର ଭିତରୁ ଚୋରୀ ହବା କୌଣସି ବଡ କଥା ନୁହ ତେବେ କାର କାଚ ଭାଙ୍ଗି ନଚେତ ଡୋର ଲକ ଖୋଲି ଚୋରୀ ଚୋର କରୁଥିଲେ କିନ୍ତୁ ବର୍ତମାନ କିଛି ନୂଆ ଚାଲିଛି ଯଦି କାରରେ ଡ୍ରାଇଭର ଅଛି ତେବେ ଗୋଟେ ମଣିଷ ସାମ୍ନାରୁ ଆସିବ ଓ ଡ୍ରାଇଭରକୁ ଚକା ବା କୌଣସି ଜିନିଷ ବିଷୟରେ କହିବ ଯାହା ପରେ କାର ଡ୍ରାଇଭର ଗାଡିରୁ ଅଳହେୟ କାର ଦେଖିବ ଏହା ଭିତରେ କାର ଭିତର ଜିନିଷ ଗାୟବ ହୋଇଯାଇଥିବ । ତେବେ ଭୁଲରେ ବି କେବେ ନିଜ ମୂଲ୍ୟବାନ ଜିନିଷ କାରରେ ଛାଡି ଆସନ୍ତୁ ନାହିଁ ଏହା ଛଡା ସବୁବେଳେ ନିଜ ଜିନିଷ ପଛରେ ନରଖି ପାଖରେ ରଖନ୍ତୁ ଓ କାହା କଥା ମାନି ଗାଡି ଚକା ବା କିଛି ଟଙ୍କା ଲୋଭରେ କାରରୁ ବାହାରକୁ ଆସନ୍ତୁ ନାହିଁ ।

Image Courtesy: Google

୩. ଦୋକାନରେ ଚୋରୀ ହବାର ଆପଣ ବହୁତ ଥର ଶୁଣିଥିବେ କିନ୍ତୁ କଣ ଆପଣ ଜାଣିଛନ୍ତି ଭିକାରି କିଛି ମହିଳା ମିଶି ଗୋଟେ ଦୋକାନ ସଟର ଉଠେଇବା ପାଇଁ ଚେଷ୍ଟା କରିଥିଲେ ଓ ଅଳପ ଉଠିଲା ପରେ ସବୁଠାରୁ ପତଳି ମହିଳା ଖସି ଯାଇ ଦୋକାନ ଭିତରୁ ସବୁ ନକଦ ଟଙ୍କା ଓ ମୂଲ୍ୟବାନ ଜିନିଷ ନେଇ ବାହାର ଥିବା ମହିଳାଙ୍କୁ ଡାକ ପକାଇ ଚୋରୀ କରି ଗାୟବ ହୋଇଯାଇଥିଲେ ତେବେ ଏମିତିକା ଚୋରଙ୍କ ଠାରୁ ବଞ୍ଚିବା ପାଇଁ ସବୁବେଳେ ଦୋକାନ ସେଣ୍ଟର ଲକ ଚେକ କରନ୍ତୁ କେବଳ ବାଁ ଡାହାଣ ଲକ ଉପରେ ନିର୍ଭର କରନ୍ତୁ ନାହିଁ । ଏହା ଛଡା କେବେ ବି ଦୋକାନରେ ନକଦ ଟଙ୍କା ଛାଡନ୍ତୁ ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *