ଏଠାରେ କଣ ପୋତା ହୋଇଛି ? ମଣିଷ ନା ପଶୁ, ପୋତା ହୋଇଥିବା ଜିନିଷକୁ ନେଇ ଭୟରେ ଅଞ୍ଚଳବାସୀ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଖବର ଅନୁଯାୟୀ ମାଟି ତଳେ ପୋତା ହୋଇଥିବା ଜିନିଷ କଣ ତାହା ନ ଜାଣି ପାରି ଭୟରେ ସମ୍ପୂର୍ଣ ଅଞ୍ଚଳ । ତେବେ କଣ ରହିଛି ସେହି ମାଟି ତଳେ ଯାହା ଅଞ୍ଚଳ ବାସୀଙ୍କୁ ଭୟଭୀତ କରାଉଛି । ମାଟି ତଳେ ରହି ଡରାଉ ଥିବା ଜିନିଷଟି କଣ ଆସନ୍ତୁ ଜାଣିବା । ତେବେ ଆଉ ଡେରି ନକରି ଆସନ୍ତୁ ସମ୍ପୂର୍ଣ ଖବର ବିଷୟରେ ଜାଣିବା ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର କଳିଙ୍ଗ ନଗର ଥାନା ଅନ୍ତର୍ଗତ ଶାଳିଜଙ୍ଗା ପଞ୍ଚାୟତର ସାହୁପୁର ନିକଟ ଜଙ୍ଗଲରେ । ଜଙ୍ଗଲ ଭିତରେ ଗୋଟିଏ ସ୍ଥାନରେ କିଛି ପୋତା ହୋଇଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ସନ୍ଦେହ ଉପୁଜିବାର କାରଣ ହେଉଛି କି ସେହି ସ୍ଥାନଟି ସମାଧି ପୋତା ହେଲା ଭଳି ଦେଖାଯାଉଥିଲା । ମାଟି ଚାରିପଟେ ମାଛି ଘୁରି ବୁଲୁଥିଲେ ।

ଏବଂ ମାଟି ଚାରିପଟେ ଚୂନ ମଧ୍ୟ ପକାଯାଇଛି । ସୂଚନା ଅନୁଯାୟୀ ସେହି ପାଖ ଗ୍ରାମର ଜଣେ ଛେଳି ଚରାଇବା ପାଇଁ ରବିବାର ଦିନ ଜଙ୍ଗଲ ଭିତରକୁ ଯାଇଥିଲେ । କିନ୍ତୁ ସେ ଜଙ୍ଗଲ ଭିତରେ ଦେଖିବାକୁ ପାଇଲେ କି ମାଟି ତାଡି କିଛି ପୋତା ଯାଇଛି । ଯାହା କି ମଣିଷ ସମାଧି ଭଳି ଲାଗୁଥିଲା । ସେହି ପୋତା ହୋଇଥିବା ଜାଗାରେ ବ୍ରେଡ ଜାମ ସଫଲ ପଡିଥିବାର ଦେଖିଲେ ।

ଏହା ଦେଖିବା ମାତ୍ରେ ହିଁ ସେ ସଙ୍ଗେ ସଙ୍ଗେ ସମସ୍ତଙ୍କୁ ଜଣାଇଥିଲେ । ଏହାପରେ ସ୍ଥାନୀୟ ବାସିନ୍ଦା ପଞ୍ଚାୟତର ସରପଞ୍ଚ ଓ ନଗର ପୋଲିସ କୁ ଜଣାଇଥିଲେ । ଘଟଣା ସ୍ତଳରେ ପୋଲିସ ପହଞ୍ଚି ଭଲ ଭାବରେ ତଦାରଖ କରିବା ଆରମ୍ଭ କରିଥିଲା । ଏହା ଏକ ସବୁଠୁ ବଡ ପ୍ରଶ୍ନ ହୋଇଯାଇଛି । ମାଟି ଭିତରେ ଯଦି ମଣିଷ ପୋତା ହୋଇଛି ତେବେ ଏହା ଏତେଦୂର କିଭଳି ଆସିଲା ।

ଏହି ସବୁ ପ୍ରଶ୍ନର ଉତ୍ତର ପୋଲିସର ସମ୍ପୂର୍ଣ ତଦାରଖ ସରିଲା ପରେ ହିଁ ମିଳିପାରିବ ଲୋକ ମାନଙ୍କୁ । ତେବେ ଖବର ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ବନ୍ଧୁଗଣ । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।

Leave a Reply

Your email address will not be published. Required fields are marked *