ନମସ୍କାର ବନ୍ଧୁଗଣ । ଯଦି ଆପଣଙ୍କ ପାଖରେ ରହିଛି ରାସନ କାର୍ଡ ତେବେ ଆସିଛି ବଡ ଖବର । ଆପଣଙ୍କ ରାସନ କାର୍ଡ ହୋଇପାରେ ବନ୍ଦ ଯାହା ଏବେ ଏବେ ଅପଡେଟ ଆସିଛି । ଏବେ ଏ ନେଇ ସରକାରଙ୍କ ପକ୍ଷରୁ ଜାରି ହୋଇଛି ନୂଆ ନିୟମ ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ସରକାରଙ୍କ ପକ୍ଷରୁ କିଛି ନିୟମାବଳୀ କୁ ରାସନ କାର୍ଡ ରେ ନିୟମାବଳି ଏ ନେଇ ପରିବର୍ତ୍ତନ କରିବାକୁ କୁହା ଯାଇଛି । ଏହି ନିୟମକୁ ନେଇ ଯଦି ଆପଣ ଅଣଦେଖା କରନ୍ତି ତେବେ ଅସୁବିଧାର ସମୁଖୀନ ନ ହୋଇ ପାରନ୍ତି ।
ଏମିତିକି ଆପଣଙ୍କ ବିରୁଦ୍ଧରେ ସରକାରଙ୍କ ପକ୍ଷରୁ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯାଇ ପାରେ । କୋରୋନା ମହାମାରି ସମୟରେ ସରକାରଙ୍କ ପକ୍ଷରୁ ଗରିବ ଜନ ସାଧାରଣକୁ ମାଗଣାରେ ରାଶାନ ଦେବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସରାକରଙ୍କ ପକ୍ଷରୁ କରା ଯାଇଥିବା ଏହି କାର୍ଯ୍ୟକ୍ରମ ଆଜି ବି ଲାଗୁ ରହିଛି ।
କିନ୍ତୁ ସରକାରୀ ସୂଚନା ଅନୁଯାୟୀ ଏବେ ଜଣା ପଡିଛି ଅଧିକାଂଶ ଖାତା ଧାରକ ଏଥିପାଇଁ ଯୋଗ୍ୟ ନୁହନ୍ତି ଓ ଫ୍ରୀ ରେ ରାସନ ପାଇବାର ଲାଭ ଉଠାଉଛନ୍ତି । ଏହି ଯୋଜନା ମୁତବକ ଅଧିକାଂଶ ଖାତାଧାରକ ଏହି ସୁଯୋଗ ପାଇ ପାରୁ ନାହାନ୍ତି । ଏବେ ମିଳିଥିବା ସୂଚନା ଅନୁଯାୟୀ ଯେଉଁ ବ୍ୟକ୍ତି ମାନେ ରାସନ କାର୍ଡ ର ଅପବ୍ଯବହାର କରୁଛନ୍ତି ସେମାନେ ତୁରନ୍ତ କାର୍ଡ କୁ ସରେଣ୍ଡର କରନ୍ତୁ ।
ନଚେତ ସରକାରୀ ଅଧିକାରୀ ମାନଙ୍କ ଦ୍ଵାରା ଯାଞ୍ଚ କରିବା ସମୟରେ ଜଣା ପଡିଲେ ଯେଉଁ ବ୍ୟକ୍ତି ଏହା ବିରୁଦ୍ଧରେ ରହିଥିବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯିବ । ଏମିତିକି ରାସନ କାର୍ଡ କୁ କ୍ୟାନ୍ସଲ ଅମଧ୍ୟ କରାଯିବ । ଏ ନେଇ ସରକାର ମଧ୍ୟ ନୂଆ ନିୟମ ଜାରି କରିଛନ୍ତି ।
ଯଦି ଆପଣ ଜଣେ ରାସନ କାର୍ଡ ଧାରୀ ଯୋଗ୍ୟ ହୋଇ ନ ଥାନ୍ତି ଓ ରାସନ ନେଉଛନ୍ତି ତେବେ ଆପଣଙ୍କ ପାଇଁ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରା ଯାଇପାରେ । ତେବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ଆସନ୍ତା ମାସ ଠାରୁ ମାଗଣାରେ ରାସନ କାର୍ଡ ବଣ୍ଟା ହେବାକୁ ଯାଉଛି । ବନ୍ଧୁଗଣ ଏବେ ଆପଣଙ୍କର ରାସନ କାର୍ଡ ରହିଛି କି ନାହି ନିହାତି କମେଣ୍ଟ ମାଧ୍ୟମରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।