ଏହି କଥା ଆପଣ ସମସ୍ତେ ଜାଣିଥିବେ କି ସବୁଦିନ ଗାଧୋଇବା ଆମ ଶରୀର ପାଇଁ କେଟ ଆବଶ୍ୟକ ହୋଇ ଥାଏ । ସବୁଦିନ ଗାଧୋଇବା ଦ୍ଵାରା ଆମ ଦେହରେ ଥିବା ଜୀବାଣୁ ମରି ଯାଆନ୍ତି । ସବୁଦିନ ଗାଧୋଇଲେ ଆମ ଶରୀର ସତେଜ ରହିଥାଏ । ସମସ୍ତଙ୍କୁ ସୁସ୍ଥ ଜୀବନ ପାଇଁ ସବୁଦିନ ଗାଧୋଇବା ଜରୁରୀ ହୋଇଥାଏ କାରଣ ଗାଧୋଇଲେ ଖାଲି ଶରୀର ସଫା ହୋଇନଥାଏ, ଆମର ମୁଣ୍ଡ ବି ଥଣ୍ଡା ରହେ ଓ ପେଟ ବି ।
ଯଦି ଗାଧୋଇବା ସମୟରେ ପାଣିରେ କିଛି ଜିନିଷ ଦିଆଯାଏ ତାହେଲେ ଶରୀର ସମ୍ବଧିତ କୌଣସି ବି ସମସ୍ୟାକୁ ଦୂର କରାଯାଇ ପାରିବ ।
ଭାଗ ଦୌଡ ଜୀବନର କାରଣ ପାଇଁ ଲୋକମାନେ ନିଜ ଦେହର ଯତ୍ନ ଠିକସେ ନେଇପାରୁନାହାନ୍ତି ଯାହା ଦ୍ଵାରା ଛୋଟ ଛୋଟ ପରିସାନ ଲାଗିରହିଥାଏ । ଏଥି ପାଇଁ ଘରେ ବସି ସହଜ ଉପାଯରେ ଶରୀରକୁ ବେମାର ପାଖରୁ ଦୂରେଇ ରଖାଯାଇପାରିବ । ଗାଧୋଇବା ପାଣିରେ କିଛି ଏମିତି ଜିନିଷ ମିସାଇ ଦେଇଦେବ ତାହେଲେ ଆପଣଙ୍କ ଶରୀର ସୁସ୍ତ ରହିବା । ଆସନ୍ତୁ ଜାଣିବା କିପରି ଜିନିଷ ସିଏ ।
ବାହାରେ କାମ କରୁଥିବା ଲୋକ ଦିନ ସାରା କାମ କରିବା ପରେ ଘରକୁ ଆସିଥାଏ ସବୁଠୁ ପ୍ରଥମେ ଗାଧୋଇବାର ହିଁ ପ୍ରସ୍ତୁତ କରିଥାଏ ଯଦି ଆପଣ ଉଷୁମ ପାଣିରେ ଗାଧୋଇବେ ତାହେଲେ ଆପଣଙ୍କର ପୁରା ଦିନର ଠକାମି ଦୂର ହୋଇଥାଏ ।
ଆପଣଙ୍କୁ କହିଦେଉଛୁ କି ଆପଣଙ୍କ ରୋଷେଇ ଘରେ ଥିବା କିଛି ଜିନିଷ ଆମାନ ତାକୁ ବ୍ୟବହାର କରିକି ଆପଣ ଆପଣଙ୍କ ଶରୀରକୁ ଆହୁଡି ଅଧିକ ଆରାମ ଦେଇପାରିବ ।
ଏହି ଉପାୟ ପାଇଁ ପ୍ରଥମେ ଲେମ୍ବୁ ର ଜରୟରତ ହେବ । ଲିମ୍ବ କୁ ଗାଧୋଇବା ପାଣିରେ 5-6ବୁନ୍ଦା ମିଶାଇଡିଆ ।ଏହା କାଲେ ଆପଣଙ୍କ ଚେହେରା ଚ୍ମାକ୍ଦାର ହେବ ଏବଂ ଏହା ଦ୍ଵାରା ଆପଣ ଦିନସାରା ଫ୍ରେସ ଫିଲ କରିବେ ।