ସେ ଯାହାକୁ ବାହା ହୋଇ ଖୁସିରେ ରହୁଛି ରହୁ, କିନ୍ତୁ ମୁଁ ଜାଣିଛି ତାଙ୍କୁ କେବେ ପାଇବି ନାହିଁ… କାହିଁକି କାନ୍ଦି କାନ୍ଦି ଏମିତି କହିଲେ Rani Panda

ନମସ୍କାର ବନ୍ଧୁଗଣ, ଯାତ୍ରା ଜଗତର ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା ସବୁବେଳେ କିଛି ନା କିଛି କଥାକୁ ନେଇ ଚର୍ଚାର ବିଷୟ ପାଲଟି ଯାଇଥାନ୍ତି । ତେବେ ପୁଣି ଥରେ ଦେଖିବାକୁ ମିଳିଛି ରାଣୀ ପଣ୍ଡାଙ୍କର ଅନ୍ୟ ଏକ ଭାଇରାଲ ଭିଡିଓ । ଯେଉଁଥିରେ ସେ କାନ୍ଦି କାନ୍ଦି କାହାକୁ ଆଉ ଜୀବନରେ କେବେ ନିଜର  କରିପାରିବେନି ବୋଲି କହୁଛନ୍ତି । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା କାହାକୁ ଡରୁନଥିବା ରାଣୀ ପଣ୍ଡା ଏତେ କାନ୍ଦୁଛନ୍ତି କଣ ପାଇଁ  କାହା ପାଇଁ ?

ରାଣୀ ପଣ୍ଡା ଭିଡିଓରେ କାନ୍ଦି କାନ୍ଦି କହିଲେ କି ଜୀବନର ଶେଷ ଇଚ୍ଛା ହେଉଛି ବଲିଉଡରେ ପାଦ ରଖିବା ପାଇଁ । ଏବଂ ଆଇଡଲ ସଲମାନଙ୍କୁ ଥରେ ଭେଟିବା ପାଇଁ । ଆହୁରି ବି କହିଲେ କି ଯଦି ସେତିକି ଭଗବାନ ତାଙ୍କର ଆଶା ପୁରା କରିଦିଅନ୍ତି ତେବେ ସେ ଜୀବନରେ ସବୁକିଛି ପାଇଗଲେ ବୋଲି ଜାଣିବେ ।

ଏହା ମଧ୍ୟ କହିଲେ ଯାହା ତାଙ୍କୁ ଦରକାର ସେ କେବେ ମଧ୍ୟ ତାକୁ ପାଇପାରିବେ ନାହିଁ ବୋଲି । ନିଜ ଜୀବନରେ ସେ ଯାହାକୁ ହୃଦୟ ଦେଇ ଭଲ ପାଇଛନ୍ତି ତାକୁ ଆଉ ପାଇବେ ନାହିଁ । ଯାହାକୁ ସାରା ଜୀବନ ସାଥି କରିବାର ସ୍ଵପ୍ନ ସିଏ ଦେଖିଥିଲେ ତାଙ୍କୁ ସେ ଆଉ କେବେ ମଧ୍ୟ ପାଇବେ ନାହିଁ ବୋଲି କହିଛନ୍ତି । ଏବଂ ଭଗବାନଙ୍କ ପାଖରେ ପ୍ରାଥନା କରି କହିଲେ କି ସେ ଯାହାର ବି ହେଉ ଖୁସିରେ ରହୁ ।

ଯାହାକୁ ବି ବାହା ହେଉ ସବୁବେଳେ ସୁଖ ଶାନ୍ତିରେ ରହୁ ବୋଲି କହିଛନ୍ତି । ହରେଇଥିବା ସାଥିଙ୍କ ଜୀବନରେ କେବେ ବି ଦୁଖ ଆଣିବେନି ବୋଲି କାନ୍ଦି କାନ୍ଦି କହିଛନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ସ୍ତ୍ରୀ ସହ ଭଲରେ ରହିବାର କଥା ମଧ୍ୟ କହିଛନ୍ତି । ରାଣୀ ପଣ୍ଡା ଏବେ କେବଳ ନିଜ କ୍ୟାରିଅରକୁ ଆଗକୁ ନେବା ପାଇଁ ଚାହୁଛନ୍ତି ।

ନିଜର ସଲମାନ ଖାନଙ୍କୁ ଭେଟିବାର ଇଚ୍ଛାକୁ ପୁରା କରିବା ପାଇଁ ଚାହୁଁଛନ୍ତି ବୋଲି ରାଣୀ ପଣ୍ଡା କହିଛନ୍ତି । ନିଜେ ରୋଜଗାର କରି ଗରିବ ଲୋକଙ୍କୁ ସାହାର୍ଯ୍ୟ କରିବାର ଆଶା ରଖିଛନ୍ତି ରାଣୀ ପଣ୍ଡା । କାହା ପାଇଁ ରାଣୀ ପଣ୍ଡା ଏତେ ଭାଙ୍ଗି ପଡିଛନ୍ତି ତାହା କାହାକୁ ମଧ୍ୟ ଜଣା ନାହି । ତେବେ ଆଜିର ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *