ଶନିବାର ୩୦ ନଭେମ୍ବର 2019 – ଶନିଦେବଙ୍କ କୃପାରୁ ଏହ ୩ଟି ରାଶିର ବ୍ୟକ୍ତି ମାନଙ୍କ ବର୍ଷ ପୁରୁଣା ଅଟକିଥିବା କାର୍ଯ୍ୟ ପୂରଣ ହେବ, ଆଜିର ଦିନ ବହୁତ ଭଲ ରହିବ

ଆମେ ଆପଣଙ୍କୁ ଶନିବାର ୩୦ ନଭେମ୍ବରର ରାଶିଫଳ କହିବାକୁ ଯାଉଛୁ । ଆମ ଜୀବନରେ ରାଶିଫଳର ମହତ୍ଵ ବହୁତ ରହିଥାଏ । ରାଶିଫଳ କାରଣରୁ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ବିଷୟରେ ଆମେ ଅନୁମାନ ଲଗାଇଥାଉ । ରାଶିଫଳର ନିର୍ମାଣ ଗ୍ରହ ଓ ନକ୍ଷତ୍ରଙ୍କ ଚଳନକୁ ନେଇ ହେଇଥାଏ । ପ୍ରତିଦିନ ଗ୍ରହଙ୍କ ସ୍ଥିତି ଆମର ଭବିଷ୍ୟତକୁ ପ୍ରଭାବିତ କରିଥାଏ । ଏହି ରାଶିଫଳରେ ଆପଣଙ୍କୁ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା ଓ ବୈବାହିକ ଜୀବନ ସହ ଜଡିତ ସମସ୍ତ ସୂଚନା ମିଳିବ ।  ତେବେ ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନ ଆପଣଙ୍କର କିପରି କଟିବ ତେବେ ଆଜିର ରାଶିଫଳ ପଢନ୍ତୁ।

ମେଷ ରାଶି –

ଆଜି ଶୁଭ କାର୍ଯ୍ୟର ଆୟୋଜନ ହେବ । ଆନନ୍ଦ ଓ ଖୁସି ଖେଳିଯିବ । ଆଧ୍ୟାତ୍ମିକ ଶକ୍ତି ଆପଣଙ୍କୁ ଆପଣଙ୍କ ଆତ୍ମବିଶ୍ଵାସ ଫେରାଇଦେବାରେ ସାହାଯ୍ୟ କରିବା । ଆପଣଙ୍କୁ କୌଣସି ପ୍ରକାରର ଚାପରେ କାମ କରିବାକୁ ପଡିପାରେ । ଆଜି ଭାଗ୍ୟରେ ସାହାଯ୍ୟ ମିଳିବ ନାହିଁ । ଆପଣଙ୍କୁ ବାହାନ ଏବଂ ମେସିନ ଠାରୁ ସାବଧାନ ରହିବାକୁ ପଡିବ ।

ବୃଷ ରାଶି –

ଆଜି ପରିଶ୍ରମର ଭାର ଅଧିକ ରହିବ । ଆର୍ଥିକ ସ୍ଥିତି ସାମାନ୍ୟ ରହିବ । ଆପଣ ନିଜର ସମର୍ପଣ ଏବଂ କଠିନ ପରିଶ୍ରମ କାରଣରୁ ଅନ୍ୟ ମାନଙ୍କଠାରୁ ଅଗ୍ରରେ ରହିବେ । ଆଜିର ଦିନ ଆପଣଙ୍କ ପାଇଁ ମନୋରଞ୍ଜନରେ ଭରପୁର ରହିବ । ସ୍ୱାସ୍ଥ୍ୟ ନରମ-ଗରମ ରହିବ । ଧନ ଲାଭର ଯୋଗ ରହିବା ସହ କାର୍ଯ୍ୟ ସଫଳତା ମିଳିବ । ପ୍ରତିଯୋଗୀ ସହ ଥିବା ବାଦ-ବିବାଦ ଟଳିବ । ଆଜି କୌଣସି ପ୍ରକାର ଭୁଲ ନିସ୍ପତି ନେବେ ନାହିଁ ।

