ରାଣୀ ପଦ୍ମାବତୀ ଓ ସବୁ ରାଣୀଙ୍କ ଜୌହର ପରେ ପାପୀ ଅଲାଉଦ୍ଦିନ ଖିଲଜୀ ର କଣ ହେଲା, ଜାଣନ୍ତୁ ଭିତର କଥା

ପଦ୍ମାବତୀ ଫିଲ୍ମ ଲୋକଙ୍କୁ ବହୁତ ପସନ୍ଦ ଆସିଲା ସଞ୍ଜୟ ଲୀଳା ବଂଶାଲିଙ୍କ ଏହି ଫିଲ୍ମ ହିଟ ଫିଲ୍ମ ଥିଲା ଏହି ଫିଲ୍ମରେ ପଦ୍ମାବତୀଙ୍କ ଜୌହର ବିଷୟରେ ଦେଖା ଯାଇଥିଲା ଯାହା ବହୁତ ସୁନ୍ଦର କାହାଣୀ ପରି ଲାଗି ଥିଲା । କିନ୍ତୁ ଏହା ପରେ ଲୋକଙ୍କ ମନରେ ପାପୀ ଅଲାଉଦ୍ଦିନ ଖିଲଜୀ ବିଷୟରେ ଜାଣିବା ପାଇଁ ବହୁତ ଉତ୍ସୁକତା ଦେଖା ଗଲା ଲୋକ ଏହା ଜାଣିବାକୁ ଚାହୁଁ ଥିଲେ ଯେ ଅଲାଉଦିନ ର କୋଣ ହେଲା ସେହି ପରି ପାପିକୁ ତା ପାପ ପାଇଁ ଦଣ୍ଡ ମିଳିଲା ନା ନାହିଁ ।

ଅଲାଉଦିନ ସେନା ମଧ୍ୟରୁ କିଛି ସେନା ବିଦ୍ରୋହ କରି ଖିଲଜି ସେନା ଛାଡି ରାୱ ହମ୍ମିର ସେନା ରେ ଯାଇ ମିଶି ଗଲେ ।

ଏହା ପରେ ଅଲାଉଦିନ ହାମ୍ମିରକୁ ସନ୍ଦେଶ ପଠାଇଲେ ଯେଉଁ ତିରେ ଲେଖା ହୋଇ ଥିଲା ଯେ ଆମ ସେନା ବିଦ୍ରୋହୀମାନଙ୍କୁ ଆମ ପାଖକୁ ପଠେଇ ଦିଅ ଆମେ ତମ ଦେଶ ଉପରେ ଆକ୍ରମଣ କରିବୁ ନାହିଁ, ନଚେତ ବହୁତ ଖରାପ ପରିଣାମ ହବ ଏବଂ ଏହାର ଦାଇ ତମେ ନିଜେ ହବ । ଏହି ଧମକ ଜାଣି ମଧ୍ୟ ହାମ୍ମିର ନିଜ କ୍ଷତ୍ରିୟ ଧର୍ମ ପାଳନ କଲେ ଓ ତାଙ୍କ ଅନୁଯାଇ ତାଙ୍କ ଶରଣ ରେ ଆସି ଥିବା ସେନାକୁ ସେ ଖିଲଜି ପାଖକୁ ଛାଡିଲେ ନାହିଁ ।

ଏହା ପରେ ଯୁଧା ହେଲା ଯାହା ପରେ ଉତ୍ତର ଦିଶା ହାମ୍ମିର ଦେଶ ଉପରେ ଖିଲଜି ସେନା ଭାରି ପଡିଲେ ଓ ସେ ଉତ୍ତର ଦେଶ ଜିତ୍ୟ ଗଲେ । ଏହା ପରେ ମଧ୍ୟ ଖିଲଜି ହାମ୍ମିରକୁ ସନ୍ଦେଶ ପଠାଇଲା ଯାହା ଅନୁଯାଇ ସେ କହିଲେ ଏବେ ମଧ୍ୟ ସମୟ ଅଛି ଆମ ବିଦ୍ରୋହୀମାନଙ୍କୁ ଆମ ପାଖକୁ ପଠେଇ ଦିଅ, ଆମେ ଆମ ସେନା ସହ ଦିଲ୍ଲୀ ପଳେଇବୁ କିନ୍ତୁ ହାମ୍ମିର ନିଜ କ୍ଷତ୍ରିୟ ଧର୍ମ ଛାଡିବା ପାଇଁ ରାଜି ନଥିଲେ । ଏହା ପରେ ଫୁଣି ଯୁଧ ଆରମ୍ଭ ହେଲା ଓ ଏହା ପରେ ଖିଲଜି ସେନା ହାରିବାକୁ ଲାଗିଲେ । ଅଲାଉଦିନ ଖିଲଜି ଏହା ଦେଖି ହାମ୍ମିର କିଛି ଲୋକଙ୍କୁ ଲୋଭ ଦେଲା ଓ ସେହି ଲୋକମାନେ ମଧ୍ୟ ଖିଲଜି ଆଡୁକୁ ହୋଇ ଗଲେ କିନ୍ତୁ ରାଜପୁତ ହାମ୍ମିର ନିଜ କଥାରେ ଅଡିଗ ଥିଲେ ।

ରାଜପୁତ ସେନା ପରାକ୍ରମ ସାମ୍ନା ରେ ମୁସଲମାନ ସୈନିକ ଅଧିକ ସମୟ ରହି ପାରିଲେ ନାହିଁ ଓ ନିଜ ହାର ମାନି ପଳେଇବାକୁ ଲାଗିଲେ । ଏହା ପରେ ରାଜପୁତ ଅଲାଉଦିନ ଖିଲଜି ଝଣ୍ଡା ନେଇ ନିଜ କିଲାକୁ ଫେରିଲେ ଓ ଖିଲଜି ଝଣ୍ଡା ଦେଖି ରାଣୀମାନଙ୍କୁ ସନ୍ଦେହ ହେଲା ଯେ ରାଜପୁତ ହାରି ଯାଇଛନ୍ତି ଓ ଖିଲଜି ସେନା ତାଙ୍କ ପାଖକୁ ଆସୁଛନ୍ତି ଏହି ସନ୍ଦେହ ରେ ରାଣୀମାନେ ଜୌହର ତିଆରି କଲେ ଓ ସେଥିରେ ଦେଇ ପଡିଲେ । ହାମ୍ମିର ଆସି ଏହି ଘଟଣା ଦେଖିଲା ପରେ ନିଜ ଭୁଲ ଜାଣି ପାଇଲେ ଯେ ଖିଲଜି ଝଣ୍ଡା ଆଣି ସେ ବହୁତ ବଡ ଭୁଲ କଲେ ଓ ପଶ୍ଚାତାପ ପାଇଁ ହାମ୍ମିର ମଧ୍ୟ ସେହି ଜୌହର ରେ ଡେଇଁ ନିଜ ପ୍ରାଣ ତ୍ୟାଗ କରି ଦେଲେ ।

Leave a Reply

Your email address will not be published. Required fields are marked *