ମିଥୁନ ରାଶି –

ଆଜି ଆପଣଙ୍କ ଜୀବନରେ ଆପଣଙ୍କର ପ୍ରେମର ଆଗମନ ହେବ । ଆଜି ଆପଣଙ୍କୁ ଆପଣଙ୍କର ପରିଶ୍ରମର ଫଳ ପ୍ରାପ୍ତି ହେବ । ଆପଣଙ୍କ ପାରିବାରିକ ଜୀବନ ଶାନ୍ତିପୂର୍ଣ ରହିବ । ନିଜର ସ୍ୱାସ୍ଥ୍ୟକୂ ନେଇ ସାବଧାନ ରୁହନ୍ତୁ । ଆପଣ କୌଣସି ନୂଆ କାର୍ଯ୍ୟ କାରନ୍ତୁ ନାହିଁ । ମନକୁ ପ୍ରସନ୍ନ କରିବା ପାଇଁ ମନୋରଞ୍ଜନର ସାହାରା ନିଅନ୍ତୁ।

କର୍କଟ ରାଶି –

ମିତ୍ରର ସାହାଯ୍ୟ ପ୍ରାପ୍ତି ହେବ । କିଛି ଜାତକର ବ୍ୟକ୍ତିଙ୍କ ଜୀବନରେ ପ୍ରେମର ଆଗମନ ହେଇପାରେ । କୌଣସି କାରଣରୁ ପାରିବାରିକ ସମ୍ପର୍କରେ ତିକ୍ତତା ଆସିପାରେ । କଠିନ ପରିଶ୍ରମ କଲେ ଆପଣଙ୍କୁ ସଫଳତା ମିଳିପାରେ । କାର୍ଯ୍ୟରେ ଯଶ ବୃଦ୍ଧି ହେବ । ଧନ ପ୍ରାପ୍ତିର ଯୋଗ ରହିଛି ଏବଂ ବିଦ୍ୟାର୍ଥୀଙ୍କୁ ସଫଳତା ପ୍ରାପ୍ତ ହେଇପାରେ ।

ସିଂହ ରାଶି –

ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଅଗ୍ରଗତି ହେବ । ନିଜର ବନ୍ଧୁଙ୍କ ଠାରୁ କିଛି ରୋମାଞ୍ଚକର ସମ୍ବାଦ ପ୍ରାପ୍ତ ହେବ । କୌଣସି ପ୍ରଭାବଶାଳି ବ୍ୟକ୍ତିଙ୍କ ଠାରୁ ମାଗଦର୍ଶନ ମିଳିବ । ମାନସିକ ଚଞ୍ଚଳତା କାରଣରୁ ତରତର ହୋଇ କୌଣସି ନିର୍ନୟ ନିଅନ୍ତୁ ନାହିଁ ।

କନ୍ୟା ରାଶି –

ଆଜି ଆପଣଙ୍କ ଦିନ ଧାର୍ମିକ କାର୍ଯ୍ୟରେ ବ୍ୟତୀତ ହେବ । ବ୍ୟବସାୟ କ୍ଷେତ୍ରରେ ପ୍ରଗତି ହେବ । ଲୋକଙ୍କ ପ୍ରେମ ଓ ସମର୍ଥନ ହେତୁ ଆପଣଙ୍କ ମନୋବଳରେ ବୃଦ୍ଧି ହେବ । ଆଜି ଆପଣଙ୍କୁ ସମସ୍ତ କାର୍ଯ୍ୟ ଧର୍ଯ୍ୟ ଓ ଶାନ୍ତିର ସହ ନିର୍ବାହ କରିବା ଉଚିତ । ଧନ ଲାଭର ଯୋଗ ଅଛି ।

ତୁଳା ରାଶି –

ଆଜି ଆପଣଙ୍କ ମନ ପ୍ରଫୁଲ ରହିବ । ପାରିବାରିକ ବାତାବରଣ ଖୁସିପୂର୍ଣ୍ଣ ରହିବ । ଚାକିରି କ୍ଷେତ୍ରରୁ କୌଣସି ସୁଖ ସମ୍ବାଦ ଆସିପାରେ । ଧନ ଲାଭର ଯୋଗ ରହିଛି । ସ୍ଵାସ୍ଥ୍ୟରେ ଉନ୍ନତି ଘଟିବ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଖୁସି ଖବର ମିଳିପାରେ ।

ବିଛା ରାଶି –

ଆଜି ଅଫିସର କିଛି ମହତ୍ଵପୂର୍ଣ କାର୍ଯ୍ୟ ପୂରଣ କରିବାକୁ ପଡିପାରେ । ଆପଣଙ୍କୁ ନକରାତ୍ମକ ଚିନ୍ତାଧାରାରୁ ଦୂରରେ ରହିବାକୁ ପଡିବ । ସ୍ୱାସ୍ଥ୍ୟ କୌଶଳ ରହିବ । ମିତ୍ର କିମ୍ବା ପରିଜନଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିବାର ଯୋଗ ଅଛି । ନିଜର ପରିଶ୍ରମର ଫଳ ମିଳିବ । ଆଜି ଆପଣଙ୍କର କଥାର ମହତ୍ଵ ରହିବ ।

ଧନୁ ରାଶି –

କୌଣସି ବିଶିଷ୍ଠ ବ୍ୟକ୍ତିଙ୍କ ସହ ସାକ୍ଷାତ କରିପାରନ୍ତି । ପରିବାରରେ ସୁଖ ଓ ଶାନ୍ତି ରହିବ । ଅଦାଲତ ଓ ସରକାରୀ କାର୍ଯ୍ୟଳୟରେ ଅଟକିଥିବା କାର୍ଯ୍ୟ ପୂର୍ଣ ହେବ । ସ୍ୱାସ୍ଥ୍ୟ ସମ୍ବଧୀୟ କଷ୍ଟ ଭୋଗୀ ପାରନ୍ତି । କୌଣସି ନୂତନ କାର୍ଯ୍ୟ ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ । ଉଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି।

ମକର ରାଶି –

ଆଜି ଆପଣ କୌଣସି ବ୍ଯକ୍ତିର ଫାଲତୁ କଥାର ସମ୍ମୁଖୀନ ହେଇ ପାରନ୍ତି । ଆଜି ଆପଣ ଖର୍ଚ କରିବାର ଅଭ୍ୟାସ ଉପରେ ନିୟନ୍ତ୍ରଣ ରଖନ୍ତୁ । କାହା ସହ କଥା ହେଲାବେଳେ ଭାବି ବିଚାରୀ କୁହନ୍ତୁ । ଆଜି କୌଣସି ପ୍ରକାରର ନିର୍ଣ୍ଣୟ ନିଅନ୍ତୁ ନାହିଁ ।

କୁମ୍ଭ ରାଶି –

ପରିବାର ଏବଂ ଗୁରୁଜନଙ୍କ କାରଣରୁ ସୁଖ ପ୍ରାପ୍ତ ହେବ । ମୂଲ୍ଯବାନ ବସ୍ତୁ ସାବଧାନତାର ସହ ରଖନ୍ତୁ । ମନରେ ପ୍ରସନ୍ନତା କମ ରହିବ । ନିଜର ଜୀବନସାଥୀର ଚିନ୍ତାଧାରାକୁ ବୁଝିବାକୁ ଚେଷ୍ଟା କରନ୍ତୁ । ନିଜର ବ୍ୟବସାୟରେ ଉନ୍ନତି ଘଟିବ । କୌଣସି ସ୍ଥାନକୁ ଯାତ୍ରା କରିବାର ସୁଯୋଗ ଆସିପାରେ ।

ମୀନ ରାଶି –

ଆଜି ନିଜର ଶତ୍ରୁ ମାନଙ୍କଠାରୁ ବଞ୍ଚିବାକୁ ଚେଷ୍ଟା କରନ୍ତୁ । ନୂଆ ଯୋଜନାରେ ଆଜି କାର୍ଯ୍ୟ ଆରମ୍ଭ ହେଇଯିବ । ମାନସିକ ଦୁଃଚିନ୍ତାକୁ ନିଜ ଉପରେ ଭାରି ହେବାକୁ ଦିଅନ୍ତୁ ନାହିଁ । ଶରୀର ସୁସ୍ଥ ରହିବ । ବିଦ୍ୟାର୍ଥୀଙ୍କୁ ସଫଳତା ପ୍ରାପ୍ତ ହେବ । କୌଣସି ବ୍ୟକ୍ତି ସହ ମତଭେଦ କରିବା ଉଚିତ ହେବ ନାହିଁ।

ବି:ଦ୍ର – ଆପଣଙ୍କ କୁଣ୍ଡଳୀ ଏବଂ ରାଶିର ଗ୍ରହକୁ ଆଧାର କରି ଆପଣଙ୍କ ଜୀବନରେ ଘଟୁଥିବା ଘଟଣା ସହ ଆଜି ଦିଆ ଯାଇଥିବା ରାଶିଫଳରେ କିଛି ଭିର୍ନତା ରହିଥାଇପାରେ। ସମ୍ପୂର୍ଣ ତଥ୍ୟ ପାଇଁ କୌଣସି ପଣ୍ଡିତ କିମ୍ବା ଜ୍ଯୋତିଷଙ୍କ ସହ ପରାମର୍ଶ କରନ୍ତୁ।

Leave a Reply

Your email address will not be published. Required fields are marked *